ମହାବାତ୍ୟାର ଶିକ୍ଷା, 'ଅମ୍ଫାନ' ମୁକାବିଲାର ଅସ୍ତ୍ର

ସ୍ଥଳଭାଗରେ ତାଣ୍ଡବ ରଚିଛି ଅମ୍ଫାନ। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବେଶ ତାଣ୍ଡବ ରଚିଛି। ସଦ୍ୟପ୍ରାପ୍ତ ସୂଚନା ମୁତାବକ ପଶ୍ଚିମବଙ୍ଗରେ ୧୦ରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଏହି ଅମ୍ଫାନ ୧୯୯୯ ମସିହା ବାତ୍ୟା ପରେ ଦ୍ୱିତୀୟ ଭୟଙ୍କର ସାମୁଦ୍ରିକ ବାତ୍ୟା ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା

ମହାବାତ୍ୟାର ଶିକ୍ଷା, 'ଅମ୍ଫାନ' ମୁକାବିଲାର ଅସ୍ତ୍ର

About the Author