ବିଜେପି ହାତରେ ଜଙ୍ଗଲ ନିଆଁ, କେମିତି ମାଇଲେଜ ନେବ ବିଜେଡି ?

ନିଆଁ ବ୍ୟାପୁଛି, ଜଙ୍ଗଲ ଜଳୁଛି। କିନ୍ତୁ ଏହାରି ଭିତରେ ଆଉ ଏକ ବହ୍ନି ଜଳୁଛି। ଆଉ ତାହା ହେଲା ପଲିଟିକାଲ ଫାୟାର। ରାଜନୀତିର ଏହି ନିଆଁ ଏବେ ବିଜେପି ପାଇଁ ମରୁଭୂମିରେ ବର୍ଷା ଭଳି ମନେ ହେଉଛି।

ବିଜେପି ହାତରେ ଜଙ୍ଗଲ ନିଆଁ, କେମିତି ମାଇଲେଜ ନେବ ବିଜେଡି ?
Image Credit: ଡିଜାଇନ ଫଟୋ

About the Author