IPL 2024: ଆଇପିଏଲରୁ ବାଦ ପଡ଼ିଲେ ମହମ୍ମଦ ଶାମି, ଟି-୨୦ ବିଶ୍ୱକପ ଖେଳିବା ଉପରେ ମଧ୍ୟ ସସପେନ୍ସ

Mohammad Shami Ruled Out IPL 2024: ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ତଥା ODI ବିଶ୍ୱକପ୍ ୨୦୨୩ ର ହିରୋ ମହମ୍ମଦ ଶାମି ଆଗାମୀ ଆଇପିଏଲ୍ ସିଜିନରୁ ବାଦ ପଡିଛନ୍ତି। ଏଥର ଗୁଜୁରାଟ ଦଳ ନୂତନ ଅଧିନାୟକ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଖେଳିବ।

IPL 2024: ଆଇପିଏଲରୁ ବାଦ ପଡ଼ିଲେ ମହମ୍ମଦ ଶାମି, ଟି-୨୦ ବିଶ୍ୱକପ ଖେଳିବା ଉପରେ ମଧ୍ୟ ସସପେନ୍ସ
Image Credit: Mohammad Shami Ruled Out IPL 2024

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More