Asit Tripathi resigns: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତପା ଦେଲେ ଅସିତ ତ୍ରିପାଠୀ
Advertisement
Article Detail0/zeeodisha/odisha2388843

Asit Tripathi resigns: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତପା ଦେଲେ ଅସିତ ତ୍ରିପାଠୀ

Asit Tripathi resigns: ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତପା ଦେଇଛନ୍ତି।

 

Asit Tripathi resigns

Asit Tripathi resigns: ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତପା ଦେଇଛନ୍ତି। ପୂର୍ବ ସରକାର ସମୟରେ ଅସିତ ତ୍ରିପାଠୀ WODC ଅଧ୍ୟକ୍ଷ ହୋଇଥିଲେ। ସେ ମଧ୍ୟ ରାଜ୍ୟର ୪୩ ତମ ମୁଖ୍ୟ ଶାସନ ସଚିବ ରହିସାରିଛିନ୍ତି।

ଅସିତ ତ୍ରିପାଠୀ ରାଜ୍ୟର ୪୩ ତମ ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଶନିବାର ଦିନ ଅସିତ ତ୍ରିପାଠୀ  WODC ଅଧ୍ୟକ୍ଷ ପଦରୁ ଇସ୍ତପା ଦେଇଛନ୍ତି।

fallback