Fire: ଭୁବନେଶ୍ବର ୧ ନମ୍ବର ହାଟ ଭୂତଳ ମାର୍କେଟରେ ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Fire: ଦୀପାବଳିରେ ଘଟିଗଲା ବଡ଼ ଅଘଟଣ। ଚାହୁଁଚାହୁଁ ଜଳି ଉଠିଲା ଭୁବନେଶ୍ବର ୧ ନମ୍ବର ହାଟ ଭୂତଳ ମାର୍କେଟ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି । ତେବେ, ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ ପ୍ରାୟ ୨୫ ଦୋକାନ ଜଳିଯାଇଥିବା ସୂଚନା ମିଳିଛି।

Fire:  ଭୁବନେଶ୍ବର ୧ ନମ୍ବର ହାଟ ଭୂତଳ ମାର୍କେଟରେ ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

About the Author