Plus Two Eaxm Update: ଏହି ଦିନ ହେବ ଯୁକ୍ତ ଦୁଇ ପରୀକ୍ଷା! ଏଠାରେ ଚେକ୍ କରନ୍ତୁ ଡେଟ୍
Advertisement
Article Detail0/zeeodisha/odisha2393168

Plus Two Eaxm Update: ଏହି ଦିନ ହେବ ଯୁକ୍ତ ଦୁଇ ପରୀକ୍ଷା! ଏଠାରେ ଚେକ୍ କରନ୍ତୁ ଡେଟ୍

Plus Two Eaxm Update: ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍ । ଜାଣନ୍ତୁ କେବେ ହେବ ପରୀକ୍ଷା...ପଢନ୍ତୁ ପୂରା ରିପୋର୍ଚ...

Plus Two Eaxm Update: ଏହି ଦିନ ହେବ ଯୁକ୍ତ ଦୁଇ ପରୀକ୍ଷା! ଏଠାରେ ଚେକ୍ କରନ୍ତୁ ଡେଟ୍

Plus Two Eaxm Update: ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍ । ଆସନ୍ତା ଫେବୃଆରୀ ୧୫ ତାରିଖରେ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଆଉ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ସ୍କୁଲ୍ ଗୁଡିକ ତାଙ୍କ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା କରିବେ। ସେହିପରି  ଇଣ୍ଟରନାଲ୍ ଏକ୍ସାମ୍ ଆସନ୍ତା ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ, ଏଠାର ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ଆସନ୍ତା ବର୍ଷ (୨୦୨୫) ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ  ଚଳିତ ମାସରୁ  ଆରମ୍ଭ କରିବା ପାଇଁ ସିଏଚ୍ଏସସି(CHSE) ଯୋଜନା ରଖିଥିଲା। କିନ୍ତୁ ୨୦୨୪-୨୪ ନାମଲେଖା ଶେଷ ହୋଇନ ଥିବାରୁ ଓକାକ୍ ମନା କରିଦେଇଥିଲା। ତେବେ ମିଳିଥିବା ତାଜା ସୂଚନା ଅନୁସାରେ, ଯୁକ୍ତ ଦୁଇ ଫର୍ମ ପୂରଣ ଆସନ୍ତାମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା।

ALSO READ: Plus Two Exam: +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ, ଏତିକି ମାର୍କର ପ୍ରାକ୍ଟିକାଲ୍ ଓ ଥିଓରି ଏକଜାମ୍ ଦେବେ ଛାତ୍ରଛାତ୍ରୀ

ALSO READ: Gold Rate Today: ଜାରି ହେଲା ନୂଆ ସୁନା ଦର, ଆଜି ଭୁବନେଶ୍ବରରେ ଭରି ପିଛା ଏତିକି ଟଙ୍କା ବୃଦ୍ଧି

ALSO READ: Budhaditya Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଆକସ୍ମିକ ଧନଲାଭର ରହିଛି ଯୋଗ!