Puri Shri Mandir: ୫୩ ବର୍ଷ ତଳର ନୀତିକୁ ପୁନରାବୃତ୍ତି କରିବ ଶ୍ରୀମନ୍ଦିର, କାହିଁକି?

ନୀଳାଦ୍ରି ଭକ୍ତ ନିବାସ ଠାରେ ଏହି ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ , ଏସ୍ ପି ଓ ଛିତିଶା ନିଯୋଗର ବିଭିନ୍ନ ସେବାୟତ ପ୍ରତିନିଧି ମାନେ ବୈଠକରେ ଯୋଗଦାନ କରିବେ। ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟ ଯୋଗଦାନ କରିବେ।

Puri Shri Mandir: ୫୩ ବର୍ଷ ତଳର ନୀତିକୁ ପୁନରାବୃତ୍ତି କରିବ ଶ୍ରୀମନ୍ଦିର, କାହିଁକି?

About the Author