Election Results 2024: ଜମ୍ମୁ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ପରାଜୟ

Election Results 2024: ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଓଲଟଫେର ଦେଖିବାକୁ ମିଳିଛି। ଓଠାରେ ଦଶନ୍ଧି ଧରି ପ୍ରଭାବଶାଳୀ ଥିବା ଉଭୟ ପ୍ରମୁଖ ଦଳର ମୁଖ୍ୟ ନିର୍ବାଚନ ହାରି ଯାଉଛନ୍ତି।

Election Results 2024: ଜମ୍ମୁ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ପରାଜୟ
Image Credit: Election Results 2024 Updates

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments