Advertisement
Videos Details/odisha/zeeodisha2254870
Video ThumbnailPlay icon

PM Puri Visit: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ଶେଷ

PM Narendra Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସନ୍ତାକାଲି ସକାଳେ ପୁରୀରେ ପହଞ୍ଚିବେ।‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୁରୀ ବଡ଼ଦାଣ୍ଡରେ ଏକ ବିଶାଳ ରୋଡ ସୋ କରିବେ। ବିଜେପିର ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ଭୋଟରଙ୍କୁ ରୋଡ ସୋ ମାଧ୍ୟମରେ ଅପିଲ୍ କରିବେ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ରେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବା ପାଇଁ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ନିବେଦନ କରିଛନ୍ତି।
Ratha Yatra Niti: ୧୯୭୧ ମସିହା ଅନୁସାରେ ଚଳିତ ବର୍ଷ ରଥଯାତ୍ରା ସମ୍ପନ୍ନ ହେବ
Play icon07:10
MLA Jaynarayan Mishra: ସମ୍ବଲପୁରରେ ଜଣ୍ଡିସ ସ୍ଥିତି କୁ ନେଇ ସମୀକ୍ଷା କରିଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର
Play icon06:24
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:13
Mohan Charan Majhi: ତଳେ ଚକା ପକାଇ ଖାଇଲେ ମୁଖ୍ୟମନ୍ତ୍ରୀ, ମୁହଁ ପୋଛିଦେଲେ ମା
Play icon04:40
Naveen Patnaik: ସଂସଦରେ କଠୋର ଆଭିମୁଖ୍ୟ ରଖିବ BJD’ ନବୀନ ଦେଲେ ଗୁରୁମନ୍ତ୍ର
Play icon00:27
Ratha Khala: ରଥଖଳା ଚଳଚଞ୍ଚଳ, ସରିଛି ଚାରି ନାହକାରେ ଭୂଇଁ ପଡ଼ିବା କାର୍ଯ୍ୟ
Play icon04:42
Sonakshi Iqbal Wedding: ସୋନାକ୍ଷୀ-ଇକବାଲଙ୍କ ବିବାହରେ ସେଲିବ୍ରିଟିଙ୍କ ଭିଡ଼
Play icon02:34
Diphtheria Disease: ନାରାୟଣପାଟଣାରେ ଦେଖା ଦେଲାଣି ଡିପଥେରିଆ ରୋଗ
Play icon00:48
Odisha CM: କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୁରକ୍ଷା କଡାକଡି
Play icon03:10
Viral Video: ଉଚ୍ଚ ଅଟ୍ଟାଳିକା ଛାତରୁ ଓହଳି ପ୍ରେମିକା କରୁଥିଲା ରିଲ୍, ତା ପରେ...
Play icon00:58
Mohan Charan Majhi: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ, ମା’ତାରିଣୀ ପୀଠ ପାଇଁ୫୦ କୋଟିର ପ୍ୟାକେଜ ଘୋଷଣା
Play icon05:02
Mohan Charan Majhi: ସ୍ନାନମଣ୍ଡପରେ ସାହାଣମେଲା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Play icon03:05
Jay Jagannath:  ୧୩ ଦିନିଆ ଅଣସରରେ ମହାବାହୁ, ଏପଟେ ଦର୍ଶନ କରୁଛନ୍ତି ପଟିଦିଅଁ
Play icon02:02
CM Mohan Ch Majhi: ଜଳସମ୍ପଦ ବିଭାଗ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମିଟିଂ
Play icon00:43
Snana Yatra: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ
Play icon02:20
Surama Padhy: ପୁରୀ ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ରାଜ୍ୟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ
Play icon03:03
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:16
Giorgia Meloni: ନବେ ଦଶକରେ କେମିତି ଦିଶୁଥିଲେ ମୋଦିଙ୍କ ଫ୍ରେଣ୍ଡ ମେଲୋନି, ଦେଖନ୍ତୁ ଭିଡିଓ
Play icon01:04
Sarat Patnaik: କାଳି ମାଡ଼ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି, ମୋ ବାମ ଆଖିଟା...
Play icon01:31
Prakruti Mishra: ବେଙ୍ଗାଲୁରୁରେ ଥିବା ଓଡ଼ିଆଙ୍କ ପାଇଁ ପ୍ରକୃତି ମିଶ୍ରଙ୍କ ଏହି ଖାସ୍ ମେସେଜ୍
Play icon01:13
PCC President: କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ପିସିସି ସଭାପତିଙ୍କୁ କାଳିମାଡ଼
Play icon00:36
Odisha News: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁ ରେ ପହଞ୍ଚିଲା ମର ଶରୀର, ଦେଖନ୍ତୁ ଏହି ଭିଡିଓ
Play icon01:22
Accident News: ଅଜଣା ଗାଡ଼ି ଧକା ରେ ବାଇକ୍ ଆରୋହୀ ମୃତ, ଦେଖନ୍ତୁ ଏହି ଭିଡିଓ
Play icon01:35
Beef sized: ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳରୁ ବିପୁଳ ପରିମାଣର ଗୋମାଂସ ଜବତ, ଜଣେ ଅଟକ
Play icon01:29
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:25
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଓ ଦ୍ୱାରଫିଟା ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:54
Dharmendra Pradhan: ନିଟ ପରୀକ୍ଷା କୁ ନେଇ କଡା ପଦକ୍ଷେପ ଗ୍ରହଣ କରାଯିବ; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Play icon01:10
Suresh Pujari: 'ଓଡି଼ଶାକୁ ଲୁଟ୍ କରିଥିବା ଲୋକଙ୍କୁ ଗୋଟି ଗୋଟି କରି ଚିହ୍ନଟ କରି'...
Play icon01:25
Train Accident: କାଞ୍ଚନଜଙ୍ଗା ଏକ୍ସପ୍ରେସ କୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ, ଏବେସୁଦ୍ଧା ୧୫ ମୃତ
Play icon01:14
Road Accident: କାର ସହ ଟ୍ରାକ୍ଟର ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା, ଘଟଣାରେ ୪ ମୃତ
Play icon00:39