Weather Update: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିଛି ମୁକ୍ତି। ଭୁବନେଶ୍ବରରେ ଅପରାହ୍ନରେ ହୋଇଛି ବର୍ଷା ସାଙ୍ଗକୁ ବିଜୁଳି , ପବନ ସହ ଘଡ଼ଘଡି। ଯାହା ରାଜଧାନୀବାସୀଙ୍କୁ ସାମାନ୍ୟ ତାତିରୁ ଆଶ୍ବସ୍ତି ଦେଇଛି।

Weather Update: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

About the Author