ବାଲିଗୁଡା, କନ୍ଧମାଳ
Hindu god
ହିନ୍ଦୁ ଦେବାଦେବୀଙ୍କୁ ସୋସିଆଲ ମିଡ଼ିଆରେ ଅପମାନ, ବାଲିଗୁଡାରେ ବନ୍ଦ ଦୋକାନ ବଜାର
ହିନ୍ଦୁ ଦେବାଦବୀଙ୍କୁ ନେଇ ସୋସିଆଲ ମିଡିଆରେ ବାଲିଗୁଡା ଟାଉନର ଜୈନକ ଯୁବକ ଦେଇଥିବା ଅଶ୍ଳୀଳ ମନ୍ତବ୍ୟକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି। କନ୍ଧମାଳ ହିନ୍ଦୁ ସଙ୍ଗଠନ ପକ୍ଷରୁ ଉକ୍ତ ଯୁବକକୁ ତୁରନ୍ତ ଗିରଫ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ହୋଇଛି।
Oct 4,2021, 7:25 AM IST
Baliguda sub collector
ମାନବିକତା ଦେଖାଇଲେ ଉପଜିଲ୍ଲାପାଳ
ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ନିଜ ହାତରେ ଉଠାଇ ମେଡିକାଲ ପହଞ୍ଚାଇ ଜନସାଧାରଣଙ୍କ ମନକୁ ଜିତିପାରିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ IAS ଶୁଭଙ୍କର ମହାପାତ୍ର।
May 3,2021, 8:07 AM IST
road accident
ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
ଶୁକ୍ରବାର ରାତିରେ ଟ୍ରାକ୍ଟର ଏବଂ ଦ୍ରୁତ ବେଗରେ ଆସୁଥିବା ବାଇକ, କଟପଡି ଗ୍ରାମଠାରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣା (Accident) ରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।
Apr 24,2021, 11:09 AM IST
Small Forest Products Sales Center
ଏଣିକି ସୁବିଧାରେ ମିଳିବ ଲଘୁଜାତ ଦ୍ରବ୍ୟ; ଉପକୃତ ହେବେ ଗ୍ରାମାଞ୍ଚଳ ଲୋକେ
ଫୁଲବାଣୀ ବନଖଣ୍ଡ ପକ୍ଷରୁ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ରର ଉଦଘାଟନ କରାଯାଇଛି।
Apr 23,2021, 20:28 PM IST
cannabis
ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୪ ଗିରଫ
ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
Apr 22,2021, 19:25 PM IST
Kandhamal District Administration
କୋରୋନା ମୁକାବିଲା ପାଇଁ ଆକ୍ସନ ମୁଡରେ ପ୍ରଶାସନ
କୋରୋନ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯାଇଛି।
Apr 22,2021, 18:47 PM IST
man killed
ଜମି ପାଇଁ ଘରେ ପଶି ଭକ୍ତଙ୍କୁ ହାଣିଲା ବାମୁରା !
ଦୀର୍ଘ ଦିନରୁ ଜମିବାଡିକୁ ନେଇ ତୁମୁଡିବନ୍ଧ ଅନ୍ତର୍ଗତ ଭକ୍ତ ପାଟ ମାଝି ଓ ବାମୁରା ସୁକା ମାଝିଙ୍କ ମଧ୍ୟରେ ବିବାଦ (Land Dispute) ଲାଗିରହିଥିଲ। ଆଜି ସକାଳେ ଭକ୍ତ ଘରେ ପଶି ବାମୁରା ଏକ କଟୁରୀରେ ତାଙ୍କ ବେକକୁ ହାଣି (Murder) ଦେଇଥିଲା।
Apr 21,2021, 15:16 PM IST
Mahua MSP
MSP ଆଳରେ ଠକେଇ! ସରକାରୀ ମୂଲ୍ୟର ଦୁଇ ଗୁଣ ଦେଉଛି ବେପାରୀ
କନ୍ଧମାଳ (Kandhamal) ଏକ ଆଦିବାସୀ (Tribe) ବହୁଳ ଜିଲ୍ଲା। ଏହା ପ୍ରାୟତଃ ଜନସାଧାରଣ ଜୀବନଜୀବିକା ପାଇଁ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଋତୁ ଅନୁସାରେ ଯାହା ଜଙ୍ଗଲରୁ ଯାହା ମିଳେ ଲୋକେ ତାହାକୁ ସଂଗ୍ରହ କରି ବିକ୍ରି କରନ୍ତି।
Apr 20,2021, 12:19 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.