Zee Rozgar Samachar

5t

ନିଷ୍ପ୍ରଭାବ 5T! ଦିନ ସାଢେ ଏଗାରଟା ଯାଏଁ ବାବୁଙ୍କ ଦେଖାନାହିଁ

ସୋମବାର ଅର୍ଥାତ ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ତଦସିଲଦାର (Tahasildar) ଓ ଅତିରିକ୍ତ ତହସିଲଦାର ସରୋଜା ବେହେରାଙ୍କ ଅଫିସ ଫାଙ୍କା ପଡିଥିଲା। ଦିନ ପ୍ରାୟ ୧୧ଟା ୪୦ ପର୍ଯ୍ୟନ୍ତ ସେମାନେ ଅଫିସକୁ ଆସିନଥିବା ଅଭିଯୋଗ ହୋଇଛି।

Jan 11, 2021, 07:36 PM IST

ତାରାତାରିଣୀ ପୀଠରେ ପହଞ୍ଚିଲେ 5T ସଚିବ

ଆଜି ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି 5T ସଚିବ ଭି କେ ପାଣ୍ଡିଆନ

Jan 31, 2020, 11:08 AM IST

ଲାଞ୍ଚୁଆଙ୍କ ପାଇଁ କାଳ 'ମୋ ସରକାର'

ସକ୍ରିୟ ହୋଇ ପଡ଼ିଛି ମୋ ସରକାର ଓ ୫ଟି ଯୋଜନା. ଫଳରେ ଏହା ଅଧିନରେ ଥିବା ବିଭାଗ ଗୁଡ଼ିକରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ କରୁଛନ୍ତି ସରକାର. ବିଭିନ୍ନ ବିଭାଗ ସହିତ ସମ୍ପୃକ୍ତ ଥିବା ଲାଞ୍ଚୁଆ କିମ୍ବା ଠକ କର୍ମଚାରୀ ଅବା ରାଜନେତାମାନଙ୍କୁ ସଫେଇ ଆଭିଯାନ ଆରମ୍ଭ କରିଛନ୍ତି ସରକାର. 

Jan 18, 2020, 06:47 PM IST

କିପରି ଏତେ ଶକ୍ତିଶାଳୀ ହେଲେ ପାଣ୍ଡିଆନ୍, ଜାଣିଛନ୍ତି କି?

ରାଜନୈତିକ ସମୀକ୍ଷକଙ୍କ ମତରେ ନିଷ୍ଠା ଓ ସାଧନା ହିଁ ପାଣ୍ଡିଆନ୍ ଙ୍କୁ ଦେଇଛି କ୍ଷମତା

Oct 22, 2019, 11:35 PM IST

ମୁଖ୍ୟମନ୍ତ୍ରୀଙ୍କ 5-T ଅସ୍ତ୍ରର ପ୍ରୟୋଗ

'ମୋ ସରକାର' ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜି ଏହାର ସୁପରିଚାଳନା ପାଇଁ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି 5-T ମୁଖ୍ୟ ଭି.କେ ପାଣ୍ଡିଆନ । ଭି.କେ ପାଣ୍ଡିଆନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସିଡିଏମଓଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ NHRM ପ୍ରଧାନ ସଚିବ ଶାଳିନୀ ପଣ୍ଡିତ୍, ଅର୍ଥ ବିଭାଗର ପ୍ରଧାନ ସଚିବ ଏ.କେ ମିନା ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମାଲକାନଗିରି ମୁଖ୍ୟ ଚିକିସାଳୟରେ ଉନ୍ନତ ମାନର ଯନ୍ତ୍ରପାତି, ଅଭିଜ୍ଞ୍ୟ ଡାକ୍ତର ଏବଂ ମେଡିକାଲ କାର୍ଯ୍ୟ ନିମନ୍ତେ ଦରକାର ଥିବା ପଦବୀ ଗୁଡିକୁ ପୂରଣ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ମାଲକାନଗିରି ଗସ୍ତ ପରେ 5-T ସଚିବ କୋରାପୁଟ୍ ଗସ୍ତ କରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 06:50 PM IST

ବିଧାୟକଙ୍କକୁ ତହସିଲଦାରଙ୍କ ଦୁର୍ବ୍ୟବହାର

ବାଲେଶ୍ୱର ନୀଳଗିରି କଚେରୀ ପରିସରରେ ଉଚ୍ଛେଦ ଘଟଣା ଏବେ ଉଗ୍ର ରୂପ ଧାରଣ କରିଛି । କଚେରୀ ପରିସରରେ ଥିବା ମୋହରି ଚାଳିଆ ଉଚ୍ଛେଦ ଚାଲିଥିବାବେଳେ ବିଧାୟକଙ୍କ ସହ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଉଚ୍ଛେଦକୁ ବିରୋଧ କରିବାବେଳେ ତହସିଲଦାରଙ୍କ ସହ ବଚସା ହୋଇଥିଲା । ଏନେଇ ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଲଙ୍କ ଅଫିସ ଆଗରେ ଧାରଣା ଦେବା ସହ ଅନଶନ କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 09:40 AM IST

ନବୀନଙ୍କ ମୋ ସରକାର ପୋର୍ଟାଲ

ମୋ ସରକାର, ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ମତାମତକୁ ନେଇ କର୍ମଚାରୀଙ୍କ ବ୍ୟବହାର ଓ ବୃତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବା ଯୋଜନାର ଉଦ୍ଦେଶ୍ୟ । ସରକାରୀ ଅନୁଷ୍ଠାନକୁ ଯାଉଥିବା ଯେ କୌଣସି ଲୋକ ସଂସ୍ଥାର କାର୍ଯ୍ୟଧାରା ଓ କର୍ମଚାରୀଙ୍କ ବ୍ୟବହାର ଉପରେ ମତାମତ ଦେଇପାରିବେ । ଏହି ବ୍ୟବସ୍ଥାରେ ପ୍ରଥମେ ନିଜ ଫୋନ୍ ନମ୍ବର ରେଜିଷ୍ଟ୍ରେସନ କରାଯିବ ଏବଂ ୨୪ଘଂଟା ମଧ୍ୟରେ ଏକ ଏସ୍ଏମ୍ଏସ୍ ଯିବ । ଯଦି ଏସ୍ଏମ୍ଏସ୍ ନ ଯାଏ, ତାହାଲେ ଟୋଲ ଫ୍ରୀ ନମ୍ବର ୧୪୫୪୫କୁ ମିସ୍ କଲ୍ ଦେଲେ ଫୋନ୍ ନମ୍ବର ରେଜିଷ୍ଟ୍ରେସନ ହୋଇପାରିବ। ମୋ ସରକାର ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ବିକ୍ଷିପ୍ତ ଭାବେ ନମ୍ବର ଚୟନ କରାଯାଇ ସରକାରଙ୍କ ପକ୍ଷରୁ କଲ୍ କରାଯିବ । ଡ଼ିଜି, ଡ଼ିଆଇଜି, ସଚିବ, ନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ସହ ସିଧା କଥା ହେବେ ଲୋକେ...ଏବଂ ପ୍ରତିକୂଳ ମନ୍ତବ୍ୟ ଦେଲେ ନାଁ ଗୋପନୀୟ ରଖାଯିବ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 09:30 AM IST

କେନ୍ଦ୍ରାପଡ଼ାରେ ଡବଲ ଏନକାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ ଓ ସହଯୋଗୀ ମିଟୁନାଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଦୁଇ ଅପରାଧୀ ମାର୍ଶାଘାଇ- ଅଙ୍ଗୁଳାଇ ରାସ୍ତାର କଳା ପୋଲ ନିକଟରେ ଯାଉଥିବା ବେଳେ ସ୍ପେସାଲ ସ୍କାଡ ଓ ମାର୍ଶାଘାଇ ପୋଲିସ କାବୁ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ଉପରକୁ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ ବେଳେ ପୋଲିସର ପାଲଟା ଆକ୍ରମଣରେ ଦୁହେଁ ଆହତ ହୋଇଛନ୍ତି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଠାରୁ ନମ୍ବର ବିହୀନ ପଲସର, ବନ୍ଧୁକ ଜବତ କରାଯାଇଛି ଽ ସେମାନେ ବ୍ୟବସାୟୀ ଗଗନ ସାହୁଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 09:10 AM IST

ସରକାରର ମିଶନ 5T

ପୁଣି ଥରେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ । ମିଶନ ଜିରୋ ଟଲେରେନ୍ସ ମାଧ୍ୟମରେ ନବୀନ ସରକାର ପୁଣି ଥରେ ଲାଂଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଥର ଦରମା ବନ୍ଦ ନୁହେଁ, କି ନିଲମ୍ବନ ବି ନୁହେଁ, ସିଧାସଳଖ ଚାକିରୀରୁ ବାଧ୍ୟତାମୂଳକ ଅବସର । ଦୁର୍ନୀତିରେ ଲିପ୍ତ ଥାଇ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ ଏହି ଚାରିବାବୁ ଽ ଦିଲ୍ଲୀପ କୁମାର ନାଗ, ଅବକାରୀ ଉପ କମିଶନର । ଅବକାରୀ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଅଧିକାରୀ । ବାବୁଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ । ଦେଢ କୋଟିର ସମ୍ପତି ଜବତ । ଅଶୋକ କୁମାର ମାଝୀ, ସହକାରୀ ଯୋଗାଣ ଅଧିକାରୀ । ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା ୨୦୦୮ରେ ଏବଂ ରାଇସ୍ ମିଲ୍ ଅହେତୁକ ଅନୁକମ୍ଫା ଅଭିଯୋଗରେ ୨୦୧୪ରେ ପୁଣି ଥରେ ମାମଲା । ଶରତ ଚନ୍ଦ୍ର ପଣ୍ଡା, ଉପ ବନ ସଂରକ୍ଷକ । ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ । ସାଢେ ଚାରି କୋଟିର ସମ୍ପତି ଜବତ । ନିଜ ନାଁରେ ଓ ପରିବାର ଲୋକଙ୍କ ନାଁରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା । ମୋଟ ୫କୋଟି ୨୩ଲକ୍ଷ ୬୦ହଜାର ବେଆଇନ ସମ୍ପତି ଠାବ..ବସନ୍ତ କୁମାର ବେହେରା, ଆଂଚଳିକ ବରିବହନ ଅଧିକାରୀ, ଢେଙ୍କାନାଳ । ବାବୁଙ୍କ ନାମରେ ୨୦୧୮ରେ ଦୁଇ ଦୁଇଟି ଭିଜିଲାନ୍ସ ମାମଲା ରୁଜୁ । ୨୦୧୮ରେ ପ୍ରଥମ ମାମଲା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 09:00 AM IST

ପିସି ନଦେଲେ ବିଲ ପାସ କରିବେନି କନିଷ୍ଠ ଯନ୍ତ୍ରୀ

ସାରା ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଶାସନ ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ମୋ ସରକାର ଯୋଜନା । 5 ଟି କୁ ଆଧାର କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କଡା ନିର୍ଦ୍ଦେଶ । କିନ୍ତୁ ଏହି ନିର୍ଦ୍ଦେଶ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନୁନାହାଁନ୍ତି । ଏହାର ପ୍ରପାଣ ଦେଖିବାକୁ ମିଳିଛି ଯାଜପୁରରେ । ପ୍ରକଳ୍ପର ବିଲ ପାସ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ମାଗୁଛନ୍ତି ପିସି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 5, 2019, 08:30 AM IST

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟତ୍ରୀ

ଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟତ୍ରୀ । ଶିକ୍ଷୟତ୍ରୀ ତିଳୋତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ଡିଭିଜନର ଚଢାଉ । ୟୁନିଟ-୬ ସିଟି ସ୍କୁଲରେ ଅତିରିକ୍ତ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ ଅଛନ୍ତି ତିଳୋତ୍ତମା । ବର୍ତ୍ତମାନ ସୁଦ୍ଧା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ୬ଟି ସ୍ଥାନରେ ଜାରି ରହିଛି ଚଢ଼ାଉ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 3, 2019, 08:40 PM IST