nayagarh

Salman Khan ଙ୍କୁ ବିମାନବନ୍ଦରରେ ଅଟକାଇ ଯାଞ୍ଚ କରିଥିବା CISF ଯବାନ ମିଳିଲା ଏହି ପୁରସ୍କାର

ନିକଟରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଏକ ଭିଡ଼ିଓ ଜୋରଦାର ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିନେତା ସଲମାନ ଖାନଙ୍କୁ ଜଣେ CISF ର ଯବାନ ଯାଞ୍ଚ କରୁଥିବାର ନଜର ଆସିଥିଲେ । କିନ୍ତୁ ପରେ ଖବର ଆସିଥିଲା ​​ଯେ ଯବାନଙ୍କ ଫୋନ ଜବତ କରାଯାଇଛି ।

Aug 25, 2021, 03:28 PM IST

KKBN Corridor କରିଡର ପାଇଁ ପୋଲିସ-ମାଓବାଦୀ ମୁହାଁମୁହିଁ

ଗୁଇନ୍ଦା ସୂଚନା ଆଧାରରେ ଶୁକ୍ରବାର ରାତିରୁ ସୁରକ୍ଷାକର୍ମୀ କନ୍ଧମାଳ  ଜିଲ୍ଲା ଗୋଛାପଡ଼ା ଥାନା  ଅଞ୍ଚଳରେ ଅବସ୍ଥିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

Jul 10, 2021, 09:08 PM IST

ଦଣ୍ଡରେ ଗଲା ଦଣ୍ଡୁଆ ଜୀବନ; ମୃତ୍ୟୁକୁ ଚ୍ୟାଲେଞ୍ଜ କରୁଛି ମଣିଷ!

ଯେତେବେଳେ ସେ ଅନ୍ଧବିଶ୍ୱାସର ଅନ୍ଧଗଳିରେ ମିଛକୁ ସତ ଭାବି ଅସମ୍ଭବକୁ ସମ୍ଭବ ବୋଲି ବିଶ୍ୱାସ କରିନିଏ। ମନକୁ ଜବରଦସ୍ତି ବୁଝାଏ ଯେ କିଛି ଗୋଟେ ଅଜୁବା ହେବ ଓ ସଫଳତା ମିଳିବ। ବାସ୍ତବ ଓ ବାସ୍ତବତାଠାରୁ ନିଜକୁ ଦୂରେଇ ନେଲେ, ଏଭଳି କାଣ୍ଡ କାରନାମା ସବୁ ସତ ଭଳି ଲାଗିବ।

Apr 5, 2021, 05:12 PM IST

ନୟାଗଡ଼ରେ ବସ ଓଲଟି ଜଣେ ମୃତ, ୧୫ ଆହତ

ଦୁର୍ଘଟଣାଗ୍ରସ୍ତ (Bus Accident) ବସର ନାଁ ‘ଚୌଧୁରୀ’। ବସଟି ବ୍ରହ୍ମପୁର (Berhampur) ରୁ ଖଣ୍ଡପଡ଼ା ଦେଇ ନରସିଂହପୁର ଯାଉଥିଲା।

Mar 27, 2021, 10:51 PM IST

୩୦ ଜିଲ୍ଲା ୩୦ ରିପୋର୍ଟର

NonStop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Dec 27, 2020, 10:48 PM IST

Pari Murder Case: SITକୁ ଅଡୁଆରେ ପକାଇଛି ନୟାଗଡ ପୋଲିସ

ସରୋଜ ବିରୁଦ୍ଧରେ SIT ଗୋଟିଏ ପରେ ଗୋଟିଏ ପ୍ରମାଣ ପାଉଛି। ପ୍ରଥମେ ପରୀର ଫ୍ରକରୁ ସିମେନ ଦାଗ ମିଳିଥିଲା। ପରେ ସରୋଜ ଘରୁ ରକ୍ତ ଲଗା ଗାମୁଛା ମିଳିଛି। ଯାହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

Dec 27, 2020, 10:22 AM IST

୩୦ ଜିଲ୍ଲା ୩୦ ରିପୋର୍ଟର

NonStop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Dec 25, 2020, 09:12 PM IST

'କାଲି କରିଥିଲା ଭୁଲ୍, ଆଜି କେମିତି ହେଲା ନିର୍ଦ୍ଦୋଷ'

ଅଭିଯୁକ୍ତ ସରୋଜ ସେଠୀ ପ୍ରଥମେ ପରୀକୁ ହତ୍ୟା କଲା ପରେ ଡେଡବଡ଼ି ସହ ଦୁଷ୍କର୍ମ ଉଦ୍ୟମ କରିଛି ବୋଲି ଅରୁଣ କହିଲେ। ପରେ ପ୍ରମାଣ ଖୋଜିବା ନେଇ ଯେଉଁଠାରେ ପରୀର ମୃତଦେହ ଜବତ ହୋଇଥିଲା ସେହି ପୋଖରୀ ଏକ ଲେଗିନ୍ସକୁ ମଧ୍ୟ ଜବତ କରାଗଲା।

Dec 24, 2020, 06:33 PM IST

Pari Murder Case : SIT ଉପରେ ବର୍ଷିଲେ ଅଭିଯୁକ୍ତଙ୍କ ପରିବାର

ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ଅଭିଯୁକ୍ତକୁ ନେଇ ନୟାଗଡ଼ ଯାଇଛି । ସେଠାରେ କ୍ରାଇମସିନ ରିକ୍ରିଏନସ କରିଛି ଏସଆଇଟି । ତେବେ ଏସଆଇଟି ଏହି ତଦନ୍ତ ଜାରି ରଖିଥିବା ବେଳେ ପରିବାର ସଦସ୍ୟ ଟିମକୁ ଘୋର ବିରୋଧ କରିଥିଲେ । 

Dec 24, 2020, 05:12 PM IST

ଆବିଷ୍କାରକ ଅରୁଣ!

SIT ମୁଖ୍ୟ ଅରୁଣ ବୋଥ୍ରା ଯେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ପ୍ରମାଣ ଖୋଜି ବାହାର କରୁଛନ୍ତି, ତାହା ଲୋକଙ୍କ ସନ୍ଦେହକୁ ଆହୁରି ଦୃଢିଭୁତ କରୁଛି।

Dec 23, 2020, 11:37 PM IST

Pari Murder Case : ସରୋଜ ଘରୁ ରକ୍ତଭିଜା ଗାମୁଛା ଜବତ

ସରୋଜର ବୟାନକୁ ଆଧାର କରି ତାଙ୍କ ଯଦୁପୁର ଘରେ ଚଢଉ କରିଥିଲା। ଏହି ରେଡ୍ ବେଳେ ଘରୁ ଏକ ରକ୍ତଭିଜା ଗାମୁଛା (blood stain towel) ମିଳିଛି। ଯାହା ସରୋଜ ବିରୁଦ୍ଧରେ ମିଳିଥିବା ପ୍ରମାଣକୁ ଆହୁରି ମଜବୁତ କରୁଛି।

Dec 23, 2020, 09:40 PM IST

ପରୀ ହତ୍ୟା ଘଟଣା: ପୋଖରୀରୁ ମିଳିଲା ପଲିଥିନ ବନ୍ଧା ଲେଗିନ୍ସ,

ଯଦୁପୁର ପରୀ ହତ୍ୟା (Pari Murder Case) ଘଟଣାରେ ଏସଆଇଟି (SIT) ତଦନ୍ତ ପ୍ରକ୍ରିୟାରେ ଆଉ ଏକ ପାଦ ଆଗେଇଛି ।

Dec 23, 2020, 09:20 AM IST

ଭକ୍ଷକ ଶୀକାର ପାଇଁ ରକ୍ଷକ ଯାଚିଲେ ୫ ଲକ୍ଷ !

ନୟାଗଡ ପରୀ ହତ୍ୟାକାଣ୍ଡ (Nayagarh Pari Murder Case) ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । 

Dec 17, 2020, 02:01 PM IST

ପରୀ ହତ୍ୟା ମାମଲା; SIT ଗଠନ ପରେ ବି ଉଗ୍ର ବିଜେପି

୫ ଜଣିଆ SIT ଟିମ ଗଠନ କରି ମୁଖ୍ୟ ଭାବେ IG ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ଟିମରେ କ୍ରାଇମବ୍ରାଞ୍ଚ ଏସପି ଆରକେ ଦୋରା, ଏଏସପି ଆରସି ଥାମ୍ବା, ଇନ୍ସପେକ୍ଟର ନରେନ୍ଦ୍ର ବେହେରା ଓ ମମତାରାଣୀ ପଣ୍ଡାଙ୍କୁ ସାମିଲ କରାଯାଇଛି।

Nov 28, 2020, 07:12 PM IST

୩୦ ଜିଲ୍ଲା ୩୦ ରିପୋର୍ଟର

NonStop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Oct 14, 2020, 07:00 AM IST

ଗାଁ ଠୁ ସହର ଟିକିନିଖି ଅପଡେଟ୍ ପାଇଁ ଦେଖନ୍ତୁ '୩୦ ଜିଲ୍ଲା ୩୦ ରିପୋର୍ଟର'...

Non-Stop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Oct 1, 2020, 10:12 PM IST

ଗାଁ ଠୁ ସହର ଟିକିନିଖି ଅପଡେଟ୍ ପାଇଁ ଦେଖନ୍ତୁ '୩୦ ଜିଲ୍ଲା ୩୦ ରିପୋର୍ଟର'...

Non-Stop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Sep 30, 2020, 10:24 PM IST

ଗାଁ ଠୁ ସହର ଟିକିନିଖି ଅପଡେଟ୍ ପାଇଁ ଦେଖନ୍ତୁ '୩୦ ଜିଲ୍ଲା ୩୦ ରିପୋର୍ଟର'...

Non-Stop News: 30 Jilla 30 Reporter | Top News | Todays News | Latest News | 25 Aug 2020 | Episode #11

Aug 27, 2020, 11:12 PM IST

ଗାଁ ଠୁ ସହର ଟିକିନିଖି ଅପଡେଟ୍ ପାଇଁ ଦେଖନ୍ତୁ '୩୦ ଜିଲ୍ଲା ୩୦ ରିପୋର୍ଟର'...

Non-Stop News: 30 Jilla 30 Reporter | Top News | Todays News | Latest News | 25 Aug 2020 | Episode #9

Aug 26, 2020, 06:48 PM IST

ଗାଁ ଠୁ ସହର ଟିକିନିଖି ଅପଡେଟ୍ ପାଇଁ ଦେଖନ୍ତୁ '୩୦ ଜିଲ୍ଲା ୩୦ ରିପୋର୍ଟର'...

Non-Stop News: 30 Jilla 30 Reporter | Top News | Todays News | Latest News | 18 Aug 2020 | Episode #8

Aug 24, 2020, 10:24 PM IST