Advertisement

Adibashi Mahostav

alt
ଶେଷ ହେଲା ଜାତୀୟ ଆଦିବାସୀ ମହୋତ୍ସବ | ପରିଚୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି ଜାତୀୟ ମହୋତ୍ସବ ଟି ସମ୍ବଲପୁର ର phed ପଡିଆ ରେ ଅନୁଷ୍ଠିତ ହୋଇଥିଲା | ଏହି ମହୋତ୍ସବ ରେ ଦେଶର ଆଦିବାସୀ ଭାଷା ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ସମାଗମ ଦେଖିବାକୁ ମିଳିଥିଲା | କୋଲକାତା ଝାରଖଣ୍ଡ ମଧ୍ୟ ପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆଦିବାସୀ ମାନଙ୍କର ହସ୍ତ ତିଆରି ସାମଗ୍ରୀ ଓ ବ୍ୟବହାର କରୁଥିବା ଦ୍ରବ୍ୟ ଆଣିଥିଲେ | ଗତ ମାସ ୨୫ ତାରିଖ ରୁ ମାର୍ଚ୍ଚ ତିନି ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜିତ ହୋଇଥିଲା | ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଆଦିବାସୀ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଉଥିଲା | ସ୍ଥାନୀୟ ବାସିନ୍ଦା ମଧ୍ୟ ଏ ଭଳି ଏକ ମହୋତ୍ସବ ଆୟୋଜନ ହୋଇଥିବା ରୁ ଖୁସି ହେବା ସହ ବିଭିନ୍ନ ସ୍ରମଗ୍ରୀ କିଣାକିଣି କରିଥିଲେ |
Mar 4,2024, 11:39 AM IST

Trending news