bjp jjp

ହରିୟାଣାରେ ଆରମ୍ଭ ହେଲା ମନୋହର ୨.୦ ସରକାର

ହରିୟାଣାରେ ସରକାର ଗଢିଲା ବିଜେପି-ଜେଜେପି ମେଣ୍ଟ । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମନୋହର ଲାଲ ଖଟ୍ଟର । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆରମ୍ଭ ହୋଇଛି ଖଟ୍ଟରଙ୍କ ଦ୍ୱିତୀୟ ପାଳି । ଏପଟେ ଉପମୁଖ୍ୟମନ୍ତ୍ରୀ ଭାବରେ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଶପଥ ନେଇଛନ୍ତି । 

Oct 27, 2019, 02:29 PM IST

ଶାହ ରଣନୀତି ଆଗରେ କଂଗ୍ରେସ ଚିତପଟାଙ୍ଗ, ହରିୟାଣାରେ ପୁଣି ଖଟ୍ଟର

ହରିୟାଣାରେ ସରକାର ଗଠନ ପାଇଁ ପଥ ପ୍ରସ୍ତୁତ କଲା ବିଜେପି । ସଫଳ ହୋଇଛି ଅମିତ ଶାହଙ୍କ ରଣନୀତି । ଜେଜେପି ଅଧ୍ୟକ୍ଷ ଦୁଷ୍ମନ୍ତ ଚୌଟାଲାଙ୍କ ସହ ଆଲୋଚନା ପରେ ରାଜ୍ୟରେ ବିଜେପି-ଜେଜେପି ସରକାର ଗଠନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଶାହ । ଏପଟେ କଂଗ୍ରେସ କହିଛି, ଆମେ ବି ସରକାର ଗଠନ ପାଇଁ ପ୍ରୟାସ ଜାରି ରଖିଛୁ । ବିଜେପିକୁ ବିପଦ ହେବ ସ୍ୱାଧୀନ ବିଧାୟକଙ୍କ ସମର୍ଥନ । 

Oct 26, 2019, 07:52 AM IST

65 के मनोहर लाल और 31 साल के दुष्यंत चौटाला की किसने कराई दोस्ती? पढ़ें पर्दे के पीछे की कहानी

हरियाणा की राजनीति में दिलचस्पी रखने वालों के मन में सवाल उठना लाजमी है कि जेजेपी ने जिस मनोहर लाल खट्टर के खिलाफ प्रचार करके महज 10 महीने में विधानसभा की 10 सीटें जीती हैं, भला किसके कहने पर दुष्यंत चौटाला (Dushyant Chautala) ने मनोहर लाल खट्टर से दोस्ती कर ली. आइए इन तमाम सवालों और पर्दे के पीछे की राजनीति की पूरी कहानी जानते हैं.

Oct 25, 2019, 10:04 PM IST

हरियाणा सरकार में BJP का मुख्यमंत्री और JJP का होगा उप मुख्यमंत्री: अमित शाह

हरियाणा में जननायक जनता पार्टी (जेजेपी) के साथ मिलकर बीजेपी सरकार बनाएगी. जेजेपी प्रमुख दुष्यंत चौटाला (Dushyant Chautala) गृहमंत्री और बीजेपी के राष्ट्रीय अध्यक्ष अमित शाह से मिलने उनके आवास पर पहुंचे, जिसके बाद इस गठबंधन का ऐलान किया गया. 

Oct 25, 2019, 09:34 PM IST