boudh

ମଦ୍ୟପ ଯୁବକ ଆକ୍ରମଣରେ ବୃଦ୍ଧ ମହିଳା ମୃତ

ଘଟଣା ବାବଦରେ  ମୃତ ମହିଳାଙ୍କ ସ୍ୱାମୀ ଆଡେଣୀଗଡ ଫାଣ୍ଡିରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୁରୁଣାକଟକ ଥାନା ପୋଲିସ।

Sep 7, 2021, 11:19 PM IST

ଦୁର୍ଘଟଣାଗ୍ରସ୍ତ ହେବା ପରେ ଘର ଭିତରେ ପଶିଲା ଟ୍ରକ; ଦୁଇ ଗୁରୁତର ଜଣେ ଆହତ

ଟ୍ରକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ଏବଂ ଜଣେ ଆହତ ହୋଇଛନ୍ତି। 

Sep 6, 2021, 11:09 PM IST

ଆଡେଣିଗଡ଼ରେ ଯୁବ ଇଞ୍ଜିନିୟରଙ୍କୁ ପଞ୍ଚାୟତବାସୀଙ୍କ ସମ୍ବର୍ଦ୍ଧନା

ବୌଦ୍ଧ ଜିଲ୍ଲାର ଆଡେଣିଗଡ଼ ଗ୍ରାମ ପଞ୍ଚାୟତ ବାସୀ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ ଏବଂ ବିନାୟକ ଯୁବକ ସଙ୍ଘ ପକ୍ଷରୁ ବାଉଁଶୁଣି ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଯୁବ ଇଞ୍ଜିନିୟରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

Aug 23, 2021, 12:55 PM IST

ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ସୁରକ୍ଷା କର୍ମୀ

ଡାକ୍ତରଙ୍କୁ ଦେଖାଇବା ପୁର୍ବରୁ ରୋଗ ସମ୍ପର୍କରେ ସୁରକ୍ଷା କର୍ମୀଙ୍କୁ କହିବାକୁ ପଡିବ। ଗେଟପାସ ନଥିଲେ ଡାକ୍ତରଖାନା ଭିତରକୁ ଯିବା ମନା। ନେହୁରା ହେଲେ ଦୁର୍ବ୍ୟବହାର କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦିଆଯାଉଛି। ସୁରକ୍ଷା କର୍ମୀଙ୍କ ଏଭଳି ବ୍ୟବହାରକୁ ନେଇ କେବଳ ଜିଲ୍ଲାରେ ନୁହେଁ ଜିଲ୍ଲା ବାହାରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

Aug 21, 2021, 01:01 PM IST

ଭୋଳାଙ୍କ ପୀଠରେ ବାଦୁଡି ବସା, ରାମଗଡବାସୀ କରୁଛନ୍ତି ପରିବେଶ ସୁରକ୍ଷା

ଗଛ ସାରା ଝୁଲି ରହିଛନ୍ତି ଅନେକ ପକ୍ଷୀ (Bird)। ଗୋଟିଏ କି ଦୁଇଟି ନୁହେଁ ଆପଣ ଚାହିଁଲେ ବି ଗଣି ପାରିବେନାହିଁ ଏହି ପକ୍ଷୀଙ୍କ ସଂଖ୍ୟା! ଗଛ ଡାଳରେ ଦୋଳି ଖେଳିଲା ପରି ଝୁଲି ରହିଛନ୍ତି ବିରଳ ପ୍ରଜାତିର ଏହି ପକ୍ଷୀ।

Jul 27, 2021, 01:39 PM IST

୨୦ ଲୋକରେ ଗୋଟିଏ ଟିକା! ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଜନତା

ଆଡେଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କୋରୋନା ଟିକାକରଣ ମାତ୍ରା ଜିଲ୍ଲାର ସମସ୍ତ ଟିକାକେନ୍ଦ୍ରରୁ ବହୁ ମାତ୍ରାରେ କମ ରହିଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡେଣିଗଡ ବାପୁଜୀ ହାଇସ୍କୁଲ ପରିସରରେ ୨୦୦ ଡୋଜ କୋରୋନା ଟିକାକରଣ କରିବାରୁ ନିଷ୍ପତ୍ତି ନିଆଯାଇଥିଲା।

Jul 21, 2021, 01:06 PM IST

KKBN Corridor କରିଡର ପାଇଁ ପୋଲିସ-ମାଓବାଦୀ ମୁହାଁମୁହିଁ

ଗୁଇନ୍ଦା ସୂଚନା ଆଧାରରେ ଶୁକ୍ରବାର ରାତିରୁ ସୁରକ୍ଷାକର୍ମୀ କନ୍ଧମାଳ  ଜିଲ୍ଲା ଗୋଛାପଡ଼ା ଥାନା  ଅଞ୍ଚଳରେ ଅବସ୍ଥିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

Jul 10, 2021, 09:08 PM IST

ବୌଦ୍ଧ-କନ୍ଧମାଳ ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୨ SOG ଯବାନ ଗୁରୁତର

ଆଜି ସକାଳେ ମାଓବାଦୀମାନେ ଲୁଚିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ କନ୍ଧମାଳର ଗୋଚ୍ଛାପଡ଼ା ଜଙ୍ଗଲରେ କୁମ୍ବିଂ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିବର୍ଷଣ କରିଥିଲେ।

Jul 10, 2021, 04:58 PM IST

ମନରେଗାରେ ମହାଘୋଟାଲା! କାମ କରୁଛି ମେସିନ, ମଣିଷ ନାଁରେ ହେଉଛି ବିଲ୍

ରାସ୍ତା କାମରେ ଜଣେ ବି ଶ୍ରମିକ ଲାଗି ନାହାନ୍ତି। ମେସିନ ସାହାଯ୍ୟରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା କାମ ଚାଲିଛି। ଶ୍ରମିକଙ୍କ ପେଟକୁ ଦାନା ଯୋଗାଇ ଆସୁଥିବା ମନରେଗା କାମରେ ଦିନଦ୍ୱିପ୍ରହରରେ ମେସିନ ଲଗାଇ ସିଧାସଳକ ଶ୍ରମିକଙ୍କ ପେଟକୁ ଲାତ ମାରୁଛି ପ୍ରଶାସନ।

Jul 3, 2021, 01:49 PM IST

ଶ୍ରୀହୀନ ଶ୍ରୀଜୀଉଙ୍କ ବନପ୍ରକଳ୍ପ; ସନ୍ଦେହରେ ବନପାଳଙ୍କ କାର୍ଯ୍ୟଶୈଳୀ

ପୁରୁଣାକଟକ ରେଞ୍ଜ ଏବଂ ବୌଦ୍ଧ ରେଞ୍ଜ ଅଧିନରେ ଥିବା ଜଗନ୍ନାଥ ବନପ୍ରକଳ୍ପର ରକ୍ଷଣାବେକ୍ଷଣ ସଠିକ ହୋଇଥିବାରୁ ତାହା ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅନ୍ୟପଟେ ଧଳା ରଙ୍ଗରେ କଳା ଛିଟା ଯେମିତି ଫୁଟି ବାହାରି ଦେଖାଯାଏ, ସେହିପରି ବୌଦ୍ଧ ଜିଲ୍ଲା କଂଟାମାଳ ରେଞ୍ଜ ଅନ୍ତର୍ଗତ ଜୁନାନି ଜଗନ୍ନାଥ ବନପ୍ରକଳ୍ପ ଶ୍ରୀହୀନ ହେବା ଘଟଣା ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Jun 26, 2021, 01:13 PM IST

ଜିଲ୍ଲାରେ ହେବ Campaign Mode Vaccination; ସରକାରଙ୍କ ପକ୍ଷରୁ Daily Target ଜାରି

ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ କରିବାପାଇଁ ପ୍ରଶାସନ ତପ୍ତର ରହିଥିବା ଜଣାଇଛନ୍ତି ବୌଦ୍ଧ ଜିଲ୍ଲାପାଳ।

Jun 20, 2021, 06:55 PM IST

ଗଛରୁ ମିଳିଲା ଚଢେଇ ଆକୃତିର ଆମ୍ବ

ଏହାର ଆକୃତି ଏପରି ଦୃଶ୍ୟମାନ ହେଉଛି ଯାହାକୁ ସହଜେ ଆମ୍ବ ବୋଲି ବିଶ୍ଵାସ କରି ହେବନାହିଁ। 

Jun 19, 2021, 04:12 PM IST

ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

ବୌଦ୍ଧ ଜିଲ୍ଲା ମାଧପୁର ଗ୍ରାମର ରବିନ୍ଦ୍ର କହଁର ନାମକ ଜଣେ ହିତାଧିକାରୀଙ୍କ ଚାଷ ଜମିରେ ଆମ୍ବ ବଗିଚା କରାଇଦେବା ନାଁରେ ଜମିର ପଟା ଓ ଜମି ମାଲିକଙ୍କ ଦସ୍ତଖସ୍ତ ନେଲେ ଉଦ୍ୟାନ ବିଭାଗର କର୍ମଚାରୀ । ଏହାପରେ ଆମ୍ବ ଲଗାଇବା ନାଁରେ ଲଗାଇଲେ ବେଲ ଗଛ । ୨

Jun 18, 2021, 10:57 AM IST

ମଣ୍ଡିରୁ ଉଠୁନି ଧାନ; ପ୍ରତିବାଦରେ ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ରାସ୍ତା ଅବରୋଧ କରାଯିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। 

Jun 17, 2021, 03:46 PM IST

ଜିଲ୍ଲାକୁ ଲମ୍ବିଛି ନକଲି ଔଷଧ କାରବାରର ଚେର; ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ

ନକଲି ଔଷଧ କାରବାର ବାବଦରେ ଜାଣିବା ପରେ ଚଢାଉ କରିଥିଲା ଜିଲ୍ଲା ଡ୍ରଗ୍ସ ବିଭାଗ। 

Jun 14, 2021, 10:55 PM IST

ଗୋଚର ଜମିରେ ପୋଖରୀ; ନିରବ ପ୍ରଶାସନ, ତାତିଲେ ଗ୍ରାମବାସୀ

ବାମଣ୍ଡା ଗ୍ରାମର ମେଘୁ ପ୍ରଧାନ ନାମକ ଜଣେ ହିତାଧିକାରୀ ମୋ ପୋଖରୀ (Mo Pokhori) ଖନନ ପାଇଁ ପଂଚାୟତ କାର୍ଯ୍ୟାଳୟରୁ କାର୍ଯ୍ୟାଦେଶ ପାଇଛନ୍ତି। ସେ ନିଜ ଜମି ଉପରେ ପୋଖରୀ ଖନନ ନ କରି ଗ୍ରାମର ଗୋଚର କିସମ ଥିବା ପ୍ଲଟ ନଂ-୮୨୩, ୭ ଡେସମିଲ ଏରିଆରେ ଜୋରଜବରଦସ୍ତ ବଳପୂର୍ବକ ପୋଖରୀ ଖନନ କରିଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି।

Jun 13, 2021, 12:35 PM IST

ଭୁବନେଶ୍ୱର ସ୍ଥାନାନ୍ତର ବେଳେ କୋରୋନା ରୋଗୀ ଚମ୍ପଟ, ନାକେଦମ ପ୍ରଶାସନ

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରସ୍ଥିତ ଘରୋଇ କୋଭିଡ ହସ୍ପଟାଲକୁ ସ୍ଥାନାନ୍ତରିତ କରାଯାଉଥିଲା।

Jun 13, 2021, 11:09 AM IST

ଚିକିତ୍ସା ଅବହେଳାରୁ କୋଭିଡରେ ବନ୍ଦୀଙ୍କ ମୃତ୍ୟୁ !

ଚିକିତ୍ସା ଅବହେଳାରୁ କଏଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତେବାସୀ ଅଭିଯୋଗ ହୋଇଛି। ଏହା ସହ ସମ୍ପୃକ୍ତ ଡାକ୍ତର ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ସେମାନେ ଧାରଣା ଦେଇଥିଲେ।

मई 5, 2021, 07:44 AM IST

୩୦ ଜିଲ୍ଲା ୩୦ ରିପୋର୍ଟର

NonStop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Dec 27, 2020, 10:48 PM IST

୩୦ ଜିଲ୍ଲା ୩୦ ରିପୋର୍ଟର

NonStop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Dec 25, 2020, 09:12 PM IST