coronavirus awareness

ମାସ୍କ ବାଣ୍ଟିବା ସହ ଲୋକଙ୍କୁ ସଚେତନ କରାଉଛନ୍ତି କାଳି ପ୍ରସାଦ

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଲୋକଙ୍କ ପାଖରେ ନିଜସ୍ୱ ଉଦ୍ୟମରେ ମାସ୍କ ପହଞ୍ଚାଉଛନ୍ତି । ଏହାସହ ସଚେତନତାର ବାର୍ତ୍ତା ଦେଇ ବେଶ ଖୁସି ମଧ୍ୟ ଅନୁଭବ କରୁଛନ୍ତି ସେ । ଆଉ ଏହି କ୍ରମରେ ଆଜି ଦାରିଙ୍ଗବାଡ଼ି ବ୍ଲକର କାଡ଼ାସପାଟା ଗ୍ରାମରେ ପ୍ରାୟ ୧୨୪୦ଟି ମାସ୍କ ବଣ୍ଟନ କରିଛନ୍ତି କାଳି ପ୍ରସାଦ ମଲିକ।

मई 17, 2020, 10:01 PM IST

Entertainment News: Mumbai Police ने कहा 'ओ करोना कभी मत आना', तो Shraddha Kapoor ने दिया ऐसा जवाब

मुंबई पुलिस लोगों को जागरूक करने के लिए बॉलीवुड फिल्मों के डायलॉग का साहारा ले रही है.

Apr 15, 2020, 11:07 AM IST

ताल ठोक के (Spl Edition): ज़ी जनसंवाद, Zee News पर कोरोना को लेकर आपकी हर शंका का समाधान

''ताल ठोक के'' के स्पेशल एडिशन में आज जानें कोरोना और लॉकडाउन पर हर सवाल का जवाब

Mar 31, 2020, 07:40 PM IST

ताल ठोक के (Spl Edition) : कोरोना और लॉकडाउन पर क्या है आपका सवाल?

''ताल ठोक के'' के स्पेशल एडिशन में आज जानें कोरोना और लॉकडाउन पर हर सवाल का जवाब

Mar 30, 2020, 07:55 PM IST

କେନ୍ଦରା ଗୀତରେ କୋରୋନା ସଚେତନତା

ଯୁଗୀ ଘର ପୁଅ ନୁହନ୍ତି ତ୍ରିପୁର । କି କାନ୍ଧରେ ପକାଇ ନାହାନ୍ତି ଥାଳ । ହାତରେ କେନ୍ଦରା ବଜାଇ ସୁ ମଧୁର କଣ୍ଠରେ ଗୀତ ଗାଇ କୋରୋନା ପାଇଁ ଗାଁ ଗାଁ ବୁଲି କରୁଛନ୍ତି ସଚେତନ । ତାଙ୍କର ଏଭଳି ପ୍ରୟାସକୁ ସବୁଆଡୁ ମିଳୁଛି ପ୍ରଶଂସା ।

Mar 17, 2020, 09:09 PM IST

କୋରୋନା ଆତଙ୍କ: ସଚେତନ ପାଇଁ ଲାଗିଲା ୧୪୪ ଧାରା

କୋରୋନା ସଚେତନା ପାଇଁ ଜିଲ୍ଲା ପ୍ରଶାସନ ଏପରି କରିଛି । ଏହାସହ କୋରୋନା ଭାଇରସକୁ ଆଗୁଆ ମୁକାବିଲା କରିବା ଲାଗି ପ୍ରଶାସନ ନେଲା ଏଭଳି ନିଷ୍ପତ୍ତି । ଜିଲ୍ଲାର କୌଣସି ସ୍ଥାନରେ ଏକାଧିକ ଭିଡ ଜମାଇଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।

Mar 15, 2020, 09:31 PM IST