Advertisement

New Covid Strain

alt
ଦେଶରେ ପୁଣିଥରେ କାୟା ବିସ୍ତାର କଲାଣି କୋରୋନା ଭାଇରସ । ଏବେ ବେଶି ଛନକା ପୂରାଇଛି କୋରୋନାର New Covid Strain JN.1 ଭାରିଏଣ୍ଟ । ଏହାକୁ ନେଇ ଡାକ୍ତରଙ୍କ ସହ ବିଶେଷଜ୍ଞ ମାନେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବିଶେଷଜ୍ଞଙ୍କ କହିବା କଥା ଏହି ନୂଆ ଭାରିଏଣ୍ଟ ଏବେ ଦୀର୍ଘ ଦିନ ପର୍ଯ୍ୟନ୍ତ ଶରୀରରେ ରହୁଛି । ଏବଂ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି। JN.1 ଭାରିଏଣ୍ଟ ପ୍ରଥମ ଥର ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଚିହ୍ନଟ କରାଯାଇଥିଲା। ଆଉ ଏହି ଭାରିଏଣ୍ଟରେ ଅଧିକ ଗମ୍ଭୀର ରୋଗ ଜନ୍ମ ଦେବାର କ୍ଷମତା ରଖିଛି । କାରଣ ଏହି ଭାରିଏଣ୍ଟ JN.1 BA.2.86 ବଂଶଜ ବୋଲି ବିଶେଷଜ୍ଞ କହିଛନ୍ତି। JN.1 BA.2.86 ଯାହା ପିରୋଲା ଷ୍ଟ୍ରେନ୍ ଭାବରେ ଜଣାଶୁଣା । ଏଥିରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିପାରେ ଏବଂ
Dec 18,2023, 14:26 PM IST

Trending news