Zee Rozgar Samachar

one arrest

ଖୋଦ୍ ଭକ୍ତ ନିବାସରେ ଅସୁରକ୍ଷିତ ଭକ୍ତ, ମହିଳାଙ୍କ ଗାଧୁଆ ଫଟୋ ଉଠାଇ ଜଣେ ଗିରଫ

ଖୋଦ୍ ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସରେ ଭକ୍ତ ଅସୁରକ୍ଷିତ। ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ଟାଉନଥାନା ସମ୍ମୁଖ ନୀଳାଚଳ ଭକ୍ତ ନିବାସରୁ। 

Feb 15, 2021, 08:13 AM IST

କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କ୍ରାଇମମବ୍ରାଞ୍ଚ ଏସଟିଏଫକୁ ମିଳିଛି ପୁଣି ଏକ ସଫଳତା । ବ୍ରାଉନସୁଗାର ଚୋରା ଚାଲାଣ ବେଳେ ଧରାପଡିଛନ୍ତି ଏମବିଏ ଛାତ୍ର ବାଲେଶ୍ୱରର ଶେଖ ରିୟାଜୁଦ୍ଦିନ । ତାଙ୍କ ନିକଟରୁ ଏକ କିଲୋ ୩୨୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଏକ କୋଟି ୩୨ ଲକ୍ଷ ଟଙ୍କା । 

Aug 18, 2020, 06:26 PM IST

ପ୍ରେମ ସପ୍ତାହରେ ଫୁଟିଲା ଗୁଳି, ଛାତ୍ରୀ ଗୁରୁତର

ଭାଲେଣ୍ଟାଇନ୍‌ ୱିକ୍‌ରେ ରାଜଧାନୀରେ ଫୁଟିଲା ଗୁଳି ।

Feb 10, 2020, 06:15 PM IST

ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ସ୍ଥାନୀୟ ହଳଦି ପଡ଼ିଆ ବସ୍ତିରୁ ପୁଣି ଥରେ ବ୍ରାଉନ ସୁଗାର ଜବତ କରିଛି ଲକ୍ଷ୍ମିସାଗର ପୋଲିସ। ଜଣେ ମହିଳାଙ୍କ ନିକଟରୁ ଏହି ଧଳା ଜହରକୁ ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ମୂଲ୍ୟ ପାଖାପାଖି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି।  

Jan 24, 2020, 10:10 PM IST