Breaking News

plus two exam

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂକୁ ନେଇ ମାନସମନ୍ଥନ

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂକୁ ନେଇ ମାନସମନ୍ଥନ ଜୋରଦାର ଆରମ୍ଭ ହୋଇଛି। ମାନଦଣ୍ଡ ପୂରଣ କରୁ ନ ଥିବା ପରୀକ୍ଷା କେନ୍ଦ୍ରକୁ କିଭଳି ପରୀକ୍ଷା କେନ୍ଦ୍ର କରାଯାଇଥିଲା ଏବଂ କିଏ କରିଥିଲା ତାକୁ ନେଇ ସରଗରମ ଆଲୋଚନା ଆରମ୍ଭ ହୋଇଛି। ଶେଷରେ ବଦଳିଛି ପରୀକ୍ଷା କେନ୍ଦ୍ର। ଧରାପଡିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅସାଧୁ କର୍ମଚାରୀଙ୍କ ସେଣ୍ଟର ଫିକ୍ସିଂର କମାଲ।  

Feb 16, 2020, 07:49 PM IST

ମାର୍ଚ୍ଚରୁ ଥିଓରୀ, ଜାନୁଆରୀରୁ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା

ପ୍ରକାଶ ପାଇଲା 2020ରେ ଯୁକ୍ତ ଦୁଇ ପରୀକ୍ଷା ତାରିଖ. ଜାନୁଆରୀ ମାସରୁ ଯୁକ୍ତ ଦୁଇର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ମାସରେ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ. ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି. 

Dec 27, 2019, 07:08 PM IST