Advertisement

Poonam Pandey alive

alt
Feb 3,2024, 15:33 PM IST
alt
ବଞ୍ଚିଛନ୍ତି ମଡେଲ ପୁନମ ପାଣ୍ଡେ, ଭିଡିଓ ସେୟାର କରି କହିଲେ I am Alive । ଗତକାଲି ସୋସିଆଲ ମିଡିଆଠୁ ଆରମ୍ଭ କରି ସବୁ ଆଡେ ପ୍ରଚାର ହୋଇଥିଲା ମଡେଲ ପୁନମ ପାଣ୍ଡେ ସର୍ଭିକାଲ କ୍ୟାନସରରେ ଦେହତ୍ୟାଗ କରିଛନ୍ତି । ଏହାକୁ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଥିଲା । ହେଲେ ଆଜି ତାଙ୍କ ଅଙ୍ଗରକ୍ଷୀ କହିଥିଲେ ଯେ, ଦୁଇ ଦିନ ତଳେ ତାଙ୍କୁ ଘରେ ଛାଡିବା ସମୟରେ ବିଲକୁଲ ଠିକ୍ ଥିଲେ ପୁନମ ପାଣ୍ଡେ । ତେବେ ଆଜି ତାଙ୍କର ଶେଷ ଦର୍ଶନ କରିବାକୁ ଫ୍ୟାନ୍ସ ଓ ସହଯୋଗୀଙ୍କ ଭିଡ ଲାଗିଥିବା ବେଳେ ଇନଷ୍ଟାରେ କିଛି ସମୟ ପୂର୍ବରୁ ଭିଡିଓ ସେୟାର କରି ନିଜେ ବଞ୍ଚିଥିବା ସୂଚନା ଦେଇଛନ୍ତି ପୁନମ । ଆଉ ଏହା ସର୍ଭିକାଲ କ୍ୟାନସରରୁ ସଚେତନତା ପାଇଁ ବୋଲି କହିଛନ୍ତି । ଯାହାକୁ ନେଇ ରାଗିଯାଇଛନ୍ତି ସହଯୋଗୀ, ସମର୍ଥକ ଓ ଫ୍ୟାନ୍ସ । ଏହା ସଠିକ୍ ତରିକା
Feb 3,2024, 12:52 PM IST

Trending news