Zee Rozgar Samachar

rourkela

୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ସୁନ୍ଦରଗଡ଼: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗସ୍ତରେ ଯାଇ ପାଖାପାଖି ୫ ହଜାର କୋଟି ଟଙ୍କର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । 

Feb 16, 2021, 01:32 PM IST

ଟ୍ରେନ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ

ପୁଣି ଟ୍ରେନ ଧକ୍କାରେ (Train Accident) ଦୁଇ ହାତୀ (Two Elephant) ମୃତ୍ୟୁ।

Feb 4, 2021, 10:04 AM IST

ରାଉରକେଲାରେ ହେବ ସର୍ବବୃହତ୍ତମ ଷ୍ଟାଡ଼ିୟମ

ଏହି ଷ୍ଟାଡିୟମରେ ବିଶ୍ୱସ୍ତରୀୟ ଷ୍ଟାଡିୟମର ଗୁଣବତ୍ତା ରହିବ। ୧୫ ଏକର ପରିବ୍ୟାପ୍ତ ଏହି ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକନୋଲିଜ (BPUT) ପରିସର ମଧ୍ୟରେ ନିର୍ମିତ ହେବ।

Dec 24, 2020, 04:18 PM IST

ରାଜ୍ୟରେ ୩ଟି ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ଯାଏ ବୃଦ୍ଧି

ଏହି ଟ୍ରେନ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୋଳ, ତାଳଚେର ରୋଡ଼, ଢେଙ୍କାନାଳ ଏବଂ ନାରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ । ଏହା ବ୍ୟତୀତ ଅନ୍ୟ ଦୁଇଟି ଅନ୍ତଃ ରାଜ୍ୟ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ନିମ୍ନ ଅନୁଯାୟୀ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି । 

Jul 31, 2020, 04:57 PM IST

ମୁମ୍ବାଇରୁ ବାହାରି ଲକ୍ଷ୍ୟସ୍ଥଳ ପରିବର୍ତ୍ତେ ପହଞ୍ଚିଲା ଏହି ରାଜ୍ୟରେ...

ଦୁଇମାସ ଧରି, ଲକଡାଉନ୍ ଶେଷକୁ ଖୋଜୁଥିବା ପ୍ରବାସୀ ଶ୍ରମିକଙ୍କ ଅପେକ୍ଷା ଶେଷ ହେବାର ନାମ ନେଉନାହିଁ | ସେଠାରେ କିଛି ଖୁସି ଲୋକ ଥିଲେ ଯେଉଁମାନେ ପାଦ, ବସ୍, ଟ୍ରକ୍ କିମ୍ବା ଅନ୍ୟାନ୍ୟ ଉପାୟରେ ନିଜ ଘରେ ପହଞ୍ଚିଥିଲେ | ଶ୍ରମିକମାନଙ୍କ ଏହି ଦୁଃଖକୁ ନେଇ ସରକାର ଶ୍ରମ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଚିନ୍ତା କଲେ। ସହର ଗୁଡ଼ିକରେ ଫସି ରହିଥିବା ଶ୍ରମିକମ

मई 23, 2020, 08:57 PM IST

Mumbai से Gorakhpur के लिए निकली ट्रेन पहुंच गई Rourkela

Uttar Pradesh के लिए 21 May को रवाना हुई वसई रोड - Gorakhpur श्रमिक विशेष ट्रेन आज सुबह Odisha के Rourkela पहुंची. यात्री भ्रम में पड़ गए और उन्हें शक होने लगा कि कहीं ड्राइवर रास्ता तो नहीं भटक गया

मई 23, 2020, 08:45 PM IST

मुंबई से गोरखपुर के लिए निकली ट्रेन कैसे पहुंच गई ओडिशा? पश्चिम रेलवे ने दी सफाई

उत्तर प्रदेश के लिए 21 मई को रवाना हुई वसई रोड- गोरखपुर श्रमिक विशेष ट्रेन शनिवार सुबह ओडिशा के राउरकेला पहुंची.

मई 23, 2020, 04:18 PM IST

ସୁସ୍ଥ ହେଲେ ଆଉ ଜଣେ କୋରୋନା ଆକ୍ରାନ୍ତ

ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ଛୁଇଁଲାଣି । ତେବେ ଏମାନଙ୍କ ମଧ୍ୟରୁ ସମୁଦାୟ ୬୩ ଜଣ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

मई 8, 2020, 01:16 PM IST

ହାର୍ଡକୋର ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

ରାଜୁ ୨୦୧୧ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା । ଅନ୍ୟପକ୍ଷେ କଳ୍ପନା ୨୦୧୪ରେ ସାମିଲ ହେଇଥିଲା । ମାଓ ସଙ୍ଗଠନରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ଏହି ଦମ୍ପତ୍ତି । ଉଭୟ ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଥିଲେ ସକ୍ରିୟ ମାଓ ସଦସ୍ୟ । 

Mar 7, 2020, 04:35 PM IST

ଗୁରୁଙ୍କ କଳଙ୍କିତ ଗାରିମା

ଘଟଣାକୁ ନେଇ ଯୁବତୀ ଏସପିକୁ ଦେଖା କରିବା ପରେ ପୋଲିସ କାର୍ଯାନୁଷ୍ଠାନ ଆରମ୍ଭ କରିଛି । ପୋଲିସ ଏକ ମାମଲା ରୁଜୁ କରି ଘାଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । 

Feb 27, 2020, 04:57 PM IST

ଗ୍ୟାସ ଦର ବୃଦ୍ଧି ବିରୋଧରେ ସିପିଆଇଏମର ବିକ୍ଷୋଭ

ଖୁବଶୀଘ୍ର ରନ୍ଧନ ଗ୍ୟାସର ମୂଲ୍ୟ ସରକାର ହ୍ରାସ କରନ୍ତୁ ବୋଲି ଦାବି କରିଛି ସିପିଆଇଏମ ।

Feb 19, 2020, 08:29 AM IST

ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର

ରାଉରକେଲାରେ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର

Feb 13, 2020, 09:10 PM IST

ପୂର୍ବତନ କାଉନସିଲଙ୍କ ଘର ଉପରକୁ ବୋମାମାଡ

ଆଇଜିଏଚରେ କାଉନସିଲର ଭର୍ତ୍ତି

Feb 7, 2020, 01:05 PM IST

ପୋଲିସ ନିକଟରେ ଆତ୍ମସମର୍ପଣ କଲା ମାଓବାଦୀ ସୁମନ

ଭୁଷୁଡ଼ୁଛି ମାଓ ଗଡ଼, ମୁଖେସ୍ରୋତ ଆଡ଼କୁ ମନ ବଳାଉଛନ୍ତି ମାଓବାଦୀ

Jan 30, 2020, 10:52 PM IST

ଓଡ଼ିଶାରେ କ୍ରୀଡା ଓ କ୍ରୀଡ଼ାର ଭିତ୍ତିଭୂମି ସଜାଡ଼ିବାକୁ ବେଶ ସଜାଗ ରାଜ୍ୟ ସରକାର

ରକ୍ଷଣାବେକ୍ଷଣ ଅଭାବରୁ ବିର୍ସା ମୈଦାନ ପାଲଟିଛି ମଦୁଆ ଗଞ୍ଜଡ଼ଙ୍କ ଆଡ୍ଡାସ୍ଥଳୀ

Dec 23, 2019, 04:53 PM IST

ଶକ୍ତି ବଜାରର ଶୁଭାରମ୍ଭ, ମହିଳା ସ୍ୱୟଂ ସହାୟକଗୋଷ୍ଠୀଙ୍କୁ ୧ଟଙ୍କାରେ ଷ୍ଟଲ

ବିଳମ୍ବରେ ହେଲେ ମଧ୍ୟ ରାଉରକେଲା ମହାନଗର ନିଗମ ପକ୍ଷରୁ ଶୁଭାରମ୍ଭ ହେଲା ଶକ୍ତି ବଜାର। ମହିଳାଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ସହିତ ୪୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳିଲା ୧ଟଙ୍କା ଦରରେ ଷ୍ଟଲ। ଯେଉଁ ସୁବିଧା ପାଇ ବିଭିନ୍ନ ଗୋଷ୍ଠୀ ବେଶ ଉତ୍ସାହିତ ଥିବା ବେଳେ , ମହିଳା ଏସ୍ଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଣିବା ଲାଗି ପ୍ରଥମ ଦିନରୁ ହିଁ ଲାଗୁଛି ଭିଡ଼ ।

Dec 7, 2019, 10:15 AM IST

ओडिशा करेगा हॉकी विश्व कप-2023 की मेजबानी, इस बार 2 शहरों में होंगे मैच

ओडिशा ने इससे पहले 2018 में पुरुष हॉकी विश्व कप की मेजबानी की है. तब भुवनेश्वर के कलिंगा स्टेडियम में मैच खेले गए थे. 

Nov 27, 2019, 09:55 PM IST

ଚୋର ଘର ସବୁବେଳେ ଅନ୍ଧାର ରୁହେନି, ଠକୁଥିଲେ ଧରାପଡ଼ିଲେ

ଚୋର ଘର ସବୁବେଳେ ଅନ୍ଧାର ରୁହେନି

Nov 9, 2019, 08:01 PM IST

ଲହୁଣିପଡାରେ ପୂଜକଙ୍କୁ ହତ୍ୟା

ବଣେଇ ଉପଖଣ୍ଡ ଲହୁଣିପଡା ଥାନା କୁଳିପୋଷ ମୁଣ୍ଡା ସାହିରେ ହତ୍ୟାକାଣ୍ଡ। ସାଗୁଳିହୁଡ଼ିରେ ଥିବା ଶିବ ମନ୍ଦିରର ପୂଜକ ନିଳାଦ୍ରୀ ନାୟକଙ୍କ ମୁଣ୍ଡ କାଟି ହତ୍ୟା କଲେ ଦୁର୍ବୃତ୍ତ। ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପହଁଞ୍ଚି ଲହୁଣିପଡା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଜମି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 12:50 PM IST