Advertisement

Sand Art. T20 Sand Art

alt
ଗତକାଲି ୱଷ୍ଟଇଣ୍ଡିଜର ବାର୍ବାଡୋଜ ଷ୍ଟାଡିୟମରେ ଅନୁଷ୍ଠିତ T- 20 ବିଶ୍ୱକପ ଫାଇନାଲରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାରତ। ଏଭଳି ବିଜୟ ଭାରତକୁ ଗୌରବାନିତ କରିଛି। ବିଶେଷ କରି କ୍ଯାପଟେନ ରୋହିତ ଶର୍ମା ଓ ବିରାଟ କୋହିଲିଙ୍କ ଦମଦାର ପ୍ରଦର୍ଶନ କ୍ରୀକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏଭଳି ରୋମାଞ୍ଚକର ବିଜୟକୁ ନେଇ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ଏକ ଆକର୍ଷଣୀୟ ବାଲୁକାକୃତି ପ୍ରଦର୍ଶିତ କରିଛନ୍ତି। ଯେଉଁଥିରେ ପାଞ୍ଚଶହ କ୍ରୀକେଟ ବଲକୁ ବ୍ଯବହାର କରି ପ୍ରାୟ କୋଡିଏ ଫୁଟ ଲମ୍ବର ଏକ ବ୍ଯାଟ ଓ ରୋହିତ ଶର୍ମାଙ୍କ ପ୍ରତିକୃତି ପ୍ରସ୍ତୁତ କରି ଭାରତୀୟ କ୍ରୀକେଟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ଏଭଳି ରୋମାଞ୍ଚକର ବିଜୟ ବିଶ୍ୱରେ ସମସ୍ତ କ୍ରୀକେଟ ପ୍ରେମିଙ୍କୁ ପ୍ରଭାବିତ କରିବ। T20 କ୍ରୀକେଟରୁ
Jun 30,2024, 15:13 PM IST

Trending news