Advertisement

Shocking video 

alt
ସହକର୍ମୀ ସାଙ୍ଗମାନଙ୍କ ସହ ପିକନିକ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି । ମୃତକ ହେଲେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ର ବାଚୁ ହଟିଙ୍ଗର ମିହିର ଦାସ । ସେ ଟେଗା ନାମକ ଏକ ଖଣି ଠିକା ସଂସ୍ଥାରେ କାମକରୁଥିଲେ । ଆଜି ଛୁଟି ଥିବାରୁ ଅନ୍ୟ ସହକର୍ମୀଙ୍କ ସହିତ ପିକନିକ କରିବାକୁ ଲହଣ୍ଡା ସ୍ଥିତ ସୁନା ନଦୀ କୂଳକୁ ଯାଇଥିଲେ । ମୃତକଙ୍କ ସାନଭାଇ ସୌରଭଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୫ ଟା ୧୩ ମିନିଟ ସମୟରେ ମିହିର ତାଙ୍କୁ କଲ୍ କରି ତାଙ୍କୁ କେହି ବାଡଉଛନ୍ତି ବୋଲି କହିଥିଲେ । ଏହାର କିଛି ସମୟ ପରେ ସୌରଭ ବଡ଼ଭାଇ ମିହିରକୁ କଲ୍ କରିଥିଲେ, ମାତ୍ର ସେ ଫୋନ୍ ରିଶିଭ କରି ନଥିଲେ । ସନ୍ଧ୍ୟାରେ ଖୋଜାଖୋଜି ପରେ ଲହଣ୍ଡା ସୁନା ନଦୀ ରାସ୍ତା କଡ଼ରେ ମିହିରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ
Feb 4,2026, 11:13 AM IST
alt
Shocking Video: ମହାରାଷ୍ଟ୍ରର ନାନ୍ଦେଡରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ମାଡ଼ ମାରିବା, ଗୁଳି କରିବା ଏବଂ ପଥରରେ ମୁଣ୍ଡ ଛେଚି ମାରିଦେବା ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ପ୍ରେମିକା ତାଙ୍କ କପାଳରେ ସିନ୍ଦୁର ଲଗାଇ ତାଙ୍କର ସ୍ତ୍ରୀ ହୋଇ ପୁଅ ଘରେ ବୋହୂ ଭାବରେ ରହିବାକୁ ଶପଥ ନେଇଥିଲେ। ଯାହାର ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଆଞ୍ଚଲ ତାଙ୍କ ଭାଇମାନଙ୍କ ମାଧ୍ୟମରେ ସକ୍ଷମ ଟେଟଙ୍କୁ ଭେଟିଥିଲେ ଏବଂ ତାଙ୍କ ଘରକୁ ବାରମ୍ବାର ଯିବା ଆସିବା କରି ନିକଟତର ହୋଇଥିଲେ। ସେମାନଙ୍କର ତିନି ବର୍ଷ ପୁରୁଣା ସମ୍ପର୍କ ସମ୍ପ୍ରତି ତାଙ୍କ ପରିବାରର ଚାପର ସମ୍ମୁଖୀନ ହେବା ଆରମ୍ଭ କରିଥିଲା, ଯେଉଁମାନେ ଜାତିର ପାର୍ଥକ୍ୟ ପାଇଁ ସେମାନଙ୍କ ମିଳନକୁ ବିରୋଧ କରୁଥିଲେ। ଅନେକ ଧମକ ସତ୍ତ୍ୱେ ଆଞ୍ଚଲ ଟେଟଙ
Dec 2,2025, 19:39 PM IST
alt
Sep 23,2025, 15:48 PM IST
alt
Sep 20,2025, 15:42 PM IST
alt
Sep 18,2025, 17:39 PM IST
View More

Trending news