Advertisement

Suhani Bhatnagar

alt
ଅମୀର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ‌ବବିତା ଫୋଗଟ୍‌ଙ୍କ ‌ପିଲା ବେଳ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଝିଅ ସୁହାନୀଙ୍କ ମୃତ୍ୟୁ ଖବରକୁ ନେଇ ବାପା ସୁମିତ ଭଟନଗର ଗଣମାଧ୍ୟମ ସାମ୍ନାରେ ମୁହଁ କହିଛନ୍ତି,‘ ସେ କହିଛନ୍ତି ଯେ, ମୋ ଝିଅ ଡ‌ର୍ମେଟୋ-ମାୟୋ-ସାଇଟିସରେ ପୀଡ଼ିତ ଥିଲା। ଏହା ଏକ ପ୍ରକାର ଚର୍ମରୋଗ। ଏହି ରୋଗ ଥିଲେ ଚର୍ମ କୁଣ୍ଡେଇ ହୋଇଥାଏ। ଧୀରେଧୀରେ ଏହା ମାଂସପେଶୀକୁ ଦୁର୍ବଳ କରି ଦେଇଥାଏ। ଦୁଇମାସ ପୂର୍ବରୁ ଝିଅ ହାତରେ ଲାଲ ରଙ୍ଗର କ’ଣ ସବୁ ଫଳି ଯାଇଥିଲା। ଆମେ ସଂକ୍ରମଣ ହୋଇଛି ଭାବି ଅନେକ ହସ୍ପିଟାଲରେ ଦେଖାଇ ଥିଲୁ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲେ ହେଁ କିଛି ସ୍ପଷ୍ଟ ଜଣାପଡ଼ି ନଥିଲା। ଧୀରେଧୀରେ ସୁହାନୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗି
Feb 18,2024, 19:39 PM IST

Trending news