Advertisement

Surya ketu yuti 16 september

alt
Surya And Ketu Nakshatra Gochar Rashifal: ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ୨ ଅକ୍ଟୋବରରେ ଘଟିବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ରାତିରେ ଘଟୁଛି। ତେଣୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। କିନ୍ତୁ ଏହାର ପ୍ରଭାବ ନିଶ୍ଚିତ ଭାବରେ କୌଣସି ପ୍ରକାରେ ରାଶି ଓ ଲୋକଙ୍କ ଜୀବନରେ ଦେଖାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ  ଗ୍ରହଣ ସମୟରେ ସୂର୍ଯ୍ୟଦବ ଅନେକ କଷ୍ଟରେ ରହିଥାନ୍ତି। ଏପରି ପରିସ୍ଥିତିରେ ସୂର୍ଯ୍ୟପାରଗ ପରେ ସେ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି ଏବଂ ଅଧିକ ଖୁସି ଓ ଶକ୍ତିଶାଳୀ ହୁଅନ୍ତି। କହିରଖୁଛୁ ଯେ ସୂର୍ଯ୍ୟ ପରାଗ ପରେ ସେ କନ୍ୟା ରାଶିରେ ପ୍ରବେଶ କରିବେ। ଏହା ବ୍ୟତୀତ ସେ ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରୁଛନ୍ତି ଏବଂ ସେ ହସ୍ତା ନକ୍ଷତ୍ରରେ ପ୍ରବେଶ କରୁଛନ୍ତି। ଜାଣନ୍ତୁ କେଉଁ ସବୁ ରାଶିର ଭାଗ୍ୟ ସୂର୍ଯ୍ୟ ପରାଗ ପରେ ଉଜ୍ଜ୍ୱଳ ହୋଇପାରେ।
Sep 28,2024, 15:49 PM IST

Trending news