ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହଁ ଏହି ଅଭିନେତ୍ରୀଙ୍କ ପାଇଁ ସିଙ୍ଗଲ୍ ଅଛନ୍ତି ସଲମାନ, ଜାଣନ୍ତୁ ତାଙ୍କର ବିବାହ ପ୍ଲାନ୍

ସଲମାନ କହିଥିଲେ ଯେ, କିଶୋର ଅବସ୍ଥାରେ ସେ ରେଖାଙ୍କ ଉପରେ ବହୁତ ପ୍ରଭାବିତ ହୋଇଥିଲେ। ସେହି ଦିନ ସେମାନେ ତାଙ୍କର ପଡ଼ୋଶୀ ଥିଲେ। ରେଖା ପ୍ରାତଃ ଭ୍ରମଣରେ ଯାଉଥିଲେ, ଆଉ ତାଙ୍କୁ ଦେଖିବା ପାଇଁ ସଲମାନ ସକାଳ ସାଢେ ପାଞ୍ଚଟାରେ ଉଠୁଥିଲେ।

ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହଁ ଏହି ଅଭିନେତ୍ରୀଙ୍କ ପାଇଁ ସିଙ୍ଗଲ୍ ଅଛନ୍ତି ସଲମାନ, ଜାଣନ୍ତୁ ତାଙ୍କର ବିବାହ ପ୍ଲାନ୍
Image Credit: ଡିଜାଇନ୍ ଫଟୋ

About the Author