OMC Recruitment 2024: ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ ରେ ବାହାରିଲା ବମ୍ପର ନିଯୁକ୍ତ, ୨ ଲକ୍ଷ ଉପରେ ଦରମା
Advertisement
Article Detail0/zeeodisha/odisha2029684

OMC Recruitment 2024: ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ ରେ ବାହାରିଲା ବମ୍ପର ନିଯୁକ୍ତ, ୨ ଲକ୍ଷ ଉପରେ ଦରମା

OMC Recruitment 2024: ଓଡିଶାରେ ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର(odisha govt) ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ ରେ (Odisha Mining Corporation OMC Recruitment 2024) ବାହାର କରିଛନ୍ତି ବମ୍ପର ନିଯୁକ୍ତି। ସିନିୟର ମ୍ୟାନେଜର ଓ ଡ଼େପୁଟି ମ୍ୟାନେଜର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି। ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି । ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଅଧିକ ତଥ୍ୟ ପାଇପାରିବେ।

ALSO READ: Road Accident: କାର ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ଗୋଟିଏ ପରିବାରର ୪ ମୃତ

ଆଶାୟୀମାନେ OMCର ଅଫିସିଆଲ୍ ଓ୍ବେବସାଇଟ୍  http://omcltd.in କୁ ଯାଇ ଆବେଦନ ପ୍ରକ୍ରିୟା ଆରମ୍ଭ କରିପାରିବେ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,   ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି । ସେମାନେ ଏହି ଲିଙ୍କ୍ OMC Recruitment 2024 For Manager Posts Notificationରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ :
 ୧୯ ଡିସେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ୧୯ ଜାନୁଆରୀ ୨୦୨୪ ରହିଛି। 

ଖାଲି ପଡିଥିବା ପଦବୀ:

ଖାଲି ପଦବୀ:
ସିନିୟର ମ୍ୟାନେଜର ମାଇନିଙ୍ଗ୍(Senior Manager Mining)– ୦୧ଟି ପୋଷ୍ଟ୍‌
ଡେପୁଟି ମ୍ୟାନେଜର ମାଇନିଙ୍ଗ୍ (Deputy Manager Mining)– ୨୮ଟି ପୋଷ୍ଟ୍‌
ଡେପୁଟି ମ୍ୟାନେଜର୍ କମ୍ପାନୀ ଆଫାୟାର୍ସ (Deputy Manager Company Affairs)–୦୧ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:
ସିନିୟର ମ୍ୟାନେଜର (ମାଇନିଙ୍ଗ୍) - BE/ ମାଇନିଙ୍ଗ୍‌ ଇଂଜିନିୟରିଂରେ B.Tech
ଡେପୁଟି ମ୍ୟାନେଜର (ମାଇନିଙ୍ଗ୍) – ମାଇନିଙ୍ଗ୍‌ ଇଂଜିନିୟରିଂରେ ଡିପ୍ଲୋମା
ଡେପୁଟି ମ୍ୟାନେଜର (କମ୍ପାନୀ ଆଫାୟାର୍ସ) – ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀ ଅଫ୍ ଇଣ୍ଡିଆର ସହଯୋଗୀ ସଦସ୍ୟ ସହିତ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ

ବୟସ ସୀମା:
ସର୍ବନିମ୍ନ ବୟସ – ୨୧ ବର୍ଷ
ସର୍ବାଧିକ ବୟସ – ୪୫ ବର୍ଷ

ଦରମା :
ସର୍ବନିମ୍ନ ମାସିକ ଦରମା : ୬୭,୭୦୦
ସର୍ବାଧିକ ମାସିକ ଦରମା : ୨,୦୮,୭୦୦

ଚୟନ ପ୍ରକ୍ରିୟା :
ଡାକ୍ତରୀ ପରୀକ୍ଷା
ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଭେରିଫିକେସ୍ ଆଧାରରେ କରାଯିବ। 

ଅଫିସିଆଲ ୱେବସାଇଟ୍ ର ଲିଙ୍କ: https://omcltd.in