କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୪୦ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement
Article Detail0/zeeodisha/odisha891046

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୪୦ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଅଧିକାରୀଙ୍କ କହିବାନୁସାରେ, ବଠିଣ୍ଡା-ଲାଲଗଡ ସ୍ପେଶାଲ, ଲାଲଗଡ-ଅବୋହର ସ୍ପେଶାଲ, ଅବୋହର-ଯୋଧପୁର ସ୍ପେଶାଲ, ଜୈସଲମେର-ଲାଲଗଡ ସ୍ପେଶାଲ, ଭିବାନୀ-ମଥୁରା ସ୍ପେଶାଲ ଏବଂ ଶ୍ରୀଗଙ୍ଗାନଗର-ରେୱାରୀ ସ୍ୱତନ୍ତ୍ର ଟ୍ରେନ ସାମିଲ ରହିଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ସମସ୍ତ ଟ୍ରେନ୍ ରଦ୍ଦ ରହିବ ।

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୪୦ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: Indian Railways News Latest: ସାରା ଦେଶରେ ପୁଣି ଥରେ କୋରୋନା ସଙ୍କଟ ଦେଖାଦେଇଛି । ଏହି ସମୟରେ  ଉତ୍ତର-ପଶ୍ଚିମ ରେଳବାଇ (North Western Railway) ର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଲେଫ୍ଟିନେଣ୍ଟ ଶଶି କିରଣ କହିଛନ୍ତି ଯେ, କୋରୋନା ଭୂତାଣୁର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ କମ୍ ଯାତ୍ରୀଙ୍କ କାରଣରୁ ରେଳବାଇର ଅଗ୍ରୀମ ନିର୍ଦ୍ଦେଶ ପର୍ଯ୍ୟନ୍ତ ୪୦ଟି ରେଳ ସେବାକୁ ବାତିଲ କରାଯାଉଛି । ତାଙ୍କ କହିବାନୁସାରେ, ଜୟପୁର-ଦିଲ୍ଲୀ ସରାଇ ରୋହିଲ୍ଲା ଡବଲ ଡେକର ଦିଲ୍ଲୀ ଯିବ ନାହିଁ କିମ୍ବା ମଙ୍ଗଳବାରଠାରୁ ଆସିବେ ନାହିଁ । ଅଧିକାରୀଙ୍କ କହିବାନୁସାରେ, ବଠିଣ୍ଡା-ଲାଲଗଡ ସ୍ପେଶାଲ, ଲାଲଗଡ-ଅବୋହର ସ୍ପେଶାଲ, ଅବୋହର-ଯୋଧପୁର ସ୍ପେଶାଲ, ଜୈସଲମେର-ଲାଲଗଡ ସ୍ପେଶାଲ, ଭିବାନୀ-ମଥୁରା ସ୍ପେଶାଲ ଏବଂ ଶ୍ରୀଗଙ୍ଗାନଗର-ରେୱାରୀ ସ୍ୱତନ୍ତ୍ର ଟ୍ରେନ ସାମିଲ ରହିଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ସମସ୍ତ ଟ୍ରେନ୍ ରଦ୍ଦ ରହିବ ।

ଅଧିକ ପଢ଼ନ୍ତୁ:-ଭାରତର କୋରୋନା ସଙ୍କଟକୁ ନେଇ ଏପରି କିଛି କହିଲା WHO

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନଗୁଡିକ ନିମ୍ନଲିଖିତ:

୧. ନରସାପୁରରୁ ନିଦାଦାବୋଲୁ (07241)

୨. ନିଦାଦାବୋଲୁରୁ ନରସାପୁର (07242)

୩. ସିକନ୍ଦରାବାଦରୁ ବିଦର (07010)

୪. ବିଦରରୁ ସିକନ୍ଦରାବାଦ (07009)

୫. ସିକନ୍ଦରାବାଦରୁ କୁର୍ନୁଲ ସିଟି (07027)

୬. କୁର୍ନୁଲ୍ ସିଟିରୁ ସିକନ୍ଦରାବାଦ (07028)

୭. ମୌସୁରରୁ ରେନିଗୁଣ୍ଟା (01065)

୮.ରେନିଗୁଣ୍ଟାରୁ ମୌସୁର (01066)

୯. ସିକନ୍ଦରାବାଦରୁ ମୁମ୍ବାଇ LTT (02235)

୧୦. ମୁମ୍ବାଇ LTTରୁ ସିକନ୍ଦରାବାଦ (02236)

ACR ତିରୁବନନ୍ତପୁରମରୁ ସିକନ୍ଦରାବାଦ ଅଭିମୁଖେ ଟ୍ରେନ୍ ନମ୍ବର 07229 ର ପ୍ରସ୍ଥାନ ସମୟକୁ ବାତିଲ କରିଦେଇଛି । ଏହି ଟ୍ରେନ୍ ଏପ୍ରିଲ ୨୮ରୁ ମେ ୧୨ ପର୍ଯ୍ୟନ୍ତ ତିରୁବନନ୍ତପୁରମ୍ ସକାଳ ୭ଟା ପରିବର୍ତ୍ତେ ସକାଳ ୯.୩୦ରେ ଛାଡିବ ।

ଅଧିକ ପଢ଼ନ୍ତୁ:-କୋରୋନା ବେଗରେ ମାମୁଲି ବ୍ରେକ୍: ଗତ ୨୪ ଘଣ୍ଟା ମଧ୍ୟରେ ପାଇଁ ୩ ଲକ୍ଷ ୨୩ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୨୭୭୧ ସଂକ୍ରମିତଙ୍କ ମୃତ୍ୟୁ

କେନ୍ଦ୍ରୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ସେବାଗୁଡିକ ନିମ୍ନଲିଖିତ ଅଟେ (Trains Cancelled Due to Poor Occupancy ) : 

୧. 02109/02110 ମୁମ୍ବାଇ-ମନମାଡ-ମୁମ୍ବାଇ ସ୍ପେଶାଲ ୨୭.୪.୨୦୨୧ରୁ ୧୦.୫.୨୦୨୧ ପର୍ଯ୍ୟନ୍ତ (Mumbai-Manmad-Mumbai Special)

୨. 02015/02016 ମୁମ୍ବାଇ-ପୁଣେ-ମୁମ୍ବାଇ ସ୍ପେଶାଲ୍ ୨୭.୪.୨୦୨୧ରୁ ୧୦.୫.୨୦୨୧ ପର୍ଯ୍ୟନ୍ତ  (Mumbai-Pune-Mumbai Special)

୩. 02113 ପୁଣେ-ନାଗପୁର ତୈ-ସାପ୍ତାହିକ ୨୮.୪.୨୦୨୧ରୁ ୧୦.୫.୨୦୨୧ ଓ 02114 ନାଗପୁର-ପୁଣେ ତୈ-ସାପ୍ତାହିକ ୨୭.୪.୨୦୨୧ରୁ ୯.୫.୨୦୨୧ ପର୍ଯ୍ୟନ୍ତ (Pune-Nagpur Tri-weekly Special from 28.4.2021 to 10.5.2021 & 02114 Nagpur-Pune Tri-weekly Special from 27.4.2021 to 9.5.2021)

୪. 02189 ମୁମ୍ବାଇ-ନାଗପୁର ସ୍ପେଶାଲ୍ ୨୮.୪.୨୦୨୧ରୁ ୧୧.୫.୨୦୨୧ ଓ 02190 ନାଗପୁର-ମୁମ୍ବାଇ ସ୍ପେଶାଲ୍ ୨୭.୪.୨୦୨୧ରୁ ୧୦.୫.୨୦୨୧ ପର୍ଯ୍ୟନ୍ତ  (Mumbai-Nagpur Special, Nagpur-Mumbai Special)

୫. 02207 ମୁମ୍ବାଇ-ଲାତୁର (୪ ଡେଜ୍ ବିକ୍ ସ୍ପେଶାଲ) ୨୭.୪.୨୦୨୧ରୁ ୧୦.୫.୨୦୨୧ ଓ 02208 ଲାତୁର-ମୁମ୍ବାଇ (୪ ଡେଜ୍ ବିକ୍ ସ୍ପେଶାଲ) ୨୮.୪.୨୦୨୧ରୁ ୧୧.୫.୨୦୨୧ ((Mumbai-Latur Four days a week Special & Latur-Mumbai Four days a week special)

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କମିନ୍ସଙ୍କ ବଡ଼ ହୃଦୟ, ପିଏମ୍ କେୟାର୍ସ ଫଣ୍ଡରେ ଦାନ କଲେ ୩୮ ଲକ୍ଷ ଟଙ୍କା

୬. 02115 ମୁମ୍ବାଇ-ସୋଲାପୁର ସ୍ପେଶାଲ୍ ୨୮.୪.୨୦୨୧ରୁ ୧୧.୫.୨୦୨୧ ଓ 02116 ସୋଲାପୁର-ମୁମ୍ବାଇ ସ୍ପେଶାଲ୍ ୨୭.୪.୨୦୨୧ରୁ ୧୦.୫.୨୦୨୧ ପର୍ଯ୍ୟନ୍ତ  (Mumbai-Solapur Special & Solapur-Mumbai Special)

୭. 01411 ମୁମ୍ବାଇ-କୋଲହାପୁର ସ୍ପେଶାଲ୍ ୨୮.୪.୨୦୨୧ରୁ ୧୧.୫.୨୦୨୧ ଓ 01412 କୋଲହାପୁର-ମୁମ୍ବାଇ ସ୍ପେଶାଲ୍ ୨୭.୪.୨୦୨୧ରୁ ୧୦.୫.୨୦୨୧ ପର୍ଯ୍ୟନ୍ତ (Mumbai-Kolhapur Special & Kolhapur-Mumbai Special)

୮. 02111 ମୁମ୍ବାଇ-ଅମରାବତୀ ସ୍ପେଶାଲ୍ ୨୮.୪.୨୦୨୧ରୁ ୧୧.୫.୨୦୨୧ ପର୍ଯ୍ୟନ୍ତ ଓ 02112 ଅମରାବତୀ-ମୁମ୍ବାଇ ସ୍ପେଶାଲ୍ ୨୭.୪.୨୦୨୧ରୁ ୧୦.୫.୨୦୨୧ ପର୍ଯ୍ୟନ୍ତ(Mumbai-Amravati Special from 28.4.2021 to 11.5.2021& 02112 Amravati-Mumbai Special)

୯. 02271 ମୁମ୍ବାଇ-ଜାଲନା ସ୍ପେଶାଲ୍ ୨୭.୪.୨୦୨୧ରୁ ୧୦.୫.୨୦୨୧ ପର୍ଯ୍ୟନ୍ତ ଓ 02272 ଜାଲନା-ମୁମ୍ବାଇ ସ୍ପେଶାଲ୍ ୨୮.୪.୨୦୨୧ରୁ ୧୧.୫.୨୦୨୧ ପର୍ଯ୍ୟନ୍ତ (Mumbai-Jalna Special from 27.4.2021 to 10.5.2021 & 02272 Jalna-Mumbai)

୧୦. 02043 ମୁମ୍ବାଇ-ବିଦର ତୈ-ସାପ୍ତାହିକ ୨୮.୪.୨୦୨୧ରୁ ୮.୫.୨୦୨୧ ପର୍ଯ୍ୟନ୍ତ ଓ 02044 ବିଦର-ମୁମ୍ବାଇ ତୈ-ସାପ୍ତାହିକ ସ୍ୱତନ୍ତ୍ର ୨୯.୪.୨୦୨୧ରୁ ୯.୫.୨୦୨୧ ପର୍ଯ୍ୟନ୍ତ (Mumbai-Bidar Tri-weekly Special from 28.4.2021 to 8.5.2021 & 02044 Bidar-Mumbai Tri-weekly Special)