Tam India Head Coach: ଟିମ୍ ଇଣ୍ଡିଆର କୋଚକୁ ନେଇ ଆସିଲା ନୂଆ ମୋଡ, ଗମ୍ଭୀରଙ୍କ ବ୍ୟତୀତ ଏହା ଭେଟେରାନ ମଧ୍ୟ ଦେଲେ ଇଣ୍ଟରଭ୍ୟୁ

Tam India Head Coach Post: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକଙ୍କ ରେସରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଦେଖିବାକୁ ମିଳିଛି। ଗୌତମ ଗମ୍ଭୀରଙ୍କ ବ୍ୟତୀତ CAC ମଙ୍ଗଳବାର ଦିନ ଡବ୍ଲୁ.ଭି ରମଣଙ୍କ ମଧ୍ୟ ଇଣ୍ଟରଭ୍ୟୁ ନେଇଛି।

Tam India Head Coach: ଟିମ୍ ଇଣ୍ଡିଆର କୋଚକୁ ନେଇ ଆସିଲା ନୂଆ ମୋଡ, ଗମ୍ଭୀରଙ୍କ ବ୍ୟତୀତ ଏହା ଭେଟେରାନ ମଧ୍ୟ ଦେଲେ ଇଣ୍ଟରଭ୍ୟୁ
Image Credit: Tam India Head Coach Post

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More