Criminal charge
ୱେବ୍ ପୋର୍ଟାଲ୍ ନା ଅପରାଧର ପେଡ଼ି
ସାମ୍ବାଦିକା ଶର୍ମିଷ୍ଠା ରାଉତ ପାଲଟିଛନ୍ତି ହତ୍ୟାକାରୀ । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପୁରା ପିଲ୍ମ ଷ୍ଟାଇଲରେ ନିଜ କ୍ୟାମେରାମ୍ୟାନକୁ ହତ୍ୟା କରିଛନ୍ତି ଶର୍ମିଷ୍ଠା ରାଉତ।
Apr 1,2022, 20:14 PM IST
Corona Restriction
ଆଜିଠୁ ଶେଷହେଲା କୋଭିଡ କଟକଣା!
ଦେଶରେ କୋରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏବେ କୋରୋନାର ଦୈନିକ ସଂକ୍ରମଣ ଗ୍ରାଫ ହ୍ରାସ ପାଉଛି । କେବଳ ଏହା ନୁହେଁ ଦୈନିକ ସଂକ୍ରମଣ କମିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।
Mar 31,2022, 16:15 PM IST
Birabhum Blaze
ବୀରଭୂମ ହିଂସା: ଜବତ ହେଲାଣି ୨୦୦ ରୁ ଅଧିକ ବୋମା, ଘଟଣାରେ ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲା CBI
୮ଜଣଙ୍କୁ ଜିଅନ୍ତା ଜାଳି ହତ୍ୟା ଘଟଣାରେ ସିବିଆଇ ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଅନ୍ୟପଟେ ବୀରଭୂମର ସେକେନ୍ଦାରପୁର ଗ୍ରାମରୁ ଦୁଇ ଦିନରେ ୨୦୦ଟି ଜୀବନ୍ତ ବୋମା ଜବତ କରିଥିବାର ସୂଚନା ମିଳିଛି ।
Mar 27,2022, 18:58 PM IST
Poisonous chocolate
ଚକୋଲେଟ ନେଲା ୪ ଶିଶୁଙ୍କ ଜୀବନ
ପିଲାମାନେ ଚକୋଲେଟ୍ ଖାଇବା ମାତ୍ରେ ଚେତାଶୂନ୍ୟ ହୋଇପଡିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଚକୋଲେଟ୍ ଏତେ ବିଷାକ୍ତ ଥିଲା ଯେ ଏହାର ଜରିରେ ବସିଥିବା ମାଛିମାନେ ମଧ୍ୟ ମରିଯାଇଥିବା ଦେଖିବାକୁ ମିଳିଛି ।
Mar 25,2022, 19:52 PM IST
Taliban rule in Bihar
ବିହାରରେ ତାଲିବାନୀ ରାୟ, ମହିଳାଙ୍କୁ ଉଲଗ୍ନ କରି ଜଳନ୍ତା କାଠରେ ମାଡ଼
ସୂଚନା ଅନୁସାରେ ମହିଳାଙ୍କ ଏହା ଦୋଷ ଥିଲା, ଯେ ତାଙ୍କୁ ପାଖ ଗ୍ରାମର କିଛି ଦୁର୍ବୃତ୍ତମାନେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଗ୍ରାମର କିଛି ଲୋକଙ୍କୁ ମଧ୍ୟ ତାଙ୍କ ଅଭିଯୋଗ ଜଣାଇଥିଲେ । ଏହି କଥାକୁ ନେଇ ପାଲଟା ମହିଳାଙ୍କୁ ଚରିତ୍ରହୀନ ଦର୍ଶାଇ ନିର୍ଯାତନା ଦେବା ସହ ମାଡ଼ ମରାଯାଇଥିଲା ।
Mar 25,2022, 19:24 PM IST
Cyber crime
ସ୍ମାର୍ଟଫୋନରେ ଭୁଲରେ ବି ରଖନ୍ତୁନି ଏହି ଜିନିଷ, ନହେଲେ ଭୋଗିବେ ଏମିତି ଦଣ୍ଡ
ସାଇବର ଅପରାଧୀ ସାଧାରଣ ଲୋକଙ୍କୁ ଠକିବାକୁ ସବୁବେଳେ ନୂଆ ନୂଆ ଫଣ୍ଡା ଆପଣେଇବାରେ ଲାଗିଛନ୍ତି । କମ୍ପ୍ୟୁଟର ଓ ମୋବାଇଲ ବ୍ୟବହାର କରିବା ସମୟରେ ଗୋଟିଏ ଛୋଟ ଭୁଲ୍ ବି ଆପଣଙ୍କୁ ବହୁ ମହଙ୍ଗା ପଡିପାରେ । ତେବେ ମୋବାଇଲରୁ କେମିତି ହୁଏ ସାଇବର ଠକେଇ ଆସନ୍ତୁ ଜାଣିବା ।
Mar 23,2022, 12:10 PM IST
Colorful Fish
ଗଭୀର ସମୁଦ୍ରରେ ମିଳିଲା ବିଚିତ୍ର ମାଛ, ଜାତୀୟ ଫୁଲର ନାମ ଦେଲେ ବୈଜ୍ଞାନିକ
ନ୍ୟାସନାଲ୍ ଏସିଏନିକ ଏଣ୍ଡ ଏଟ୍ମୋସ୍ପିୟରିକ ଆଡମିନିଷ୍ଟ୍ରେସନର ସୂଚନା ଅନୁଯାୟୀ, ପଶ୍ଚିମ ଭାରତ ମହାସାଗରରେ ଏହି ଇନ୍ଦ୍ରଧନୁ ମାଛ ଦେଖିବାକୁ ମିଳିଥାଏ । ଏହା ସମୁଦ୍ରର ଗଭୀରରେ କୋରାଲ ରିଫ ବା ମୁଙ୍ଗାପଥରରେ ରହିଥାନ୍ତି । ସମୁଦ୍ରର ଏହି ସ୍ଥାନକୁ ଟ୍ୱିଲାଇଟ୍ ଜୋନ୍ ମଧ୍ୟ କୁହାଯାଏ । ବୈଜ୍ଞାନିକମାନେ ଏହି ମାଛକୁ ସମୁଦ୍ରରେ ୧୩୧ରୁ ୨୨୯ ଫୁଟ ମଧ୍ୟରେ ପହଁରୁଥିବାର ଦେଖିବାକୁ ପାଇଥିଲେ ।
Mar 20,2022, 11:32 AM IST
Viral News
କ୍ରୋଧ ଯୁବକଙ୍କୁ କଲା ସଇତାନ! ଭୁକିଲା ବୋଲି ଭୁସି ଦେଲା ...
କ୍ରୋଧରେ ମଣିଷକୁ ମଣିଷ ମାରିବା କଥା ଆପଣ ମାନେ ଜାଣିଥିବେ, ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହୁଛୁ, ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ ।
Mar 16,2022, 15:54 PM IST
NO TOUCH DEVICE
ନ ଛୁଇଁ ଚଲାଇ ପାରିବେ ସ୍ମାର୍ଟ ଫୋନ୍, କମ୍ପ୍ୟୁଟର; ଜାଣନ୍ତୁ, କେମିତି ହେବ ସମ୍ଭବ?
ସାରା ବିଶ୍ବରେ ମହାମାରୀ କୋରୋନା ଆରମ୍ଭ ହେବା ଦିନଠାରୁ ସଂକ୍ରମଣକୁ ରୋକିବା ପାଇଁ ନୂଆ ନୂଆ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି। ଆପଣଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ପରି ଟଚ୍ ସ୍କ୍ରିନ୍ ଡିଭାଇସ୍ ମାଧ୍ୟମରେ କୋରୋନା ସଂକ୍ରମଣ ବ୍ୟାପୁଥିବା ନେଇ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।
Mar 16,2022, 11:59 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.