Rayagada govt school
Rayagada: ଅଷ୍ଟମ ଓ ନବମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଜଙ୍ଗଲି ଜନ୍ତୁ!
Rayagada School: ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାର୍ଲାକଣା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରୁ ଛାତ୍ରୀ ନିବାସକୁ ଯାଇଥିବା ଜଙ୍ଗଲି ରାସ୍ତା କଡର ବୁଦା ମୂଳେରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ବହି ସହ ଅଷ୍ଟମ ଓ ନବମ ଶ୍ରେଣୀର ବେଶ ଲାଇନ ଏସିସମେଣ୍ଟ ପରୀକ୍ଷାର ପ୍ରଶ୍ନପତ୍ର ଉଦ୍ଧାର କରାଯାଇଛି।
Sep 23,2022, 13:49 PM IST
Rayagada
ରଜ ପାଳନ ବେଳେ ଅଘଟଣ; ବଜ୍ରାଘାତରେ ୨ ଗୁରତର
ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡି ପଞ୍ଚାୟତର ଉର୍ଲାଯୋଡି ଗ୍ରାମରେ ଘଟିଯାଇଛି ଏଭଳି ଘଟଣା।
Jun 15,2022, 20:11 PM IST
ରାୟଗଡାର ଜଣେ ଶ୍ରମିକର ଝିଅ, ଜଗୁଛନ୍ତି ଭାରତ ନେପାଳ ସୀମା
Indo Nepal Border :- (ତୁଷାର, ରାୟଗଡା ) ଇଣ୍ଡୋ ନେପାଳ ସୀମାରେ ରାୟଗଡ଼ା ଜିଲ୍ଲାର ଆଦିବାସୀ ଝିଅ ରଶ୍ମିତା କୁମ୍ଭାରଙ୍କ ଡିଉଟି କୁ ନେଇ ଏବେ ବଡ ଚର୍ଚ୍ଚା । ରଶ୍ମିତା ସଶସ୍ତ୍ର ସୀମା ସୁରକ୍ଷା ବହିନୀରେ ସାମିଲ ହୋଇ ଦେଶକୁ ସୀମାରେ ସୁରକ୍ଷା ଦେଉଛନ୍ତି। ତେବେ ରଶ୍ମିତାଙ୍କ ଏଭଳି କୃତିତ୍ୱ ଯୋଗୁଁ ତାଙ୍କର ପରିବାର ବେଶ ଉତ୍ସାହିତ ଥିବା ଜଣାପଡିଛି। ରଶ୍ମିତା ସୀମା ସୁରକ୍ଷା ବହିନୀରେ ଯୋଗଦାନ କରି ଜିଲ୍ଲାବାସୀଙ୍କୁ ଗୌରାନ୍ବିତ କରିବା ସହ ଅନ୍ୟ ଯୁବତୀ ଓ ମହିଳାମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି। ତେବେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇ ପ୍ରଥମ ଥର ରାୟଗଡ଼ା ଫେରିବା ପରେ ରଶ୍ମିତାଙ୍କୁ ଷ୍ଟେସନ ପରିସରରେ ଧୁମଧାମରେ ସ୍ୱାଗତ କରାଯାଇଛି । ଏଥି ସହିତ ତାଙ୍କର ନିଜ ନିଜର ଅଞ୍ଚଳବାସୀ ଷ୍ଟେସନ୍ରୁ ତାଙ୍କୁ ପାଛୋଟି ନେଇଛନ୍ତି ।
Jun 11,2022, 15:47 PM IST
new born missing
୩୭,୫୦୦ ଟଙ୍କା ପାଇଁ ମାଆ ଛେଉଣ୍ଡ ନବଜାତକୁ ବିକିଦେଲେ ଡାକ୍ତର!
ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ଶିଶୁପୁତ୍ରଟିକୁ ୩୭,୫୦୦ ଟଙ୍କାରେ ବିକ୍ରିକରିଥିବା ଅଭିଯୋଗ ଆସିଛି । ଚିକିତ୍ସାର କିଛି ଦିନ ପରେ ରାଇସିଙ୍ଗ ନିଜ ଶିଶୁକୁ ଆଣିବାପାଇଁ କ୍ଲିନିକକୁ ଯାଇଥିଲେ କିନ୍ତୁ କର୍ତ୍ତୃପକ୍ଷ ୩୭,୫୦୦ ଟଙ୍କା ଜମା କଲେ ପିଲାକୁ ଯିଆଯିବ ବୋଲି କହିଥିଲେ। ଗରିବ ଆଦିବାସୀ ଓ କୁଲିମଜୁରିଆ ରାଇସିଙ୍ଗ ପାଖରେ ଟଙ୍କା ନଥିବାରୁ ପିଲାକୁ ସେଠାରେ ଛାଡି ଚାଲି ଆସିଲେ।
May 31,2022, 7:47 AM IST
ଅର୍ଥ ସାଜିଛି ବାଧକ; ଡାକ୍ତରଖାନାରେ ବନ୍ଧା ପଢ଼ିଛି ନବଜାତ ଶିଶୁ
ଶିଶୁ କେଉଁଠି ଅଛି ଏବଂ କେଉଁ ପରିସ୍ଥିତିରେ ଅଛି ତାହାର ଠିକଣା କାହାରି ପାଖରେ ନାହିଁ।
May 30,2022, 21:46 PM IST
Rayagada facilitated
ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡ଼ା ସମ୍ମାନିତ, ଗଞ୍ଜାମ ଓ ଖୋର୍ଦ୍ଧାକୁ ବି ପୁରସ୍କାର
ରାୟଗଡା (Rayagada) ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ସାମାଜିକ ସୁରକ୍ଷା ଯୋଜନା (Social Security) ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା କରିଛନ୍ତି।
Apr 30,2022, 7:54 AM IST
Matric exam
ଦୁର୍ଘଟଣା ପାଇଁ ଚୁଲିକୁ ଗଲା ବର୍ଷକର କଷ୍ଟ; ଅଟୋ ଓଲଟି ଜଣେ ଛାତ୍ରୀ ଗୁରୁତର, ୭ ଆହତ
ଶୁକ୍ରବାର ଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କୁନ୍ଦ୍ରା ବ୍ଲକର କେରେମିଟି ଆବାସିକ ବିଦ୍ୟାଳୟର ସେଣ୍ଟର କାଉଡ଼ିଆଗୁଡା ଆବାସିକ ବିଦ୍ୟାଳୟରେ ପଡିଛି। କେରେମିଟିରୁ କାଉଡ଼ିଆଗୁଡା ସେଣ୍ଟରକୁ ପରୀକ୍ଷା ଦେବାପାଇଁ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଫଳରେ ସମସ୍ତେ ପରୀକ୍ଷା ଦେବାରୁ ବଂଚିତ ହୋଇଥିବା ସୂଚନା ମିଳିଛି।
Apr 29,2022, 13:22 PM IST
ASI Kishore Chandra Behera
ମେଡାଲ ପୂର୍ବରୁ ମୃତ୍ୟୁ
ଓଡିଶା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୨୨୧ ଅନୁଯାୟୀ ଚଳିତ ୨୦୨୧-୨୨ ବର୍ଷ ପାଇଁ ଓଡିଶା ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ସେ ସମ୍ମାନିତ ହୋଇଥାନ୍ତେ।
Apr 1,2022, 22:37 PM IST
Odisha Police
ଶହେ ପୋଲିସ ଅଧିକାରୀଙ୍କୁ DGP Disc Award, ଦେଖନ୍ତୁ ପୁରା ତାଲିକା
ପ୍ରତ୍ୟେକ ବର୍ଷ ପୋଲିସ ବିଭାଗରେ କାର୍ଯ୍ୟରତ ବିଭିନ୍ନ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଷ୍ଠାପର କାର୍ଯ୍ୟ ଓ ଉତ୍ତମ ସେବା ପାଇଁ DGP Disc Award ଦିଆ ଯାଏ। ଓଡିଶା ପୋଲିସ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୧୧/ଏସିଆର ସେଲ ଅନୁଯାୟୀ ଚଳିତ-୨୦୨୧/୨୨ ବର୍ଷ ପାଇଁ ୮୭ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଆୱାର୍ଡ ଅଫ ଦି ଡିଜିପି ଡ଼ିସ୍କ (Award Of The DGP'S DISC)ରେ ୧୦୦ ଯବାନଙ୍କୁ ସମ୍ମାନିତ କରାଯିବ।
Mar 31,2022, 9:52 AM IST
Insurance Employees
କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ, LIC ଅଫିସରେ ଧର୍ମଘଟ
ରାଷ୍ଟ୍ର ଓ ଜନଗଣଙ୍କ ସେବାରେ ଲାଗିଥିବା ରାଷ୍ଟ୍ରାୟତ୍ତ ଶିଳ୍ପ ଗୁଡିକର ଅଯଥା ଘରୋଇକରଣ ଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନ ବିରୋଧୀ ବୋଲି ସଂଘର ଉପସଭାପତି ଶେଷଗିରି କହିଛନ୍ତି। ତେବେ ଏ ନେଇ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଥିଲେ।
Mar 29,2022, 7:09 AM IST
ବିଜେପି ନାରୀନେତ୍ରୀଙ୍କୁ ନିର୍ଯାତନା, ଦଳ ଛାଡ଼ିଲେ ମଇନା
ରାୟଗଡାସ୍ଥିତ ଏକ ଘରୋଇ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ୟ ଦଳ ବିରୁଦ୍ଧରେ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି।
Nov 22,2021, 7:08 AM IST
୪୦ ହଜାରରେ ମିଳୁଛି ଅଙ୍ଗନବାଡି ଚାକିରି! ସବୁ ଜାଣି ଚୁପ୍ ଅଧିକାରୀ
ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଅଙ୍ଗନବାଡି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଚାଟିକଣା ପଞ୍ଚାୟତର ହାଡସିଂଙ୍ଖୁଳା ଗ୍ରାମରେ ଅଙ୍ଗନବାଡି ନିଯୁକ୍ତି ନିମନ୍ତେ ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିଲା।
Nov 16,2021, 10:34 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.