atal bihari bajpayee

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ (Atal Bihari Bajpayee) ଜନ୍ମଦିବସରେ ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi) ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । 

Dec 25, 2020, 10:08 AM IST

लखनऊ नगर निगम का 200 करोड़ का बॉन्ड बॉम्बे स्टॉक एक्सचेंज में लिस्टेड, CM योगी ने बजाया BSE का घंटा

इस रकम का इस्तेमाल शहर की जल सुविधा को बेहतर बनाने में किया जाएगा. इससे जल, सीवर, सभी के आवास के लिए पूंजी में मदद हो सकेगी. और नगर निगम में प्रशासनिक और वित्तीय सुधार होगा.   

Dec 2, 2020, 11:15 AM IST

PM मोदी ने एक ऐसा रिकॉर्ड भी बनाया, जो रुतबा कोई प्रधानमंत्री हासिल नहीं कर सका

केंद्र और राज्य मिलाकर किसी निर्वाचित सरकार के प्रमुख के तौर पर उनका कार्यकाल अब तक के सभी प्रधानमंत्रियों में सबसे लंबा हो गया है.

Aug 14, 2020, 04:26 PM IST

देश को पावरफुल बनाने में 11 मई का बड़ा योगदान, किए कई बड़े सफल परीक्षण

11 मई का दिन भारत के इतिहास में कई कारणों से अहम है. इस दिन भारत ने 1998 में दूसरी बार परमाणु परीक्षण किया था. आइए इसके अलावा और अहम घटनाओं को जानते हैं...

मई 11, 2020, 10:40 AM IST

ପ୍ରଜ୍ଞାଦୀପ୍ତବାଗ୍ମୀ ଅଟଳଙ୍କୁ ଉପହାର

 ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭଲ ଉପହାର ପ୍ରଦାନ କରିଛନ୍ତି । ତାଙ୍କ ନାଁରେ ''ଅଟଳ ଭୂଜଳ ଯୋଜନା'' ନାମକ ଏକ ନୂଆ ଯୋଜନା ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିଛନ୍ତି । ବିଶ୍ୱ ବ୍ୟାଙ୍କର ୩ ହଜାର କୋଟି ଓ କେନ୍ଦ୍ର ସରକାରଙ୍କ ୩ ହଜାର କୋଟି ଟଙ୍କା ସହଭାଗିତାରେ ଏହି ଯୋଜନା କରାଯାଇଛି । ଏହି ଯୋଜନା ଅନୁସାରେ, ଯେଉଁ ଅଞ୍ଚଳର ଭୂତଳ ଜଳ ତଳକୁ ଚାଲିଯାଇଛି, ସେହି ଅଞ୍ଚଳର ଜଳସ୍ତର ବୃଦ୍ଧି କରାଯିବ। 

Dec 25, 2019, 06:34 PM IST

ଏମ୍ସ ପରିସରରେ ପ୍ରତିଷ୍ଠା ହେବ ବାଜପେୟୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର ଏମ୍ସ ପରିସରରେ ପ୍ରତିଷ୍ଠା ହେବ ବାଜପେୟୀଙ୍କ ପ୍ରତିମୂର୍ତ୍ତି । ଅଟଳ ବିହାରୀ ବାଜପେୟୀ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏବେ ସେହି ଏମ୍ସ, ବାଜପେୟୀଙ୍କୁ ସମ୍ମାନ ଜଣାଇ ପ୍ରତିଷ୍ଠା କରୁଛି ତାଙ୍କର ପ୍ରତିମୂର୍ତ୍ତି । ଆସନ୍ତାକାଲି ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ । ସ୍ୱତନ୍ତ୍ର ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହ ନେତା ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।    

Dec 24, 2019, 08:53 PM IST

बिहार: राज्य की नदियों में विसर्जित होंगी बाजपेयी की अस्थियां, बीजेपी ने शुरू की तैयारी

बीजेपी के प्रदेश अध्यक्ष नित्यानंद राय अटल बिहारी वाजपेयी की अस्थियों को लेकर पटना आएंगे. 

Aug 19, 2018, 02:55 PM IST