Advertisement

Canada PM Justin Trudeau

alt
ଗତ କିଛି ମାସ ଧରି ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା କାରଣରୁ ଭାରତକୁ ଆସିବାକୁ ଚାହୁଁଥିବା କାନାଡା ନାଗରିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାରତ ସରକାରଙ୍କ ଦ୍ବାରା କାନାଡା ନାଗରିକଙ୍କୁ ଭିସା ଜାରି କାର୍ଯ୍ୟ ସ୍ଥଗିତ ରହିଥିବାରୁ କାନାଡାର ଭିସା ପ୍ରକ୍ରିୟାକରଣ ସାଇଟରେ ଏକ ବଡ଼ ବ୍ୟାକ୍ଲଗ୍ ସୃଷ୍ଟି କରିଛି। ଫଳରେ କାନାଡା ନାଗାରିକଙ୍କୁ ଭାରତୀୟ ଭିଜା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କାନାଡା ସହ ତିକ୍ତତା ବଢିବା ପରେ ସେପ୍ଟେମ୍ବରରେ କାନାଡାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ନିଜ ସେବାକୁ ବାତିଲ କରିଦେଇଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡାରେ ମିଳୁଥିବା ଧମକ ପାଇଁ ସେବା ଯୋଗାଇ ଦେବା ସମ୍ଭବ ନୁହେଁ ।
Nov 15,2023, 16:33 PM IST
alt
Sep 10,2023, 20:46 PM IST

Trending news