Advertisement

Congress protest

alt
Mar 5,2024, 11:13 AM IST
alt
ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର। ରସୁଣ ଦରବୃଦ୍ଧି କୁ ନେଇ ଖାଉଟିମାନେ ଚିନ୍ତା ପଡିଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ଜିଲ୍ଲା ମୁଖପାତ୍ର ହିମାଂଶୁ ଭୂଷଣ ମଲ୍ଲିକ ଏକ ବିବାହ କାର୍ଯ୍ୟ ରେ ଯୋଗ ଦେଇ ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର ଦିଆଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି। ଜଗତସିଂହପୁର ଜିଲ୍ଲାରେ ରସୁଣ ଦର ଆକାଶ ଛୁଆଁ ହୋଇଥିବା ବେଳେ ରସୁଣ କିଲୋପ୍ରତି ୫ଶହ ଟଙ୍କା ରେ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି।କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ନବ ଦମ୍ପତି ଙ୍କୁ ବିବାହ ଉତ୍ସବ ରେ ରସୁଣ ର ମାଳ ପ୍ରଦାନ କରାଯାଇଛି। କଂଗ୍ରେସ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଗରାମ ଗ୍ରାମର ଜ୍ୟୋତି ରଞ୍ଜନ ମଲିକ ଓ
Feb 9,2024, 12:26 PM IST
View More

Trending news

;