UP DA Hike 2026: यूपी के लाखों कर्मचारियों की सैलरी में बंपर इजाफा हुआ है. योगी सरकार ने महंगाई भत्ते (DA) में 2 फीसदी की बढ़ोतरी का फैसला लिया है. इसके बाद राज्य कर्मचारियों का डीए 58 फीसदी से बढ़कर 60 फीसदी हो गया है. इसका सीधा फायदा जून में मिलने वाली सैलरी और पेंशन में दिखेगा. वीडियो देखिए...
8th Pay Commission: ଅଷ୍ଟମ ବେତନ କମିଶନ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ବିଷୟରେ ବିଚାର ବିମର୍ଶ କରୁଛି। କେନ୍ଦ୍ର ସରକାରୀ କର୍ମଚାରୀମାନେ ସେମାନଙ୍କର ଦରମା ବୃଦ୍ଧି ସମ୍ପର୍କରେ ଅପଡେଟ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ପରିସ୍ଥିତିରେ, ଫିଟମେଣ୍ଟ ଫ୍ୟାକ୍ଟର ବିଷୟରେ ଜାଣିବା ଗୁରୁତ୍ୱପୂର୍ଣ୍ଣ।
DA Hike Big Update: କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ଅଷ୍ଟମ ବେତନ ଲାଗୁ ହେବା ପୂର୍ବରୁ ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ସରକାର। ମହଙ୍ଗା ଭତ୍ତା ବୃଦ୍ଧି କେତେ ପ୍ରତିଶତ ମିଳିବ। ସେନେଇ ସରକାର ବିଚାର ବିମର୍ସ ଜାରି ରଖିଛନ୍ତି......ବିଶେଷ ସୂତ୍ରରୁ କେତେ ପ୍ରତିଶତ ମହଙ୍ଗା ଭତ୍ତା ବଢିବ ସେନେଇ ଖବର ମିଳିଛି...ଆସନ୍ତୁ ଜାଣିବା....
जनवरी 2026 के लिए महंगाई भत्ता (DA) बढ़ोतरी का केंद्रीय सरकारी कर्मचारी बेसब्री से इंतजार कर रहे हैं. आमतौर पर सरकार बड़े त्योहारों के आसपास DA बढ़ोतरी का ऐलान करती है.
8th pay commission: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିଶ ଲାଗୁ କରିବାକୁ ଅପେକ୍ଷା କରିଛନ୍ତି। ଗତ ବର୍ଷ ନଭେମ୍ବରରେ ବେତନ କମିଶନ ଗଠନ କରାଯାଇଥିଲା। ପୂର୍ବରୁ, ଜାନୁଆରୀରେ ବେତନ କମିଶନ ଗଠନ ଘୋଷଣା କରାଯାଇଥିଲା।
DA Hike News: କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି, ଯାହା ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମୁହଁରେ ହସ ଫୁଟାଇଛି। ମହଙ୍ଗା ଭତ୍ତା (DA) ରେ 6 ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ଏହି ନିଷ୍ପତ୍ତି ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ, ଯାହା ଫଳରେ ଦରମା ଏବଂ ପେନସନରେ ସିଧାସଳଖ ବୃଦ୍ଧି ଘଟିବ।
DA Hike Update : राज्य सरकार ने महंगाई भत्ता (DA) 3 प्रतिशत बढ़ाकर मूल वेतन का 55 प्रतिशत से 58 प्रतिशत कर दिया है. इससे लगभग 3.9 लाख कर्मचारियों को फायदा होगा. इससे पहले अगस्त 2025 में इसे 2 प्रतिशत बढ़ाया गया था.
Da Hike: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢିଲା ପ୍ରତିଶତ ମହଙ୍ଗା ଭତ୍ତା। ଏଥିରେ ଲକ୍ଷ ଲକ୍ଷ ପେନସନଭୋଗୀ ଓ କର୍ମଚାରୀ ଲାଭବାନ୍ ହେବେ। ସରକାର ମୁଦ୍ରାସ୍ପୀତି ସମୟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧିକୁ କ୍ୟାବିନେଟ୍ ରେ ଅନୁମୋଦନ କରିଛନ୍ତି।
8th Pay Commission Update: ଅର୍ଥ ମନ୍ତ୍ରଣାଳୟ ସଂସଦ ଗୃହରେ ସୂଚନା ଦେଇଛି ଯେ ଏହା ବର୍ତ୍ତମାନ ବେସିକ ସାଲାରିରେ ମହଙ୍ଗା ଭତ୍ତା (DA) କିମ୍ବା ମହଙ୍ଗା ରିଲିଫ୍ (DR) ଅନ୍ତର୍ଭୁକ୍ତ କରିବା ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହିଁ। କହିରଖୁଛୁ ଯେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଏହାକୁ ନେଇ ଆଶଙ୍କା ପ୍ରକାଶ କରୁଥିଲେ।
8th Pay Commission: ଅଷ୍ଟମ ବେତନ କମିଶନ୍ କୁ ନେଇ ଆସିଲା ୧୦ଟି ବଡ଼ ଅପଡେଟ୍। ଯାହା ଦ୍ବାରା ଉପକୃତ ହେବେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬.୫ ଲକ୍ଷ ପେନସନଭୋଗୀ। ତେବେ, ନଜର ପକାନ୍ତୁ ସେହି ଅପଡେଟ୍ ଗୁଡିକ ବିଷୟରେ....ଦରମା କେତେ ବୃଦ୍ଧି ହେବା ସହ କେବେଠୁ ଲାଗୁ ହେବା...ଆସନ୍ତୁ ଜାଣିବା ....
DA Hike : मिजोरम के मुख्यमंत्री लालदुहोमा की अध्यक्षता में मंत्रिपरिषद की बैठक में ये फैसला लिया गया है. इस बढ़ोतरी के बाद सरकारी कर्मचारी अब अपने मूल वेतन का 44 प्रतिशत DA के रूप में पाएंगे, जो पहले 40 प्रतिशत था.
8th Pay Commission: ନୂତନ ସାଲାରି ଷ୍ଟ୍ରକ୍ଚରରେ ମହଙ୍ଗା ଭତ୍ତା (DA) ମୂଳ ଦରମାରେ ମିଶ୍ରଣ କରାଯିବ ଏବଂ ଯାହା ପୁଣି ଥରେ ଶୂନ୍ୟରୁ ଆରମ୍ଭ ହେବ। ଏହା ଫଳରେ କର୍ମଚାରୀଙ୍କ ନିଟ୍ ଦରମାରେ କୌଣସି ହ୍ରାସ ହେବ ନାହିଁ ବରଂ HR, TA ଏବଂ ପେନସନ ଭଳି ଭତ୍ତା ମଧ୍ୟ ବୃଦ୍ଧି ପାଇବ।
DA Hike News: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଗତ ସପ୍ତାହରେ ସପ୍ତମ ବେତନ କମିଶନ ଅଧିନରେ ଆସୁଥିବା ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ହେଲେ ଆଜି ପଞ୍ଚମ ଓ ଷଷ୍ଠ ବେତନ କମିଶନଙ୍କ ଅଧିନରେ ଆସୁଥିବା କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ନେଇ ସରକାର ଘୋଷଣା କରିଛନ୍ତି। ଯାହା ଦ୍ବାରା ଲକ୍ଷ ଲକ୍ଷ ପେସନସଭୋଗୀ ଓ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ତେବେ, ଆସନ୍ତୁ ଜାଣିବା ପଞ୍ଜମ ଓ ଷଷ୍ଠ କମିଶନ ଅଧିନରେ ଥିବା କର୍ମଚାରୀଙ୍କ କେତେ ପ୍ରତିଶତ ଡିଏ ବୃଦ୍ଧି ହେବ।
DA Hike News: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟଗୁଡ଼ିକ ମଧ୍ୟ ଏବେ DA ବୃଦ୍ଧି କାର୍ଯ୍ୟକାରୀ କରୁଛନ୍ତି। ସିକିମ ଅର୍ଥ ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ ପୂର୍ବ ସଂଶୋଧିତ ମୌଳିକ ଦରମା ଢାଞ୍ଚାରେ ଦରମା ନେଉଥିବା କର୍ମଚାରୀ ଏବଂ ପେନସନଭୋଗୀମାନେ ଯଥାକ୍ରମେ ଅତିରିକ୍ତ ୬ ପ୍ରତିଶତ DA ଏବଂ DR ପାଇବେ।
7th Pay Commission: କେନ୍ଦ୍ର ସରକାର କର୍ମଚାରୀ ଭତ୍ତା ଉପରେ ପ୍ରଭାବ ପକାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ପୋଷାକ ଭତ୍ତା ସମ୍ବନ୍ଧୀୟ ନିୟମରେ ସଂଶୋଧନ କରିଛନ୍ତି। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ୧ ଜୁଲାଇ, ୨୦୨୫ ପରେ ଯୋଗ ଦେଉଥିବା ନୂତନ କର୍ମଚାରୀମାନେ ମଧ୍ୟ ଏହାର ଲାଭ ପାଇବେ।
Diwali Gift for Central Employees: मोदी सरकार ने दिवाली से पहले लाखों केंद्रीय कर्मचारियों की मुंहमांगी मुराद पूरी कर दी है. सरकार ने बुधवार को कैबिनेट मीटिंग में केंद्रीय कर्मियों का महंगाई भत्ता बढ़ाने पर बड़ा फैसला लिया.
DA Hike: ଆରମ୍ଭ ହୋଇଯାଇଛି ପାର୍ବଣ। ଆଉ ଦିନ କେଇଟା ପରେ ଆସିବ ଆଲୋକର ପର୍ବ ଦୀପାବଳି। ଯାହାକୁ ଚାତକ ପରି ଚାହିଁ ବସିଛନ୍ତି କେନ୍ଦ୍ରୀୟ କର୍ମଚାରୀ। କାହିଁକିନା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ବୃଦ୍ଧି ନେଇ ସରକାର ଘୋଷଣା କରିବେ। ଏହା ଦ୍ବାରା ପେନସନଭୋଗୀ ମଧ୍ୟ ଉପକୃତ ହେବେ। ତେବେ, ଡିଏ ବୃଦ୍ଧି ନେଇ ଆଉ ଏକ ତାଜା ଅପଡେଟ୍ ଆସିଛି। ଜାଣନ୍ତୁ...
DA Hike Update: ପାର୍ବଣ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଶିବ ଖୁସି ଖବର। ବଢିବ ମହଙ୍ଗା ଭତ୍ତା(DA)। ତେବେ, ଆସନ୍ତୁ ଜାଣିବା ମହଙ୍ଗା ଭତ୍ତା କେତେ ପ୍ରତିଶତ ବୃଦ୍ଧି ହେବା ଏବଂ କେଉଁ ତାରିଖରେ ମିଳିବ।....
DA Hike: ବିଶ୍ୱାସ କରାଯାଉଛି ଯେ ସଦ୍ୟତମ ମୁଦ୍ରାସ୍ଫୀତି ହାର ସଂଖ୍ୟା ଏବଂ ସପ୍ତମ ବେତନ କମିଶନର ସୁପାରିଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୁବ୍ ଶୀଘ୍ର ବର୍ଦ୍ଧିତ DA ଏବଂ DR ଘୋଷଣା କରିପାରନ୍ତି। କହିରଖୁଛୁ ଯେ ସରକାରଙ୍କ ଏହି ନିଷ୍ପତ୍ତି କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ।
Dearness Allowance: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରୀଙ୍କୁ ପାର୍ବଣରେ ଖୁସି ଖବର ଦେବେ କେନ୍ଦ୍ର ସରକାର। ଆସନ୍ତା ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା କେନ୍ଦ୍ର ସରକାର ବୃଦ୍ଧି କରିବାକୁ ଯାଉଛନ୍ତି।ତେବେ, ଆସନ୍ତୁ ଜାଣିବା କେତେ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇବାକୁ ଯାଉଛି।...
ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଆଗାମୀ ତିନି ବର୍ଷ ମଧ୍ୟରେ 30 ପ୍ରତିଶତ ବୃଦ୍ଧି କରାଯିବ। ବର୍ତ୍ତମାନ କର୍ମଚାରୀମାନେ ୫୫ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ସରକାର ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ମହଙ୍ଗା ଭତ୍ତା ୯ ପ୍ରତିଶତ ବୃଦ୍ଧି କରି ୬୪ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଶ୍ୱାସ କରାଯାଉଛି ଯେ ଏହି ବୃଦ୍ଧିର ୪ ପ୍ରତିଶତ ଦୀପାବଳି ସୁଦ୍ଧା କାର୍ଯ୍ୟକାରୀ କରାଯିବ, ଯେତେବେଳେ ବାକି ୫ ପ୍ରତିଶତ ମାର୍ଚ୍ଚ ଶେଷ ସୁଦ୍ଧା ଦିଆଯିବ।
DA Hike News: ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଦୁଇ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ରାଜ୍ୟର ଲକ୍ଷ ଲକ୍ଷ ପରିବାର ପାଇଁ ଏକ ଆଶ୍ୱସ୍ତି ଖବର। ସ୍ୱାଧୀନତା ଦିବସ ପୂର୍ବରୁ ରାଜ୍ୟ ସରକାର ଏହା ଘୋଷଣା କରି ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି କରିଛନ୍ତି।