jharsuguda

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ହିର୍ମା ପଞ୍ଚାୟତ ୫ ଦିନ ପାଇଁ ସଟଡାଉନ୍

 ପଞ୍ଚାୟତରେ କେବଳ ଔଷଧ ଦୋକାନକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ । ଅନ୍ୟ ପକ୍ଷରେ SMC କର୍ତ୍ତୃପକ୍ଷ ଠିକ ସମୟରେ ଗାଁକୁ ବିଶୋଧନ ମଧ୍ୟ ନ କରୁଥିବା ଅଭିଯୋଗ ହୋଇଛି । 

Aug 6, 2020, 03:59 PM IST

ଝାରସୁଗୁଡ଼ାରେ ହାତୀ ଉପଦ୍ରବ, ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଏହି ଅଞ୍ଚଳରେ ହାତୀ ଆକ୍ରମଣ ନୂଆ କଥା ନୁହେଁ । ବିଭିନ୍ନ ସମୟରେ ହାତୀପଲ ଆସି ଉପଦ୍ରବ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

Aug 5, 2020, 09:40 AM IST

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରିଲେ କୋରୋନା ଆକ୍ରାନ୍ତ

ଯାହା ଜଣାପଡ଼ିଛି, ଉକ୍ତ ରୋଗୀଙ୍କ ଗତ ୨୩ ତାରିଖରେ ସ୍ୱାବ ସଂଗ୍ରହ କରାଯାଇଥିଲା । ତେବେ ତାଙ୍କ ରିପୋର୍ଟ ଆସିବା ପୂର୍ବରୁ ଅନ୍ୟ ରୋଗ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଥିଲେ । 

Jul 27, 2020, 09:46 AM IST

ଶିବ ମନ୍ଦିରରେ ୧୪୪ ଧାରା

ଶିବ ଭକ୍ତ ଏବଂ କାଉଡ଼ିଆଙ୍କ ଏହି ସବୁ ସ୍ଥାନରେ ଭିଡ଼ ହୋଉଥିବାରୁ ମନ୍ଦିର ଗୁଡିକରେ ୧୪୪ ଧାରା ରୁଜୁ କରାଯାଇଛି । 

Jul 6, 2020, 10:52 AM IST

ଝାରସୁଗୁଡ଼ାର ୫ ନସିଂ ହୋମ ସିଲ

ଘରୋଇ ହସ୍ପିଟାଲ ପାଇଁ ଜାରି କରିଥିବା କୋରୋନା ଗାଇଡଲାଇନକୁ ଏହି ସମସ୍ତ ନର୍ସିଂହୋମ ପାଳନ କରୁ ନ ଥିବା ଅଭିଯୋଗ ହୋଇଥିଲା ।

Jul 6, 2020, 06:46 AM IST

କିଛି ସହିବାକୁ ହେବ, ଆଉ କିଛି ତ୍ୟାଗ କରିବାକୁ...

କୋରୋନା ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ଜନ ସାଧାରଣଙ୍କୁ କିଛି ସହ୍ୟ କରିବା ସହ କିଛି ତ୍ୟାଗ କରିବାକୁ ପଡ଼ିବ । ଏଭଳି ମନୋଭାବ ରଖି କୋରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ପ୍ରଶାସନକୁ ଜିଲ୍ଲାବାସୀ ସହାୟତା କରନ୍ତୁ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ । 

Jul 5, 2020, 11:59 AM IST

ଫୋନରେ ଅଭିଯୋଗ କରିପାରିବେ ଆପଣ, ତାହା ପୁଣି ଏସପିଙ୍କ ପାଖରେ...

କୋରୋନା ମୁକାବିଲା ବେଳେ ଝାରସୁଗୁଡ଼ା ଏସପିଙ୍କ ନିଆରା ଉଦ୍ୟମ

Jun 27, 2020, 03:25 PM IST

୧୨ଟି ଗାଁରେ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

କୋରୋନା ପଜିଟିଭ ଜଣାପଡ଼ିବା ପରେ ସଟଡାଉନ ହେଲା ଝାରସୁଗୁଡ଼ା

Jun 25, 2020, 09:42 AM IST

ଝାରସୁଗୁଡ଼ାର ୧୭ କୋରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରୀ, ବାର୍ଥ ଡେ ପାର୍ଟିରୁ ବାହାଘର ଭୋଜି

ଜିଲ୍ଲା ବ୍ରଜରାଜନଗର ଅଂଚଳରେ ହୋମ କ୍ବାରେଣ୍ଟିନରେ ଥିବା ଜଣେ ମହିଳାଙ୍କ ଶିଶୁ ପୁତ୍ରର ଜନ୍ମଦିନର ପାର୍ଟିରେ ସାମିଲ ହୋଇ ୧୭ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ଆଗରୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୨୧ ଥିଲା । ଯାହା ଏବେ ୨୫ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୬ରେ ପହଂଚିଛି । ଜିଲ୍ଲ

Jun 21, 2020, 08:34 PM IST

ଝାରସୁଗୁଡାରେ ପୁଣି ୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ବୃଦ୍ଧି ପାଇଛି । ତେବେ ଏଥିରୁ ୭ ଜଣ ସୁସ୍ଥ ହୋଇ ସାରିଲାଣି ।

Jun 11, 2020, 05:35 PM IST

ସମ୍ପର୍କ ଜୁଇରେ ୫ ସଦସ୍ୟ

ଲହଣ୍ଡାବୁଡ଼ ସାମୁହିକ ଆତ୍ମହତ୍ୟା ଉଦ୍ୟମ ଘଟଣା, ବନ୍ଦିତା ବି ଆଖି ବୁଜିଲେ

Jun 5, 2020, 11:16 AM IST

ମୋବାଇଲ ଟିମ ଫରେଷ୍ଟର ପ୍ରଶାନ୍ତ ବାଗଙ୍କୁ ମରଣାନ୍ତକ ଆକ୍ରମଣ

ଅସ୍ଥାୟୀ ୪ ବନ କର୍ମଚାରୀ ଆକ୍ରମଣ କରିଥିବା ଅଭିଯୋଗ

Jun 3, 2020, 11:16 AM IST

ସାମୁହିକ ଆତ୍ମହତ୍ୟା ଉଦ୍ୟମ ଘଟଣା, ଆଖି ବୁଜିଲେ ଶ୍ରୀକାନ୍ତ

ବୁର୍ଲା ମେଡିକାଲରେ ଆଖି ବୁଜିଲେ ମୃତକ ଦୀପକ ବିଶ୍ୱାଳଙ୍କ ଭାଇ ଶ୍ରୀକାନ୍ତ ବିଶ୍ୱାଳ ।

Jun 3, 2020, 09:06 AM IST

ବଡ଼ ପୁଅର ମୃତ୍ୟୁ ହେବାରୁ ପୁରା ପରିବାରର ଆତ୍ମହତ୍ୟା ଉଦ୍ୟମ

ଘରେ ମୃତଦେହ, ମେଡିକାଲ ବେଡରେ ପରିବାର

Jun 2, 2020, 12:04 PM IST

ଆଜିଠୁ ବିମାନ ସେବା ଆରମ୍ଭ, ଝାରସୁଗୁଡ଼ାକୁ ଆସିବାକୁ ଥିବା ଦୁଇ ଫ୍ଲାଇଟ ବାତିଲ

କଲିକତାରୁ ଆସିବାକୁ ଥିବା ପ୍ରଥମ ଫ୍ଲାଇଟ ଏବଂ ଭୁବନେଶ୍ୱରରୁ ଆସିବାକୁ ଥିବା ଦ୍ୱିତୀୟ ଫ୍ଲାଇଟ ବାତିଲ ହୋଇଛି । 

मई 25, 2020, 06:59 AM IST

ଝାରସୁଗୁଡ଼ାରେ କୁନି ଭାଇ-ଭଉଣୀଙ୍କୁ କୋରୋନା

ଜିଲ୍ଲାରେ ପୁଣି ୩ ନୂଆ ମାମଲା ଆସିବା ପରେ ସତଦର୍କତାମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । 

मई 23, 2020, 07:33 AM IST

ଝାରସୁଗୁଡ଼ାରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହେଲେଣି । 

मई 3, 2020, 09:11 AM IST

କୋରୋନା ରୋକିବାର ଉପାୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଏହି ରୋଗ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି କିନ୍ତୁ ଏହାର ଔଷଧ ବାହାରି ନାହିଁ ତେଣୁ ସଚେତନ ହିଁ ଏହାର ଏକ ମାତ୍ର ବିକଳ୍ପ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

Mar 6, 2020, 08:45 PM IST

ଝାରସୁଗୁଡ଼ା ବିମାନବନ୍ଦରରେ କୋରୋନା ପାଇଁ ଯାଞ୍ଚ ଜୋରଦାର

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରିବା ପରେ କୋରୋନା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା। ଏହି କ୍ରମରେ ଆଜି ଠାରୁ ଝାରସୁଗୁଡ଼ା ବିମାନବନ୍ଦରରେ କୋରୋନା ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।  

Jan 28, 2020, 07:45 PM IST

ସମ୍ବଲପୁରୀ ଶେଷ୍ଠ ଭାଷା: କିଶୋର ମହାନ୍ତି

୨ୟ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ୨୦୨୦ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ  ଝାରସୁଗୁଡ଼ା ମଙ୍ଗଳ ବଜାର ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । 

Jan 20, 2020, 11:16 AM IST