ncp chief

आखिरकार फडणवीस ने तोड़ दी चुप्पी, चाचा पवार की 'दोहरी नीति' का खुलासा

महाराष्ट्र की सियासत में एक बार फिर बड़ा मोड़ सामने आया है. पूर्व सीएम देवेंद्र फडणवीस ने एनसीपी प्रमुख शरद पवार को लेकर एक बड़ा खुलासा कर दिया है. जिसके बाद हर कोई सकपका गया है.

Dec 9, 2019, 06:29 AM IST

ଘୋଡ଼ା ବେପାରକୁ ଭୟ, ଫ୍ଲୋର ଟେଷ୍ଟ ପୂର୍ବରୁ ହୋଟେଲରେ ବିଶ୍ୱାସ ପରୀକ୍ଷା

ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପୂର୍ବରୁ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟକୁ ଘାରିଛି ଘୋଡ଼ା ବେପାର ଭୟ । ସମସ୍ତ ଦଳୀୟ ବିଧାୟକ ମେଣ୍ଟକୁ ସମର୍ଥନ ଦେବେ କିମ୍ବା ଘୋଡ଼ା ବେପାରରେ ସାମିଲ ହେବେ ସେନେଇ ମେଣ୍ଟ ନେତାଙ୍କ ଆଶଙ୍କା ବଢ଼ିଥିବା ପ୍ରମାଣିତ ହୋଇଛି । ସୋମବାର ୩ ଦଳର ସମସ୍ତ ୧୬୨ ବିଧାୟକଙ୍କୁ ମୁମ୍ବାଇର ଗ୍ରେଡ ହୟାତ ହୋଟେଲରେ ଏକାଠି ହେବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ହୋଟେଲରେ ବିଧାୟକଙ୍କ ସହ ଆଲୋଚନା ସହ ଅଜିତ ପାୱାରଙ୍କୁ ସମର୍ଥନ ନଦେବା ପାଇଁ ତାଗିଦ କହିଛନ୍ତି ଉଦ୍ଧବ ଠାକରେ ଓ ଶରଦ ପାୱାର । ମହାରାଷ୍ଟ୍ରରେ କ୍ଷମତା ହାସଲ ପାଇଁ  ଲାଗିରହିଥିବା ଶୀତଳ  ଯୁଦ୍ଧରେ କାହାର ହେବ ବିଜୟ । ଏନେଇ ମଙ୍ଗଳବାର ସକାଳ ୧୦.୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

Nov 25, 2019, 09:57 PM IST

ମୁଁ ଶିବସେନା ସହ ବହୁ ଆଗକୁ ପଳାଇ ଆସିଛି: ପାୱାର

ବିରୋଧୀଙ୍କୁ ଚକମା ଦେଇ ସରକାର ଗଢିବାରେ ସଫଳ ହୋଇଛି ବିଜେପି । ଶନିବାର ସକାଳୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାର ଥିଲା, ହେଲେ ଫଡନାଭିସ ହେଲେ । ପୁରା ମାମଲା ଏବେ ସୁପ୍ରିମକୋର୍ଟରେ । ତେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଏନସିପି ଓ କଂଗ୍ରେସ ସହ କେମିତି ହୋଇଥିଲା ବୁଝାମଣା ? କଣ ସବୁ ଆଲୋଚନା ହୋଇଥିଲା ? ଏବେ ସାମ୍ନାକୁ ଆସିଛି ଏସବୁ ତଥ୍ୟ । ଖୋଦ ଏନସିପି ମୁଖ୍ୟ ଶରଦ ପାୱାର ଏହାକୁ ସାମ୍ନାକୁ ଆଣିଛନ୍ତି । 

Nov 25, 2019, 02:38 PM IST

ଆଜି ମଧ୍ୟାହ୍ନରେ ଏନସିପି-ଶିବସେନା ସାମ୍ୱାଦିକ ସମ୍ମିଳନୀ

ଶିବସେନାକୁ ଚକମା ଦେଇ ମହା ସିଂହାସନ ହାସଲ କରିଛି ବିଜେପି । ଏକ ନାଟକୀୟ ମୋଡରେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ । ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ବରିଷ୍ଠ ଏନସିପି ନେତା ଅଜିତ ପାୱାର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ବ୍ୟକ୍ତିଗତ ବୋଲି କହିଛି  ଏନସିପି । ଆଜି ମଧ୍ୟାହ୍ନରେ ଏନସିପି ଓ ଶିବସେନା ମିଳିତ ସାମ୍ୱାଦିକ ସମ୍ମିଳନୀ କରିବେ ବୋଲି ଜଣାପଡିଛି । 

Nov 23, 2019, 10:32 AM IST

ଆଜି ମୋଦିଙ୍କୁ ଭେଟିବେ ଶରଦ ପାୱାର, ଶିବସେନା ଛାତି ଧଡଧଡ !

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାୱାର । ସେ ଚାଷୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଥିବା କୁହାଯାଉଛି । ହେଲେ ଏହାକୁ ମଧ୍ୟ କେହି କେହି 'ମହା' ନାଟକର ଅଂଶ ବିଶେଷ ବୋଲି ଅନୁମାନ କରୁଛନ୍ତି । ଆଉ ମୋଦି-ପାୱାର ଭେଟଘାଟକୁ ନେଇ ଶିବସେନା ଛାତି ଧଡଧଡ ହେବା ଆରମ୍ଭ କରିଦେଲାଣି !

Nov 20, 2019, 10:27 AM IST

ସରକାର ଗଢ଼ିବା ପାଇଁ କାହା ସହ ଚର୍ଚ୍ଚା ହୋଇନି: ପାୱାର

ଆଜି ଅର୍ଥାତ ସୋମବାର ଦିଲ୍ଲୀରେ ଏନସିପି ମୁଖିଆ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତିକୁ ନେଇ ଦୁହେଁଙ୍କ ମଧ୍ୟରେ ଚର୍ଚ୍ଚା ହୋଇ ଯାଇଛି । ଏହାସହ ଶିବସେନା ସହ ମେଣ୍ଟକୁ ନେଇ ଚର୍ଚ୍ଚା ହେବାର ଅନୁମାନ କରାଯାଉଛି । 

Nov 18, 2019, 07:28 PM IST

ଶିବସେନା ସହ ମିଶି ସରକାର ଗଢିବାକୁ ନେଇ ପାୱାରଙ୍କ ବଡ଼ ବୟାନ

ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଚାଲିଛି ମାନସ ମନ୍ଥନ । ଏହି କ୍ରମରେ ଆଜି ଅର୍ଥାତ ସୋମବାର ଏନସିପି ଅଧ୍ୟକ୍ଷ ଶରଦ ପାୱାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିବେ । ଏହା ପୂର୍ବରୁ ପାୱାରଙ୍କ ତରଫରୁ ବଡ଼ ବୟାନ ଆସିଛି ।  ଯାହା ଶୁଣି ସମସ୍ତେ ଚକିତ ହୋଇଛନ୍ତି ।  ତାଙ୍କୁ ପଚାରା ଯାଇଥିଲା ଯେ ଶିବସେନା କହୁଛି ସେମାନେ ସରକାର ଗଢିବା ପାଇଁ ଏନସିପି ସହ ଆଲୋଚନା କରୁଛି ।  ଏହାର ଜବାବରେ ପାୱାର କହିଛନ୍ତି ଯେ ସତରେ କଣ ଏପରି ହେଉଥିଲା? 

Nov 18, 2019, 04:03 PM IST

ପାୱାରଙ୍କ ସହ ସାକ୍ଷାତ କଲେ ଶିବସେନା ମୁଖ୍ୟ ଉଦ୍ଧବ

ମହାରାଷ୍ଟ୍ର ବିଧାନ ନିର୍ବାଚନର ୧୬ ଦିନ ପରେ ସରକାର ଗଠନ ହୋଇପାରି ନାହିଁ । କିନ୍ତୁ ବର୍ତ୍ତମାନ ସ୍ଥିତି କ୍ରମଶ ସ୍ପଷ୍ଟ ହେବାକୁ ଲାଗୁଛି । ଏନସିପି ଓ କଂଗ୍ରେସ ସହାୟତାରେ ଶିବସେନା ସରକାର ଗଠନ ପ୍ରୟାସ ଆରମ୍ଭ କରି ଦେଇଛି । କାରଣ ଆଜି ସନ୍ଧ୍ୟା ୭ଟା ମଧ୍ୟରେ ସରକାର ଗଠନକୁ ନେଇ ଶିବସେନାକୁ ରାଜ୍ୟପାଳଙ୍କ ଆଗରେ ନିଜର ସ୍ଥିତି ସ୍ପଷ୍ଟ କରିବାକୁ ପଡିବ । ଏହାପୂର୍ବରୁ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରିତ କରିଥିଲେ ରାଜ୍ୟପାଳ । କିନ୍ତୁ ନିଜ ପାଖରେ ସଂଖ୍ୟାବଳ ନ ଥିବାରୁ ସରକାର କରିବାକୁ ଅସମର୍ଥ ବୋଲି କହିଥିଲା ବିଜେପି ।

Nov 11, 2019, 04:02 PM IST

शरद पवार ने काटी शिवसेना से कन्नी! कुर्सी वाले सपने पर फिर गया पानी

एनसीपी प्रमुख शरद पवार ने शिवसेना को तगड़ा झटका दिया है. इस झटके के बाद शिवसेना के मुख्यमंत्री की कु्र्सी वाले सपने पर पानी फिरना तय है.

Nov 6, 2019, 02:10 PM IST

'ରାଷ୍ଟ୍ରପତି ଶାସନ' ବୟାନର ଜବାବ 'ସାମ୍ନା'ରେ ଦେଲା ଶିବସେନା

ବିଜେପି ନେତାଙ୍କ ରାଷ୍ଟ୍ରପତି ଶାସନ ଧମକର କଡା ଜବାବ ରଖିଲା ଶିବସେନା...ଦଳର ମୁଖପତ୍ର ସାମ୍ନାରେ କହିଲା ଏପରି କିଛି...

Nov 2, 2019, 11:55 AM IST

'ପାୱାର'ଙ୍କୁ ପାୱାରଫୁଲ କରୁଛି ଉଦ୍ଧବଙ୍କ ପୁତ୍ର ମୋହ ! ସୋମବାର ସୋନିଆଙ୍କୁ କରିବେ ସାକ୍ଷାତ

କାହାର ହେବ ମହାରାଷ୍ଟ୍ର ? ବିଜେପି-ଶିବସେନା ମେଣ୍ଟ ନହେଲେ ପାୱାର ହିଁ କିଙ୍ଗ ମେକର...ବିଜେପି ବିରୋଧୀ ସରକାର ପାଇଁ ଦରକାର ଏନସିପିର ସମର୍ଥନ...ସେପଟେ ଶିବସେନା ସମର୍ଥନ ବିନା ସରକାର ଗଢିବାକୁ ଚାହିଁଲେ ବିଜେପିକୁ ମଧ୍ୟ ଏନସିପିର ସମର୍ଥନ ଲୋଡା...  

Nov 2, 2019, 10:05 AM IST

शरद पवार ने ममता, माया, चंद्रबाबू को बताया PM material

एनसीपी अध्यक्ष शरद पवार ने कांग्रेस अध्यक्ष राहुल गांधी की पीएम दावेदारी की बहस बेवजह बताते हुए ऐलान किया है कि चुनावी नतीजों के बाद गैर एन.डी.ए. दलों के नेताओं मे से सर्मान्य एक चेहरा ही प्रधानमंत्री कुर्सी का दावेदार होगा। पवार ने गैर एन.डी.ए. दलों की मजबूत स्थिति मे मायावती, ममता बनर्जी और चँद्र बाबू नायडु जैसे चेहरों को पी.एम. कुर्सी का बडा दावेदार ठहराया है। देखिए शरद पवार का खास इँटरव्यू।

Apr 26, 2019, 11:10 PM IST

दो पीएम की बात पर कबतक चुप रहेंगे शरद पवार : पीएम मोदी

दो पीएम की बात पर कबतक चुप रहेंगे शरद पवार : पीएम मोदी । ज्यादा जानकारी के लिए देखे ये वीडियो

Apr 13, 2019, 09:20 AM IST

लोक सभा चुनाव में भाजपा सबसे बड़ी पार्टी बनेगी -शरद पवार

लोक सभा चुनाव में भाजपा सबसे बड़ी पार्टी बनेगी -शरद पवार

Mar 12, 2019, 09:40 PM IST

PM पद के लिए शरद पवार की पसंद नीतीश, बीजेपी विरोधी खेमे में अभी से मचा घमासान

साल 2019 लोकसभा चुनाव के मद्देनजर प्रधानमंत्री पद की उम्‍मीदवारी को लेकर बीजेपी विरोधी खेमे में अभी से कवायद शुरू हो गई है। कथि‍त तीसरे मोर्चे में पीएम पद को लेकर अभी से घमासान शुरू हो गया है। बिहार के मुख्यमंत्री नीतीश कुमार के पीएम पद की उम्मीदवारी के समर्थन में राष्ट्रवादी कांग्रेस पार्टी (एनसीपी) प्रमुख शरद पवार भी अब खुलकर सामने आ गए हैं। पीएम पद के लिए शरद पवार की पसंद नीतीश कुमार हैं। 

Apr 29, 2016, 01:13 PM IST

शरद पवार ने अपने गृहनगर बारामती में अरुण जेटली की मेजबानी की

आठ महीने पहले प्रधानमंत्री नरेंद्र मोदी को पश्चिमी महाराष्ट्र के बारामती स्थित अपने गृहनगर में आमंत्रित करने वाले राकांपा प्रमुख शरद पवार ने यहां वित्त मंत्री अरुण जेटली की मेजबानी कर राजनीतिक गलियारों में अटकलों का बाजार गर्म कर दिया है।

Oct 17, 2015, 11:42 AM IST

मोदी और पवार ने साझा किया मंच, नए सियासी समीकरण की अटकलें तेज

राजनीति के लिए शनिवार का दिन खास रहा। जिस वक्त आम आदमी पार्टी के नेता अरविंद केजरीवाल दिल्ली के आठवें मुख्यमंत्री पद की शपथ ले रहे थे, ठीक उसी वक्त महाराष्ट्र के बारामती में प्रधानमंत्री नरेंद्र मोदी और एनसीपी प्रमुख शरद पवार दोस्ती की एक नई इबारत लिख रहे थे। शरद पवार की बेटी सुप्रिया और भतीजे अजीत पवार के साथ मंच पर दिखे नरेंद्र मोदी ने शरद पवार से अपनी नजदीकियों पर बड़ा खुलासा भी किया। महाराष्ट्र विधानसभा चुनाव की कड़वाहट को पीछे छोड़ते हुए प्रधानमंत्री मोदी ने आज राकांपा नेता शरद पवार के साथ यहां मंच साझा किया और उनके साथ दोपहर का भोजन भी किया। मोदी ने ऐसा करके राज्य में एक नए संभावित राजनीतिक समीकरण की अटकलों को हवा दे दी है।

Feb 14, 2015, 09:06 PM IST

मुंबई में एनसीपी के मुखिया शरद पवार की सर्जरी की गई

नयी दिल्ली स्थित अपने आवास पर तीन दिन पहले गिर जाने के चलते पांव में गंभीर चोट के बाद राष्ट्रवादी कांग्रेस पार्टी प्रमुख और पूर्व केन्द्रीय मंत्री शरद पवार की आज यहां के एक निजी अस्पताल में सर्जरी की गयी।

Dec 5, 2014, 01:03 PM IST

शिवसेना प्रमुख उद्धव ने पवार के खिलाफ खोला मोर्चा

शिवसेना प्रमुख उद्धव ठाकरे ने आज राकांपा प्रमुख शरद पवार के खिलाफ मोर्चा खोलेते हुए कहा कि पवार को उन्हें धमकाना बंद कर देना चाहिए अन्यथा वह भी उसी तरह से उन्हें जवाब देना शुरू कर देंगे।

Apr 21, 2014, 08:54 AM IST

शरद पवार

आम चुनाव 2014 की सरगर्मियों के बीच एनसीपी प्रमुख शरद पवार का रुख अस्‍पष्‍ट रहा है। कभी कांग्रेस को लताड़ने वाले पवार कुछ दिनों पहले मोदी का भी गुणगान भी कर चुके हैं। इन सबके बीच उनकी निगाहें प्रधानमंत्री पद पर भी टिकी हुई है। तीसरे मोर्चे की स्थिति उभरने पर यदि स्थितियां करवट लेती हैं तो पवार की निगाहें उस घटनाक्रम पर टिकी होंगी।

Apr 1, 2014, 03:33 PM IST