ollywood actor

ଲକଡାଉନରେ ବେଶ ବଦଳାଇଲେ ଶ୍ରୀତମ ! ଦର୍ଶକଙ୍କ ସାମ୍ନାକୁ ଆସିବେ କିନ୍ନର ରୂପରେ...

 ଭିନ୍ନ ଏକ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଶ୍ରୀତମ ଦାସ (Sritam Das)। 

Feb 3, 2021, 03:07 PM IST

ଓଡି଼ଶାରେ ପ୍ରଥମ; ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଇଲେ ସବ୍ୟସାଚୀ

ମାତ୍ର ୧୪ ମାସର ପୁଅ ସାଇ ସତ୍ୟଜିତକୁ ହୋଇଥିଲା ଏକ ବିରଳ ମସ୍ତିଷ୍କ ରୋଗ। ତେବେ ପାଖରେ କଉଡିଟିଏ ନଥିବା ପ୍ରକାଶ ଶେଷରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ଲୋଡିଥିଲେ। ଆଉ ସବ୍ୟସାଚୀ ଦେବଦୂତ ଭଳି ତାଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଥିଲେ।

Jan 30, 2021, 11:41 PM IST

କାନ୍ଦିଲେ ଓଲିଉଡ୍ ଅଭିନେତା ସ୍ୱରାଜ୍

ସବୁବେଳେ ହସହସ ମୁହଁରେ କଥା ହେଉଥିବା ସ୍ୱରାଜଙ୍କ ଆଖିରୁ ଝରିଛି ସତସତିକା ଲୁହ। ସେ କାନ୍ଦିଛନ୍ତି ସତ କିନ୍ତୁ ତାଙ୍କ ଆଖିରୁ ଦୁଃଖର ନୁହେଁ ବରଂ ଖୁସିର ଲୁହ ଝରିଛି।

Jan 2, 2021, 06:58 PM IST

ଭର୍ଚୁଆଲ ବାର୍ଥ ଡେ ପାଳିଲେ ଆକାଶ

କୋରୋନା ସଂକଟ ସମୟରେ ନିଆରା ଭାବେ ଜନ୍ମଦିନ ପାଳିଛନ୍ତି ଅଭିନେତାରୁ ନେତା ପାଲଟିଥିବା ଆକାଶ ଦାସନାୟକ। 

Sep 17, 2020, 04:56 PM IST