Advertisement

Qutab Minar

alt
why does the door of qutab minar remain closed: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପରିଦର୍ଶନ କରିବାକୁ ଆସୁଥିବା ଲୋକେ ନିଶ୍ଚିତ ଭାବରେ କୁତୁବ ମୀନାର ପରିଦର୍ଶନ କରିଥାନ୍ତି। ହେଲେ କ'ଣ ଆପଣ କୁତୁବ ମୀନାର ଦ୍ୱାର ବନ୍ଦ ହେବା ପଛରେ ରହିଥିବା କାରଣ ସମ୍ପର୍କରେ ଜାଣିଛନ୍ତି? କୁତୁବ ମୀନାର କୁତୁବ୍ ଉଦ-ଦିନ୍ ଆଇବାକ୍, ଇଲତୁତମିଶ୍, ଫିରୋଜ ଶାହା ତୁଗଲକ୍, ଶେର୍ ଶାହା ସୁରୀ ଏବଂ ସିକନ୍ଦର ଲୋଧିଙ୍କ ଆଦି ମୁସଲିମ ଶାସକଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପ୍ରତିବର୍ଷ ଦେଶ ବିଦେଶରୁ ପ୍ରାୟ ୩୦-୪୦ ଲକ୍ଷ ପର୍ଯ୍ୟଟକ କୁତୁବ ମୀନାର ପରିଦର୍ଶନ କରିଥାନ୍ତି। ହେଲେ ବର୍ତ୍ତମାନ ସମୟରେ କୌଣସି ପର୍ଯ୍ୟଟକ କେବଳ ବାହାର ପାର୍ଶ୍ୱରୁ କୁତୁବ ମୀନାର ପରିଦର୍ଶନ କରିପାରିବେ। ଏବେ କାହାକୁ କୁତୁବ ମୀନାର ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉ ନାହିଁ।
Jan 31,2024, 0:56 AM IST

Trending news