Advertisement

Sambalpur News Today

alt
ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇଛି | ଅସ୍ତ୍ରୋପଚାର ପରେ ଆଜି ଆଉ ୭ଟି ଛୁଚି ବାହାରିଥିବା ନିର୍ଦ୍ଦେଶର ସ୍ବଷ୍ଟ କରିଛନ୍ତି | ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ ଏହି ଅପରେସନ କରିଛନ୍ତି | ଆଜି ୭ଟି ଛୁଂଚିକୁ ମିଶାଇ ସମୁଦାୟ ୭୭ ଛୁଂଚି ବାହାରିଥିବା ଜଣାପଡିଛି | ସି- ଆର୍ମ ଟେକ୍ନଲୋଜିରେ ପରୀକ୍ଷା କଲା ପରେ ଏହି ଛୁଂଚି ଥିବା ଜଣାପଡିଥିଲା | ତେବେ ଯୁବତୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି | ଏହି ଘଟଣା ବିରଳ ହୋଇଥିବାବେଳେ ଆଗକୁ ମେଡିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି ନିର୍ଦ୍ଦେଶକ କହିଛନ୍ତି | ଏହା ସହ ଅନ୍ଯ ଯଦି କେହି ଏହି ଛୁଂଚି ଥେରାପିର ଶିକାର ହୋଇଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶକ କହିଛନ୍ତି |
Jul 20,2024, 15:39 PM IST
alt
ଏପ୍ରିଲ ରେ ଲୋକାର୍ପଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ବୁର୍ଲା ଭୀମସାର ର ଅତ୍ୟାଧୁନିକ ସୁପର ସ୍ପେସିଆଲ ବ୍ଲକ ହସ୍ପିଟାଲ |ସୂଚନା ଦେଲେ ଭୀମସାର ର ନିର୍ଦେଶକ ଭାବଗ୍ରାହୀ ରଥ | କୋଠା ନିର୍ମାଣ ପ୍ରାୟତଃ ଶେଷ ହୋଇଥିବା ବେଳେ ଆନୁସଙ୍ଗିକ ସରଞ୍ଜାମ ର ବ୍ୟବସ୍ଥା ଚାଲୁ ରହିଥିବା କହିଥିଲେ ନିର୍ଦେଶକ | ମାର୍ଚ୍ଚ ମାସ ସୁଦ୍ଧା କୋଠା ଟି ସମ୍ପୂର୍ଣ ରୂପେ କାର୍ଯ୍ୟକ୍ଷମ ହେବା ପାଇଁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି | ସେ ସବୁ ଦିଗକୁ ଦୃଷ୍ଟି ରେ ରଖି ସମସ୍ତ ବିଭାଗ ର ଆବଶ୍ୟକୀୟ ସରଞ୍ଜାମ ର ବ୍ୟବସ୍ଥା ପୂରଣ କରାଯାଉଛି | ସାଧାରଣ ନିର୍ବାଚନ କିମ୍ବା ସେମିତି କିଛି ଅସୁବିଧା ନ ହୁଏ ତା ହେଲେ ଏପ୍ରିଲ ରେ ଏହି ସୁପର ସ୍ପେସିଆଲ ବ୍ଲକ ଟି ଜନସାଧାରଣ ଙ୍କ ଉଦ୍ୟେଶ୍ୟ ରେ ଲୋକାର୍ପଣ ହେବ ବୋଲି କହିଛନ୍ତି ଭୀମସାର ନିର୍ଦେଶକ | ଏପଟେ ସ୍
Feb 16,2024, 12:26 PM IST
alt
Feb 9,2024, 15:13 PM IST

Trending news