ଏହି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ, କେତେ ସିମ୍ ପ୍ରସ୍ତୁତ ହୋଇଛି, କାହାକୁ ଯୋଗାଇ ଦିଆଯାଇଛି ଏବଂ କେତେ ପରିମାଣରେ ଅର୍ଥ କାରବାର ହୋଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
ଛାତ୍ର ସଂସଦ ନିର୍ବାଚନ ସମାଜର ସମସ୍ତ କ୍ଷେତ୍ରକୁ ନେତୃତ୍ୱ ପ୍ରଦାନ କରି ଆସିଛି ଓ ନିର୍ବାଚନ କରିବାକୁ ଏବିଭିପି ବିଗତ ୮ ବର୍ଷ ହେଲା ଦାବି କରି ଆସୁଛି।
ତୀର୍ଥଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
ବର୍ଷ ତମାମ ଗାଡିରେ ଯେଉଁ ପମ୍ପ ଭରା ଟଙ୍କା ଆସେ ସେଥିରୁ ଗଣେଶ ପୂଜା କରୁଛନ୍ତି ସମ୍ବଲପୁର ସାହୁ କଲୋନୀର ରାଜୁ ଚଟର୍ଜୀ ।
ସକାଳେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ସପରିବାର ଏକାଠି ନୂଆ ଖାଇବାର ପରମ୍ପରା ରହିଛି ।
ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସୁଶାସନକୁ ସ୍ମରଣୀୟ କରିବା ପାଇଁ ଲୋକଙ୍କ ସେବାରେ ସମର୍ପିତ ହେବା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି
Hirakud Dam: ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର 627.93 ଫୁଟ ରେକର୍ଡ କରାଯାଇଛି।ଯାହା ଫଳରେ ଉପରମୁଣ୍ଡରୁ ଜଳପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୃପକ୍ଷ ଦୁଇଟି ସ୍ଲୁଇସ୍ ଗେଟ୍ (ବାମ ପାର୍ଶ୍ୱରେ ଗୋଟିଏ) ଏବଂ (ଡାହାଣ ପାର୍ଶ୍ୱରେ ଗୋଟିଏ) ଖୋଲା ରଖିଛନ୍ତି।
Hirakud Dam: ଆଜି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ତିନୋଟି ସ୍ଲୁଇସ୍ ଗେଟ୍ ବନ୍ଦ କରି ଦିଆଯାଇଛି। ଜଳସ୍ତର ହ୍ରାସ ପାଇବାର ଧାରା ଦେଖାଇବାରୁ ଚାରୋଟି ଗେଟ୍ ଖୋଲା ରହିଛି।
Odisha Vigilance: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ତହସିଲ ଅନ୍ତର୍ଗତ ଲପଙ୍ଗା ଆରଆଇ ସର୍କଲର ପୂର୍ବତନ ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ) ଦୁର୍ଗା ପ୍ରସାଦ ସାହୁଙ୍କୁ ଓଡ଼ିଶା ଭିଜିଲାନ୍ସ ଦୋଷୀ ସାବ୍ୟସ୍ତ କରିଛି।
Odisha News: ଆଜି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଜଳଭଣ୍ଡାରର ଦୁଇଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଛି। ସକାଳ ୯ଟାର ଅପଡେଟ୍ ଅନୁଯାୟୀ, ବନ୍ୟାଜଳ ଛାଡ଼ିବା ପାଇଁ ଆଠଟି ଗେଟ୍ ଖୋଲା ରହିବ। ବାମ ସ୍ପିଲ୍ୱେରେ ପାଞ୍ଚଟି ଏବଂ ଡାହାଣରେ ତିନୋଟି। ଜଳଭଣ୍ଡାର ସ୍ତର ବୃଦ୍ଧି ପାଉଛି।
Hirakud Dam: ହୀରାକୁଦ ଜଳଭଣ୍ତାରର ୧୦ଟି ଗେଟ୍ ଖୋଲା ହୋଇଛି। ଉପର ମୁଣ୍ତରେ ବର୍ଷା ଯୋଗୁଁ ଜଳ ସ୍ତର ବୃଦ୍ଧି ହେଉଛି।
Odisha Politics: ନିଟ୍ ପେପର ଲିକ୍-କୁ ନେଇ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହି ବିବାଦ ଏବେ ଥଣ୍ତା ନପଡୁଣୁ ପୁଣି ଆଉ ଏକ ରାଜନୌତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।
ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା ମା''ଙ୍କ ପୀଠର ଗରିମା ବୃଦ୍ଧି କରିବା ସହ ଭକ୍ତମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବା। କିନ୍ତୁ ଆଜି ବିଜେପି ସରକାରଙ୍କ ଅବହେଳା ଓ ଅପାରଗତା କାରଣରୁ ସମଲେଇ ପୀଠରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି।ନୂଆ ବିଜେପି ସରକାର ଆସିବା ମଧ୍ୟରେ ମାଁ ସମଲେଶ୍ବରୀଙ୍କ ପୀଠ ପରିସରକୁ ନେଇ ଏକାଧିକ ବିବାଦ ଓ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟନାରାୟଣ ମିଶ୍ର ଜନସାଧାରଣଙ୍କୁ ଆନ୍ତର୍ଜାତୀୟ ଯୋଗ ଦିବସର ଅନେକ ଅନେକ ଅଭିନନ୍ଦନ ଜଣାଇଥିଲେ । ଏଥିସହ ବିଶ୍ୱ ଦରବାରରେ ଭାରତର ସଂସ୍କୃତି ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ।
Train Coach Extension (ସମ୍ବଲପୁର /ଅଜୟ ନାଥ): ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ ।ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ଆଗାମୀ ସପ୍ତାହରେ ବଢୁଥିବା ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।
Sital Sasthi Utsav: ନେଟୱାର୍କ ନିରୀକ୍ଷଣ କରିବା ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଶୀଘ୍ର ପ୍ରତିକ୍ରିୟା ଦେବା ପାଇଁ ଉତ୍ସର୍ଗୀକୃତ ଦଳଗୁଡ଼ିକ ୨୪ ଘଣ୍ଟା ନିୟୋଜିତ ରହିବେ। ଆବଶ୍ୟକ ହେଲେ ତୁରନ୍ତ ନିୟୋଜିତ ପାଇଁ ଦୁଇଟି ମୋବାଇଲ୍ ବଣ୍ଟନ ଟ୍ରାନ୍ସଫର୍ମରକୁ ମଧ୍ୟ ଷ୍ଟାଣ୍ଡବାଏରେ ରଖାଯାଇଛି।
ଶୀତଳେଶ୍ୱର ବାବା ମନ୍ଦିରଠାରୁ ମା' ପାଟଣେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ରହିଥିବା ଏହି ହେରିଟେଜ୍ କରିଡର ରାସ୍ତାର ଉଭୟ ପାର୍ଶ୍ୱରୁ ବେଆଇନ ଦଖଲ ହଟାଯାଇଥିଲା।
ସମ୍ବଲପୁର: ଖଡିଆ ପାଲିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡବଲ ମର୍ଡର। ମା ଓ ଝିଅଙ୍କୁ ହତ୍ୟା। ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ା ରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ବିଭତ୍ସ ଡବଲ ମର୍ଡର ଖବର ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି କୁହାଯାଉ
ରୋଜଗାର ମେଳା ଅବସରରେ ଆଜି ସମ୍ବଲପୁରରେ ୪୦ ଜଣ ଯୁବକ ଯୁବତୀଙ୍କୁ ଡାକ ବିଭାଗ ରେଳ ବିଭାଗରେ ଚାକିରୀ ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।
ପୁରୁଣା ମ୍ୟୁନିସିପାଲିଟି ଠାରୁ ଦଳେଇ ପଡ଼ା ନନ୍ଦ ପଡ଼ା ଓ ଝାଡୁଆ ପଡ଼ା ରାସ୍ତା ସ୍ବେରେଜ କାର୍ଯ୍ୟ ପାଇଁ ଖୋଳା ଯାଇଥିବା ବେଳେ ରାସ୍ତା ଗୁଡିକ ଆବଡା ଖବଡ଼ା ଓ ଗର୍ତ୍ତ ରହିଥିବାରୁ ଅନେକ ଦୁର୍ଘଟଣା ହେଉଥିବା ଦେଖାଯାଇଛି ।
Maa Samalei: ଉଦ୍ଦେଶ୍ୟମୂଳକ ଭାବରେ ପୂର୍ବ ସରକାରଙ୍କ ଦ୍ୱାରା ନିର୍ମିତ ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପକୁ ନଷ୍ଟ କରିବା ପାଇଁ ବିଜେପି ସରକାର ପ୍ରୟାସ ଜାରି ରଖିଛି: ଇଂ ରୋହିତ ପୂଜାରୀ। ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ସମ୍ବଲପୁର ମାଁ ସମଲେଶ୍ବରୀ ମନ୍ଦିରରେ ଚାଲିଥିବା ଅବ୍ୟବସ୍ଥା ସମ୍ପର୍କରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଉଦ୍ଦେଶ୍ୟ ମୂଳକ ଭାବରେ ପୂର୍ବ ସରକାରର ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପକୁ ନଷ୍ଟ କରିବା ପାଇଁ ବିଜେପି ସରକାର ପ୍ରୟାସ ଜାରି ରଖିଛି।
Xରେ ଧର୍ମେନ୍ଦ୍ର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ବର୍ତ୍ତମାନର ପରିବର୍ତ୍ତିତ ବିଶ୍ୱରେ କେବଳ ଡିଗ୍ରୀ ବା ସାର୍ଟିଫିକେଟ୍ ଯଥେଷ୍ଟ ନୁହେଁ, ବରଂ 'ଦକ୍ଷତା ଆଧାରିତ ଶିକ୍ଷା' ହିଁ ପ୍ରକୃତ ପରିଚୟ ।