Nita Ambani Makeup Artist: ଦିନରେ ଥରେ ମେକଅପ କରି ଏତିକି ଦରମା ନିଅନ୍ତି ନୀତା ଅମ୍ବାନୀଙ୍କ ମେକଅପ ଆର୍ଟିଷ୍ଟ, ଶୁଣିଲେ ଉଡ଼ିଯିବ ହୋସ!

Nita Ambani Makeup Artist: ୩ଟି ସନ୍ତାନର ମାଆ ନୀତା ଅମ୍ବାନୀ କୌଣସି ସେଲିବ୍ରିଟିଙ୍କଠାରୁ ମଧ୍ଯ କମ୍ ନୁହଁନ୍ତି । ତେବେ କ’ଣ ଆପଣ ଜାଣିଛନ୍ତି କି? ଅମ୍ବାନୀଙ୍କ ପତ୍ନୀଙ୍କର ଏହି ସୁନ୍ଦରତା ପଛରେ କାହାର ହାତ ଅଛି? କିଏ କରେ ଏହି ସଫଳ ମହିଳା ବ୍ୟବସାୟୀଙ୍କ ମେକଅପ? ତେବେ ଆସନ୍ତୁ ଜାଣିବା ନୀତା ଅମ୍ବାନୀଙ୍କ ମେକଅପ୍ ମ୍ୟାନ କିଏ ଓ ତାଙ୍କ ଦରମା କେତେ?

Nita Ambani Makeup Artist: ଦିନରେ ଥରେ ମେକଅପ କରି ଏତିକି ଦରମା ନିଅନ୍ତି ନୀତା ଅମ୍ବାନୀଙ୍କ ମେକଅପ ଆର୍ଟିଷ୍ଟ, ଶୁଣିଲେ ଉଡ଼ିଯିବ ହୋସ!
Image Credit: ସୌ(ସୋସିଆଲ ମିଡିଆ)

About the Author