Grow & Harvest Onion
କୋଲା ପିଆଜ ଚାଷ...ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରଣାଳୀ
କୋଲା ପିଆଜ ଓଡ଼ିଶାର ଚାଷୀଙ୍କ ପାଇଁ ଏକ ଭଲ ସୁଯୋଗ । ଏଥିରେ ନର୍ସରୀ ନକରି ସିଧାସଳଖ କୋଲାକୁ ଜମିରେ ଲଗାଯାଇ ପାରିବ । ଶୀଘ୍ର ଅମଳ କରି ବଜାରକୁ ଛାଡ଼ିଲେ ଚାଷୀର ଲାଭ ହୋଇଥାଏ । ଏହି ପିଆଜ ମଞ୍ଜିରୁ ମଧ୍ୟ ନର୍ସରୀ କରି ଲଗାଯାଇପାରେ ।
Mar 29,2022, 18:30 PM IST
Rice Pamad
ବଳକା ଭାତ; ବ୍ୟବହାର ଜାଣିଲେ ରହିବ ୬ ମାସ, ଜାଣନ୍ତୁ କେମିତି ?
ବଳକା ଭାତକୁ ଆପଣ ଫିଙ୍ଗି ଦେଉଛନ୍ତି କି । ଏହି ଉପାୟ ଜାଣିବା ପରେ ଆପଣ ଆଉ ଭାତକୁ ଫୋପାଡିବେ ନାହିଁ । ବଳକା ଭାତରେ ଆପଣ ବନାଇ ପାରିବେ ପାମ୍ପଡ । ଆଉ ଏହି ସ୍ବାଦିଷ୍ଟ ପାମ୍ପଡକୁ ୬ ମାସ ପର୍ଯ୍ୟନ୍ତ ସାଇତି ବି ରଖିପାରିବେ।
Mar 25,2022, 14:57 PM IST
mushroom farming
ଛତୁଚାଷ: ଜାଣନ୍ତୁ ସହଜ ପ୍ରଣାଳୀ, ହୁଅନ୍ତୁ ଲାଭବାନ
ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ୍ ମାଧ୍ୟମରେ ମିଶନ ଶକ୍ତି (Mission Shakti) ଋଣ ପ୍ରଦାନ କରାଯାଉଛି । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ନିୟମିତ ଋଣ କିସ୍ତି ପରିଶୋଧ କରୁଥିଲେ ଏହି ସମସ୍ତ ସୁଧ ରାଶି ସରକାର ବହନ କରୁଛନ୍ତି ।
Mar 22,2022, 14:28 PM IST
Weight gain shakes
ଡାଏଟ୍ ପ୍ଲାନରେ ସାମିଲ କରନ୍ତୁ ଏହି ୫ ପ୍ରୋଟିନ ସେକ୍, ତାପରେ...
ଆପଣ ପତଳା ଅଛନ୍ତି କି । ନିଜର ଓଜନ ବଢାଇବା ପାଇଁ ଚାହୁଁଛନ୍ତି କି । ନିଜର ଡାଏଟ୍ ପ୍ଲାନରେ ସାମିଲ କରନ୍ତୁ ଏହି ୫ ପ୍ରୋଟିନ ସେକ୍। ଖୁବ କମ ଦିନରେ ହୋଇଯିବେ ଫ୍ୟାଟ୍ ଏବଂ ଫିଟ୍।
Mar 21,2022, 17:00 PM IST
Fish Farming
ଖରାଦିନେ ମତ୍ସ୍ୟପାଳନ, ଜାଣନ୍ତୁ ଖରାଦିନେ ମାଛଚାଷ ପ୍ରଣାଳୀ...
ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମରେ ୬ ଫୁଟ ରହିବା ଦରକାର । ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟ ଆପଣାଇ ପୋଖରୀରେ ପାଣି ଭରିପାରିବେ ।
Mar 21,2022, 14:52 PM IST
The Kashmir Files
ପାଞ୍ଚ ହଜାର ଘଣ୍ଟାର ଅନୁସନ୍ଧାନ, ୭୦୦ ପୀଡିତଙ୍କ ସହ ସାକ୍ଷାତକାର
ଆଗରୁ ଆମେ ଦେଖିଛେ କୌଣସି ଫିଲ୍ମ ରିଲିଜ ହେଲେ ସେଥିରେ କାମ କରୁଥିବା ବଡ ବଡ ଷ୍ଟାରଙ୍କ ଚର୍ଚ୍ଚା ହୋଇଥାଏ କିମ୍ବା ଫିଲ୍ମ ରିଲିଜ ହେବା ପୂର୍ବରୁ ଯଦି କୌଣସି ଗୀତ ହିଟ ହୋଇଥାଏ ତାକୁ ନେଇ ଚର୍ଚ୍ଚା ହୋଇଥିବା ଆମେ ଦେଖିଛେ ।
Mar 19,2022, 16:28 PM IST
National Youth Day
National Youth Day: ଜାଣନ୍ତୁ, ସ୍ୱାମୀ ବିବେକାନନ୍ଦଙ୍କ ୧୨ ବାର୍ତ୍ତା
ବିବେକାନନ୍ଦ ନିଜର ବିଚାରଧାରା ଏବଂ ଜ୍ଞାନ ମାଧ୍ୟମରେ ଲୋକଙ୍କର ଜୀବନ ଉଜ୍ଜ୍ବଳ କରିଛନ୍ତି। ସେ ୧୨ ଜାନୁୟାରୀ ୧୮୬୩ ମସିହାରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ।
Jan 12,2022, 14:24 PM IST
Vicky kaushal
ପରଦାରେ ଏକାଠି ନଜର ଆସିବେ ଭିକ୍କି-କ୍ୟାଟ୍ରିନା...
ଫରହାନ ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ 'ଜିଲେ ଜରା' ରେ ବଲିଉଡର ତିନି ଟପ ଆକ୍ଟ୍ରେଷ ଏକାସାଥିରେ ପରଦାରେ ନଜର ଆସିବେ।
Jan 11,2022, 19:10 PM IST
RIP Mihir das
ପରପାରିରେ ଭେଟେରାନ୍ ଅଭିନେତା ମିହିର ଦାସ
ଦୀର୍ଘଦିନରୁ କିଡନୀ ଓ ହୃଦରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ କିନ୍ତୁ ନିକଟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭେଣ୍ଟିଲିଟରରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ବିଧିର ବିଧାନ କେ କରିବ ଆନ ।
Jan 11,2022, 16:15 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.