Advertisement

Actor Sabyasachi Mishra

alt
Oct 6,2024, 14:26 PM IST
alt
ଦୁର୍ଘଟଣା କେତେ ଭୟଙ୍କର ତାହା କେବଳ ସେଇ ପରିବାର ଜାଣିଛି ଯିଏ ଦୁର୍ଘଟଣାରେ ପଡ଼ିଛି। ହେଲେ ଆମେ ଚାହିଁଲେ ଗୋଟେ ପରିବାରକୁ ଛାରଖାର ହେବାରୁ ବଞ୍ଚାଇପାରିବା। ଆଜି ଭଗବାନ ମତେ ସୁଯୋଗ ଦେଲେ, କାଲି ହୁଏତ ଆଉ କାହାକୁ ଏଇ ସୁଯୋଗ ମିଳିବ। ଜୀବନ ବଞ୍ଚାଇବାର ସେଇ ଦୈବୀ ସୁଯୋଗକୁ କେହି କେବେ ହାତଛଡ଼ା କରିବା ନାହିଁ ସେଇ ବାର୍ତ୍ତା କୁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କ ପାଖକୁ ପହଞ୍ଚାଇବାକୁ ଚାହୁଁଛି। ଏହି ଭିଡିଓ ଗୁଡ଼ିକ ଦେଖିଲେ ଜଣେ ସହଜରେ ବୁଝିପାରିବ ଦୁର୍ଘଟଣା ସ୍ଥଳ ର ସାହାଯ୍ୟ, ଦୁର୍ଘଟଣା ଘଟିଥିବା ପରିବାର ପାଇଁ କେତେ ଜରୁରୀ। ଏଠାରୁ ଅନୁପ୍ରାଣିତ ହେଇ ଯଦି ଗୋଟେ ବି ଜୀବନ ବଞ୍ଚିଗଲା ତେବେ ମତେ ଲାଗିବ ଏହି ବାର୍ତ୍ତା ଠିକ୍ ଲୋକଙ୍କ ପାଖେ ପହଞ୍ଚିଛି। ଜୟ ଜଗନ୍ନାଥ। ଉତ୍କଳ ଦିବସର ଅଭିନନ୍ଦନ।
Apr 2,2024, 11:52 AM IST

Trending news