ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଦୁଇଜଣ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
CRPF action in Bijapur: केंद्रीय रिजर्व पुलिस बल (CRPF) ने छत्तीसगढ़ के बीजापुर के मीनागट्टा गांव में क्सलियों की एक राइफल फैक्ट्री का भंडाफोड़ कर ध्वस्त किया है और बड़ी मात्रा में हथियार, उपकरण और विस्फोटक सामग्री बरामद किए हैं.
ଏନ୍କାଉଣ୍ଟରରେ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିବା ସହ ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି । ସର୍ଚ୍ଚ ଅପରେସନ ସମୟରେ ଜଣଙ୍କ ମୃତଦେହ ଠାବ କରିଛନ୍ତି ଯବାନ ।
Bijapur Hanging Bridge: बीजापुर जिले के लालपानी प्रभावित क्षेत्र के आदिवासियों ने करीब 8-10 मीटर ऊंची और करीब 50 मीटर लंबी पूल बना डाली. यह पुल सालों से चल रहा है और इसके सहारे ग्रामीण अपने आराध्य की पूजा करने जाते हैं. आइए जानते हैं इस अनोखे ब्रिज के बारे में...