maharashtra assembly

ମହାରାଷ୍ଟ୍ର ବିଧାନସଭା: ନେତାଙ୍କୁ ଭୟ ୬୦୨ କ୍ୟାବିନ

ମହାରାଷ୍ଟ୍ର ବିଧାନସଭାରେ ଅଛି ୬୦୨ କ୍ୟାବିନ, ଯେଉଁଠି କୌଣସି ମନ୍ତ୍ରୀ ବସିବାକୁ ନାରାଜ

Dec 31, 2019, 04:52 PM IST

महाराष्ट्र के किसानों के मुद्दे पर महाराष्ट्र विधानसभा में हंगामा

महाराष्ट्र विधानसभा में मंगलवार को किसानों के मुद्दे पर जमकर हंगामा हुआ. महाराष्ट्र के नागपुर (Nagpur) में विधानसभा परिसर में भाजपा और शिवसेना के विधायकों के बीच धक्का-मुक्की तक की नौबत भी आ गई. दरअसल, किसानों को 25 हजार प्रति हेक्टअर मदद दिए जाने की बात को लेकर बीजेपी विधायक सुबह से ही आक्रामक थे. बीजेपी विधायकों ने किसानों की मदद की मांग करते हुए सामना के एक आर्टिकल का पोस्टर भी सदन में लहराया. जिसमें किसानों को 25 हजार रुपए प्रति हेक्टेयर देने की मांग की गई थी.

Dec 17, 2019, 12:55 PM IST

महाराष्ट्र: विधानसभा में नेता विपक्ष चुने गए देवेंद्र फडणवीस

इससे पहले रविवार को कांग्रेस के वरिष्ठ नेता नाना एफ. पटोले को रविवार को महाराष्ट्र विधानसभा  के 14वें अध्यक्ष के रूप में निर्विरोध चुने जाने की घोषणा कर दी गई.

Dec 1, 2019, 01:26 PM IST

କିଏ ସେହି ପଟୋଲେ, କାହିଁକି ତାଙ୍କୁ ବାଚସ୍ପତି କରିବାକୁ ଚାହିଁଲା କଂଗ୍ରେସ ?

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହେଲେ କଂଗ୍ରେସ ବିଧାୟକ ନାନା ପଟୋଲେ । ବିଜେପି ପ୍ରାର୍ଥୀ ଦେବା ନିଷ୍ପତ୍ତିରୁ ଓହରିବା ପରେ ନାନା ପଟୋଲେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଦଳର ବରିଷ୍ଠ ନେତା କିସନ କଠୋରଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ପାଇଁ ଘୋଷଣା କରିଥିଲା । 

Dec 1, 2019, 12:29 PM IST

BJP के वॉकआउट पर आदित्य ठाकरे बोेले, 'मैं सिर्फ अपने कामों के बारे में बात करूंगा'

बीजेपी ने विश्वास मत के दौरान विधानसभा से वॉकआउट किया.

Nov 30, 2019, 07:33 PM IST

उद्धव ठाकरे का BJP पर हमला, बोले- 'मैदान से जुड़ा व्यक्ति हूं, आमने-सामने लड़ता हूं'

बीजेपी ने मुख्यमंत्री उद्धव ठाकरे और मंत्रियों के शपथग्रहण को गैरकानूनी करार दिया है.

Nov 30, 2019, 06:11 PM IST

महाराष्ट्र: उद्धव सरकार ने 169 मतों से फ्लोर टेस्ट किया पास, भाजपा ने किया वॉक आउट

महाराष्ट्र में उद्धव सरकार ने 169 मतों से फ्लोर टेस्ट किया पास, भाजपा ने किया वॉक आउट। अधिक जानने के लिए यह वीडियो देखें।

Nov 30, 2019, 05:45 PM IST

महाराष्ट्र में उद्धव की पहली 'अग्निपरीक्षा', महाराष्ट्र विधानसभा में विपक्ष का हंगामा

महाराष्ट्र में उद्धव की पहली 'अग्निपरीक्षा', महाराष्ट्र विधानसभा में विपक्ष का हंगामा। देखिए महाराष्ट्र विधानसभा से ये दृश्य लाइव...

Nov 30, 2019, 04:55 PM IST

वो 4 विधायक, जिन्होंने महाराष्ट्र विधानसभा में उद्धव ठाकरे का समर्थन नहीं किया...

विश्वासमत के दौरान 4 विधायक तटस्थ रहे यानी उन्होंने किसी भी तरफ वोट नहीं किया. उन्होंने ना तो उद्धव सरकार के पक्ष में वोट किया और ना ही उनके विपक्ष में वोट किया.

Nov 30, 2019, 03:24 PM IST

ଆଜି ଫ୍ଲୋର ଟେଷ୍ଟ, ପରୀକ୍ଷା ଦେବେ ଉଦ୍ଧବ ଠାକରେ

ଆଜି ମହାରାଷ୍ଟ୍ର ବିଧାନସଭାରେ ବହୁମତ ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅପରାହ୍ନ ୨ଟାରେ ହେବ ଫ୍ଲୋର ଟେଷ୍ଟ । ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଠାକରେ । ଡିସେମ୍ବର ୩ ତାରିଖ ମଧ୍ୟରେ ବହୁମତ ପ୍ରମାଣ ଦେବା ପାଇଁ ରାଜ୍ୟପାଳ ସମୟ ଦେଇଛନ୍ତି । 

Nov 30, 2019, 07:17 AM IST

ଆସନ୍ତାକାଲି 'ପରୀକ୍ଷା' ଦେବେ ଉଦ୍ଧବ

ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ବହୁମତ ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅପରାହ୍ନ ୨ଟାରେ ହେବ ଫ୍ଲୋର ଟେଷ୍ଟ । ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଠାକରେ । 

Nov 29, 2019, 08:08 PM IST

महाराष्ट्र : शपथ ग्रहण कार्यक्रम में पहुंचे अजित मुस्‍कुरा दिए और 'दीदी' सुप्रिया ने उन्‍हें गले लगा लिया

Maharashtra : पूर्व उप मुख्यमंत्री अजित पवार ने मुस्कराते हुए वहां सबको चौंका दिया, जब उनके वहां पहुंचते ही उनकी चचेरी बहन सुप्रिया सुले ने उनका स्वागत किया और इसके बाद उन्होंने उन्हें गले लगा लिया.

Nov 27, 2019, 09:13 AM IST

ତୁ ଏକା ଆମ 'ଶାହ' ଭରସା

ମ୍ୟାଜିକ ନମ୍ବର ଆଣିବ 'ଚାଣକ୍ୟ' ମ୍ୟାଜିକ !

Nov 26, 2019, 02:28 PM IST

ବିଜେପିକୁ 'ମହା' ଝଟକା ! ଆସନ୍ତାକାଲି ଫ୍ଲୋର ଟେଷ୍ଟ, ଗୁପ୍ତ ଭୋଟକୁ କୋର୍ଟଙ୍କ ନା

'ମହାରାଷ୍ଟ୍ର' ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆସନ୍ତାକାଲି ଫ୍ଲୋର ଟେଷ୍ଟ ଦେବେ ଫଡନାଭିସ ସରକାର । ଅପରାହ୍ନ ୫ଟା ମଧ୍ୟରେ ଫ୍ଲୋର ଟେଷ୍ଟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କ ଏହି ରାୟ ବିଜେପିକୁ ବଡ ଝଟକା ଦେଇଛି । ସେପଟେ ରାୟକୁ ନେଇ ଆଶ୍ୱସ୍ତ ହୋଇଛନ୍ତି ଏନସିପି, ଶିବସେନା ଓ କଂଗ୍ରେସ । 

Nov 26, 2019, 10:52 AM IST

राजस्थान: महाराष्ट्र में बनेगी स्थाई सरकार, आलाकमान गठबंधन के लिए तैयार- कांग्रेस विधायक

महाराष्ट्र के विधायक बीएल पाटिल का सबसे बडा बयान सामने आया है. उन्होंने मीडिया से बातचीत में कहा कि आलाकमान नए गठबंधन के लिए पूरी तरह से तैयार है. जल्द ही महाराष्ट्र में सरकार बनने जा रही है.

Nov 13, 2019, 05:24 PM IST

ସ୍ୱପ୍ନ ଗଲା, ଶତ୍ରୁ କଲା

ମହାନାଟକରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ହେଲେ କ୍ଷମତା ଲୋଭ ସମ୍ପର୍କକୁ ଏକ ନୂଆ ମୋଡ଼ରେ ଛିଡ଼ା କରିଛି । ମହାରାଷ୍ଟ୍ର ସିଂହାସନକୁ ଆଶା କରି ବିଜେପି ସହ ସମ୍ପର୍କ ଛିନ୍ନ କରିଛି ଶିବସେନା । ଏମିତିକି ଏନସିପିର ସମର୍ଥନ ପାଇଁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ । ହେଲେ କଂଗ୍ରେସର ସମର୍ଥନ ନ ମିଳିବାରୁ ନିରାଶ ହୋଇ ପଡ଼ିଛି ଶିବସେନା । ଆଉ ତୃତୀୟ ସର୍ବାଧିକ ଆସନ ପାଇଥିବା ଦଳ ଭାବେ ରାଜ୍ୟପାଳ ଏନସିପିକୁ ଆମନ୍ତ୍ରଣ କଲେ ମାତ୍ର, ଏନସିପି ବି ୫୦-୫୦ର ଫର୍ମୁଲା ରଖିଲା ।

Nov 12, 2019, 10:45 PM IST

ସଞ୍ଜୟ ରାଉତ ପାୱାରଙ୍କୁ ପଠାଇଲେ ସନ୍ଦେଶ, ସମର୍ଥନ ଦେବ ଏନସିପି!

ମହାରାଷ୍ଟ୍ରରେ ଆଗାମୀ ସରକାର କିଏ ଗଢିବ, ତାହାକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ମାନସ ମନ୍ଥନ । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ଶିବସେନା ୫୦-୫୦ ଫର୍ମୁଲାର ଦାବି କରୁଛି । ବିନା ମୁଖ୍ୟମନ୍ତ୍ରୀ ପଦରେ ବିଜେପି ସହ ସରକାର ଗଢିବାରେ ନାରାଜ ଶିବସେନା । ତେଣୁ ବର୍ତ୍ତମାନ ଶିବସେନା ଅନ୍ୟ ବିକଳ୍ପର ସନ୍ଧାନରେ ଲାଗି ପଡିଛି । ଏହି କ୍ରମରେ ବିଗତ ଦିନରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ଏନସିପି ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ କରିଥିଲେ । ଏହାସହ ଖବର ଆସିଥିଲା ଯେ ଏନସିପି ଓ କଂଗ୍ରେସ ମେଣ୍ଟ ରାଜ୍ୟରେ ସରକାର ଗଢିବା ପାଇଁ ଶିବସେନାକୁ ସମର୍ଥନ ଦେବ ।

Nov 3, 2019, 04:32 PM IST

ଆଦିତ୍ୟ ଠାକରେଙ୍କ ପରିବର୍ତ୍ତେ ଏହି ବ୍ୟକ୍ତି ହେଲେ ଶିବସେନା ବିଧାୟକ ଦଳର ନେତା

ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ବିଜେପି) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦର ଦାବି କରୁଥିବା ବେଳେ ବିଜେପି ଏଥିରେ ରାଜି ହେଉନାହିଁ । ଏହା ମଧ୍ୟରେ ଗୁରୁବାର ଶିବସେନା ବିଧାୟକ ଦଳର ବୈଠକ ହୋଇଯାଇଛି । ଏହି ବୈଠକରେ ଏକନାଥ ଶିନ୍ଦେଙ୍କୁ ବିଧାନସଭାରେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ବର୍ଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଆଦିତ୍ୟ ଠାକରେଙ୍କୁ ଏହି ପଦ ମିଳିବ ।

Oct 31, 2019, 02:52 PM IST

महाराष्ट्र विधानसभा चुनाव: देखें टॉप 10 खबरें

देखें महाराष्ट्र विधानसभा चुनाव से जुड़ी टॉप 10 खबरें. ज़्यादा जानकारी के लिए देखें वीडियो...

Oct 1, 2019, 09:20 AM IST

महाराष्ट्र विधानसभा चुनाव: देखें टॉप 10 खबरें

देखें महाराष्ट्र विधानसभा चुनाव से जुड़ी टॉप 10 खबरें. ज़्यादा जानकारी के लिए देखें वीडियो...

Sep 30, 2019, 09:35 AM IST