राज्य चुनें
Liquor Death: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏବଂ ଏକାଧିକ ଗୁରୁତରଙ୍କୁ ମେଡି଼କାଲ୍ ରେ ଭର୍ତ୍ତି କରାଯାଇଛି। ବିଷାକ୍ତ ମଦ ସହିତ ଉତ୍ତର ପ୍ରଦେଶର ସମ୍ପର୍କ ମଧ୍ୟ ସାମ୍ନାକୁ ଆସିଛି।