sambalpur police

ସମ୍ବଲପୁରରେ ଲଭ୍ ଜିହାଦ୍ ! ଯୁବତୀଙ୍କ ଶରୀର ଓ ଜୀବନ ସହ ଚାଲିଥିଲା ଖେଳ

ମହିଳାଙ୍କ ଅଭିଯୋଗ ଅନୁସାରେ, ସମ୍ବଲପୁର (Sambalpur) ଦଲାଇପଡା ଅଂଚଳ ଗାଜିରାଜା ଖାନ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ଏହି ମାମଲା ଥାନକୁ ଗଲା। ପରେ ଉଭୟଙ୍କ ଧର୍ମ ଅଲଗା ହୋଇଥିଲେ ମଧ୍ୟ ସହମତି ଓ ଆପସ ବୁଝାମଣାରେ ସେମାନଙ୍କ ବିବାହ ହୋଇଥିଲା। 

Mar 21, 2021, 05:04 PM IST

VIMSAR ସୁରକ୍ଷା ଦାୟିତ୍ବରେ ଥିବା ଠିକା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ

ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାଏ ବୁର୍ଲା ଭୀମସାର। ଏଥର କିନ୍ତୁ ଏଠାରେ ଦାୟିତ୍ବରେ ଥିବା ସିକ୍ଯୁରିଟି ସଂସ୍ଥା ଏକଜୁକୁଟିଭଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଭୀମସାରରେ ସିକ୍ଯୁରିଟି ଗାର୍ଡ ସୁପରଭାଇଜର ପଦବୀ ପାଇଁ ପଇସା କାରବାର ଅଭିଯୋଗ।

Mar 19, 2021, 12:48 PM IST

ଝାଡଖଣ୍ଡି ଗାଡିରେ ଗଞ୍ଜେଇ, ଧରିଦେଲା ରେଙ୍ଗାଲି ପୋଲିସ

ରେଙ୍ଗାଲି ପୋଲିସକୁ ଏକ ସଫଳତା ମିଳିଛି। ୪୫ କେଜି ଗଞ୍ଜେଇ ସହ ଝାଡଖଣ୍ଡୀ ଗାଡିକୁ ଜବତ କରିଛି।

Mar 16, 2021, 03:51 PM IST

ସମ୍ବଲପୁର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍, ୫୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ମୋଟ ୫୮ ଜଣ ଦୁର୍ଦ୍ଦାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୨୩ ଜଣ ଅପରାଧୀ ନିଜ ଆଡୁ ଭିନ୍ନ ଭିନ୍ନ କୋର୍ଟରେ ହାଜର ହୋଇଥିବା ଏସପି ବାତୁଲା ଗଙ୍ଗାଧର (Batula Gangadhar) କହିଛନ୍ତି ।

Mar 14, 2021, 05:43 PM IST

ଏହି ଥାନାକୁ ମିଳିଲା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ ସମ୍ମାନ

ଥାନା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସେବା, ଥାନା ପ୍ରତି ସାଧାରଣ ଲୋକଙ୍କ ଅଭିଯୋଗ, ଥାନା ପ୍ରତି ଲୋକଙ୍କ ସକାରାତ୍ମକ ମନ୍ତବ୍ୟ ଓ ଥାନାର ଭିତ୍ତିଭୂମି ଆଧାରରେ କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ ମାନ୍ୟତା ମିଳିଛି।

Mar 9, 2021, 08:55 PM IST

ସମ୍ବଲପୁର ଜେଲରେ ରକ୍ତପାତ, ଜେଲରଙ୍କୁ ପିଟିଲେ ୱାର୍ଡର

ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଡିଉଟିକୁ ଆସିଥିଲେ। ତାଙ୍କୁ ବାରଣ କରିବାରୁ ସେ ଉତ୍ୟକ୍ତ ହୋଇ ଜେଲର ଆଲୋକ କର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ମୁଥ ମାରି ମୁହଁ ଫଟାଇ ଦେଇଥିଲେ।

Feb 28, 2021, 12:36 PM IST

ମାଟିରେ ମିଶିଲା ଢାବା, କାରଣ ଜାଣିଲେ ସମ୍ବଲପୁର ପୋଲିସକୁ କହିବେ ସାବାସ୍

ଅଜୟ ନାଥ, ସମ୍ବଲପୁର: ଆଜି ରାଜରାସ୍ତାରେ ଥିବା ଏକ ଢାବାକୁ ମାଟିରେ ମିଶାଇଛି ସମ୍ବଲପୁର ପୋଲିସ। ଢାବାଟି ଜବରଦଖଲରେ ନିର୍ମାଣ ହୋଇଥିଲା। କେବଳ ଏତିକି ନୁହେଁ ଢାବାରେ ବେଆଇନ କାରବାର ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି।

Feb 28, 2021, 10:46 AM IST

କୁଚିଣ୍ଡାରେ କଙ୍ଗାରୁ କୋର୍ଟ; ମହିଳାଙ୍କୁ ଲଣ୍ଡା କରି ଲଗାଇଲେ ଜରିମାନା

ପାରିବାରିକ କଳହଳ ପରେ ସାମାଜିକ ବୈଠକରେ ମହିଳାଙ୍କୁ ଲଣ୍ଡା କରିବା ସହ ୬ ହଜାର ଟଙ୍କା ଜରିମାନା ଲାଗାଯାଇଛି। ଏହି ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ପୀଡିତା ନ୍ୟାୟ ପାଇଁ ଏବେ ପୋଲିସର ସାହାରା ନେଇଛନ୍ତି।

Feb 10, 2021, 09:46 AM IST

ବୁର୍ଲା ହାଟରେ ମାଡିଗଲା ଅନିୟନ୍ତ୍ରିତ କାର, ତାପରେ...

ବୁର୍ଲା (Burla) ରେ ରବିବାର ହାଟ (Sunday Market) ବସିଥିବା ବେଳେ ହଠାତ ଏକ କାର ଜନଗହଳି ଭିତରକୁ ମାଡ଼ିଆସିଥିଲା। ରାସ୍ତା କଡରେ ବସିଥିବା ଏକାଧିକ ତେଜରାତି ଦୋକାନ (General store) ଉପରକୁ କାରଟି ଚଢିଯାଇଥିଲା।

Feb 8, 2021, 01:45 PM IST

ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ

ଝାଙ୍କରପାଲି (Jhankarpalli) ରୁ ହାଲିପାଲି ମଧ୍ଯରେ ଯାଇଥିବା ରାସ୍ତାକଡରେ ଲୋକଙ୍କ ଗହଳି ଲାଗିଥିଲା। ସେମାନେ ଭୂଇଁରୁ କିଛି ଗୋଟିଏ ବାହାର କରି ବ୍ୟାଗରେ ଭର୍ତ୍ତି କରୁଥିଲେ। ପାଖକୁ ଯାଇ ଦେଖିଲା ବେଳକୁ ତାହା ଗଞ୍ଜେଇ (Ganja) ଥିଲା।

Jan 29, 2021, 08:42 PM IST

ମାତ୍ର ୯୦ ଟଙ୍କା ପାଇଁ ବିଭତ୍ସ ହତ୍ୟାକାଣ୍ଡ, ଦେଢ ମାସ ପରେ ୨ ଗିରଫ

ଗତ ଡିସେମ୍ବର ୫ ତାରିଖରେ ଏମଡି ଅଫତାରଙ୍କୁ ବାଟରେ ଅଟକାଇ ଦୁର୍ବୃତ୍ତମାନେ ଟଙ୍କା ମାଗିଥିଲେ। ସେ ପ୍ରତିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଘଟଣା ସ୍ଥଳରେ ଧସ୍ତାଧସ୍ତି ହୋଇଥିଲା। ପରେ ମୁହଁରେ ଇଟା ଛେଚି ଅଫତାରଙ୍କୁ ନିର୍ମମ ଭାବେ ୨ ଜଣ ଦୁର୍ବୃତ୍ତ ହତ୍ୟା (Murder) କରିଥିଲେ।

Jan 20, 2021, 08:58 PM IST

ଆତ୍ମହତ୍ୟାର ଦିନକ ପରେ ମିଳିଲା ଯୁବତୀଙ୍କ ସୁଇସାଇଡ୍ ନୋଟ୍

ଆତ୍ମହତ୍ୟା କରିବା ଦିନ ଅର୍ଥାତ ରବିବାର ସେ ଅପରାହ୍ନ ୪ଟା ସମୟରେ ନିଜ ଭଉଣୀଙ୍କ ସହ ଶେଷ କଥାବାର୍ତ୍ତା କରିଥିଲେ। ପରିବାର ଲୋକେ କୌଣସି ନିଖୋଜ ମାମଲା ରୁଜ୍ଜୁ କରିନାହାନ୍ତି। ସେପଟେ ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଛି।

Jan 5, 2021, 05:26 PM IST

ମହାନଦୀ ପୋଲରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା ନିକଟସ୍ଥ ମହାନଦୀ ପୋଲ ଉପରୁ ଡେଇଁ ଜଣେ ଯୁବତୀଙ୍କ ଆତ୍ମହତ୍ୟା କରିଛନ୍ତି। ଘଟଣା ଘଟିବାର ୨୪ ଘଣ୍ଟା ପରେ ମଧ୍ୟ ତାଙ୍କର ପରିଚୟ ମିଳିପାରିନାହିଁ। ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ରବିବାର ରାତିରେ ବୁର୍ଲା ମହାନଦୀ ପୋଲ (Mahanadi Bridge) ତଳୁ ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଠାବ କରାଯାଇଥ

Jan 4, 2021, 10:58 PM IST

ମୁରବୀ ବିହୀନ ସମ୍ବଲପୁର ପୋଲିସ; ୩ ଦିନରେ ଦ୍ଵିତୀୟ ମର୍ଡର, ଲଗାମ ଛଡା ଅଭିଯୁକ୍ତ

ବଢୁଥିବା ଅପରାଧ ଏବେ ସମ୍ବଲପୁର ପୋଲିସ (Sambalpur police) ପାଇଁ ଚ୍ୟାଲେଞ୍ଜ ପାଲଟିଛି। ସେପଟେ ଦୀର୍ଘ ୨୦ ଦିନରୁ ଊର୍ଦ୍ଧ୍ୱ ସମୟଧରି ଜିଲ୍ଲା ପୋଲିସ ପ୍ରଶାସନ ମୁରବୀଙ୍କ ଚୌକି ଖାଲି ପଡିଛି।

Dec 16, 2020, 04:35 PM IST

ବେପରୁଆ ଡ୍ରାଇଭର ନେଲା ଶିଶୁର ଜୀବନ! ମାଗିଥିଲେ ୧୫ ଲକ୍ଷ, ମିଳିଲା ୧୫ ହଜାର

ସାହିଲ ସିଂ ତା ଭାଇ ଚାଲିଚାଲି ମହିଳା ଥାନା ଆଡକୁ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଜୀପ ସେମାନଙ୍କୁ ଧକ୍କା ଦେଇଥିଲା।

Nov 28, 2020, 06:24 PM IST

ଡକାୟତି ଯୋଜନା ବେଳେ ମାଡିବସିଲା ପୋଲିସ, ବଡ଼ ଧରଣର ଯୋଜନା ପଣ୍ଡ

ଡକାୟତି ଯୋଜନା ବେଳେ ମାଡିବସିଲା ପୋଲିସ।

Oct 29, 2020, 04:05 PM IST

ଅଭିଯୁକ୍ତକୁ ବୁର୍ଲା ପୋଲିସର ଅନୁକମ୍ପା

ଗତ ୨୦ ତାରିଖରେ ବୁର୍ଲା ମହତାବ ନଗର ବାସିନ୍ଦା ସୁମିତ କୃମିକୁ କିଛି ସ୍ଥାନୀୟ ଦୁର୍ବୃତ୍ତ ଛୁରା ମାଡ଼ ଏବଂ ତାଙ୍କ ବାପା ଙ୍କୁ ମାଡ଼ପିଟ ଅଭିଯୋଗ ବୁର୍ଲା ଥାନାରେ କରାଯାଇଥିଲା।

Oct 28, 2020, 01:39 PM IST

ପୋଲିସ ବିରୋଧରେ ଜାତିଆଣ ଅଭିଯୋଗ ଆଣିଲେ ଆଦିବାସୀ ବୃଦ୍ଧ

ପୁଅବୋହୁଙ୍କ ଆଖି ସାମ୍ନାରେ ବୃଦ୍ଧ ବାପା ଓ କାକାଙ୍କୁ ମାଡ଼ ମାରିଛନ୍ତି ଥାନା ଅଧିକାରୀ

Sep 24, 2020, 04:23 PM IST

ସମ୍ବଲପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ: ଡ୍ରଗ୍ସକୁ ନା, ଜୀବନକୁ ହଁ

ଆଜି ହେଉଛି ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚାଲାଣ ବିରୋଧ ଦିବସ (International Day Against Drug Abuse and Illicit Trafficking)।

Jun 26, 2020, 12:34 PM IST

ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଘଟଣାଟି ଘଟିଛି ଶାସନ ଥାନା ଅନ୍ତର୍ଗତ କୁକୁଡାପାଲି ଗ୍ରାମପଞ୍ଚାୟତର ଗିରିପାଲି ଗାଁରେ । 

मई 4, 2020, 12:37 PM IST