scb

ହାଇଦରର ଏନକାଉଣ୍ଟର କାହାଣୀ କେତେ ସତ, କେତେ ମିଛ?

ସବୁବେଳେ ସନ୍ଦେହ ଘେରରେ ଥିବା ପୋଲିସର ଏନକାଉଣ୍ଟରକୁ ନେଇ ଏବେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ତେବେ ହାଇଦରକୁ ଏନକାଉଣ୍ଟର କାହାଣୀ କେତେ ସତ, କେତେ ମିଛ? ତାହା ଆଗାମୀ ଦିନରେ ଜଣା ପଡିବ।  

Jul 24, 2021, 08:22 PM IST

ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର SP

ସମ୍ବଲପୁର SP ବାତୁଲା ଗଙ୍ଗାଧର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ହାଇଦର (Gangster Hider) ତେଲେଙ୍ଗାନାରୁ ଧରା ପଡିବା ପରେ ଫେରାର ଘଟଣାର ତର୍ଜମା କରାଯାଉଛି। କଟକ କମିଶନରେଟ ପୋଲିସ ବର୍ତ୍ତମାନ ହାଇଦର କେଶ ତଦନ୍ତ ଦାୟିତ୍ବରେ ରହିଛି।

Apr 18, 2021, 04:44 PM IST

ଭୀମସାରେ ହାଇଦର ଚିକିତ୍ସା ପ୍ରସଙ୍ଗ ; ଅଧିକ୍ଷକ ଲାଲ ମୋହନ ସାରଙ୍କ U-turn

ଆଡ଼ମିଶନ ଓ ରେଫର ଟିକେଟ ହସ୍ତଗତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ବୁର୍ଲା (Burla) ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ। ସେ ଘଡିକେ ଥରେ ନିଜ ମତ ବଦଲାଉଛନ୍ତି।

Apr 13, 2021, 06:23 PM IST

କେତେ ଭିତରେ ଦଲାଲରାଜ୍ ଚେର ?

SCB ମେଡିକାଲ କଲେଜ ଓ ହସ୍ପିଟାଲ ବିଶ୍ୱସ୍ତରୀୟ ବୋଲି ଚର୍ଚ୍ଚା ଯେତିକି, ତାକୁ ନେଇ ବିବାଦ ବି ସେତିକି। ଆଉ କର୍ତ୍ତୃପକ୍ଷ ଓ ପ୍ରଶାସନର ହୁଗୁଳା ବାଟଦେଇ କେବେଠାରୁ ଓ କେମିତି ଯେ ଦଲାଲରାଜ୍ ଏଠାରେ ଚେର ବାନ୍ଧି ବସିଲାଣି, ତାର ହିସାବ କାହା ପାଖରେ ନାହିଁ। 

Apr 6, 2021, 10:24 PM IST

କଟକ ଏସସିବିରେ ବିରଳ ଅସ୍ତ୍ରୋପଚାର, ୭ ଘଣ୍ଟା ଧରି କରାଗଲା କିଡନୀ ପ୍ରତ୍ୟାରୋପଣ

କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ୭ ଘଣ୍ଟା ଧରି କରାଗଲା କିଡନୀ ପ୍ରତ୍ୟାରୋପଣ । ଫଲୋକରନ୍ତୁ ଜୀ ଓଡ଼ିଶା ଟୁଇଟର, ହେଲୋ, ଇନଷ୍ଟାଗ୍ରାମ, ଲାଇକ କରନ୍ତୁ ଫେସବୁକ୍, ସବସ୍କ୍ରାଇବ କରନ୍ତୁ ୟୁ-ଟ୍ୟୁବ୍ ଓ ଅଧିକ ଖବର ପାଇଁ ଲଗ ଇନ୍ କରନ୍ତୁ www.zeeodisha.tv, ଏଣିକି ଖବର ପାଇବା ଅତି ସହଜ । ଘରେ ହେଉ ଅବା ବାହାରେ, ଯେଉଁଠି ମଧ୍ୟ ମୋବାଇଲରେ ପାଇ ପାରିବେ ଆମ ଖବର, ଖାଲି ଖବର ନୁହେଁ ବରଂ ସଠିକ୍ ଖବର । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Feb 4, 2020, 03:20 PM IST

ଏସସିବିରୁ ଆଖି ଚୋରି ଅଭିଯୋଗ

କଟକ ଏସସିବି ମେଡିକାଲରୁ ମୃତକଙ୍କ ଆଖି ଚୋରି ଅଭିଯୋଗ । ମୃତକଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି । ଭଦ୍ରକ ବାଗୁରାଇରୁ ଆସିଛି ଏଭଳି ଅଭିଯୋଗ । ପୂର୍ବାଞ୍ଚଳ ଆାଇଡିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆଇଆଇସି ସରୋଜିନୀ ସିଂଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏସସିବି ମେଡିକାଲ କଲେଜରେ ଚକ୍ଷୁଦାନ କାର୍ଯ୍ୟ ସମ୍ପାଦନ କରୁଥିବା ଏଲଭି ପ୍ରସାଦ ଆଇ ହସପିଟାଲ ବିରୋଧରେ ମାମଲା ରୁଜୁ ହୋଇଛି । 

Nov 17, 2019, 10:30 AM IST